୨୨ରେ କଳାହାଣ୍ଡି ଆସିବେ ଜେପି ନଡ୍ଡା
ଭବାନୀପାଟଣା : ଆସନ୍ତା ୨୨ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା କଳାହାଣ୍ଡି ଗସ୍ତରେ ଆସିବେ। ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ରେ ମହାଜନସମ୍ପର୍କ ସମାବେଶରେ ସାମିଲ ହୋଇ ମୋଦୀ ସରକାରଙ୍କ ୯ ବର୍ଷର ସଫଳତା ବଖାଣିବେ ବୋଲି ଆଜି ଭବାନୀପାଟଣାରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରୁନ୍ଦେଶ୍ବରୀ କଳାହାଣ୍ଡି ଜିଲ୍ଲା ଗସ୍ତ କରି କର୍ମୀ ଓ ସଂଗଠକମାନଙ୍କ ସହିତ ଆଲୋଚନା କରିଥିଲେ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ […]









