ଦଶମ ଶ୍ରେଣୀ ଛାତ୍ର ଉପରେ ପେଟ୍ରୋଲ ଢାଳି ଜିଅନ୍ତା ଜାଳିଦେଲେ
ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର ବପତଲା ଜିଲ୍ଲାରେ ଆଜି ଏକ ଭୟଙ୍କର ଅଘଟଣ ଘଟିଯାଇଛି। ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଉପରେ ପେଟ୍ରୋଲ ଢାଳି ତାଙ୍କୁ ଜିଅନ୍ତା ଜାଳି ଦେଇଛି ଜଣେ ବ୍ୟକ୍ତି। ୧୫ ବର୍ଷୀୟ ଛାତ୍ର ଅମରନାଥଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ହସ୍ପିଟାଲକୁ ନେବା ବାଟରେ ଅମରନାଥ ତାଙ୍କ ଉପରେ ଯେଉଁମାନେ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ ସେମାନଙ୍କ ନାମ କହିଛନ୍ତି। ଛାତ୍ରଙ୍କ ପରିବାର ସଦସ୍ୟ ଦାବି କରିଛନ୍ତି […]









