ମେଣ୍ଢାକୁ କୋଟିଏ ଟଙ୍କାରେ ବି ଦେବାକୁ ମନା କଲା ମାଲିକ
ଚୁରୁ : ରାଜସ୍ଥାନର ଚୁରୁ ଜିଲ୍ଲାରେ ଏକ ମେଣ୍ଢାକୁ କୋଟିଏ ଟଙ୍କାରେ ବିକ୍ରି କରିବାକୁ ବି ତା’ର ମାଲିକ ଅଗ୍ରାହ୍ୟ କରିଦେଇଥିବା ଜଣାପଡ଼ିଛି। ମେଣ୍ଢାର ପେଟରେ ଉର୍ଦ୍ଦୁରେ ‘୭୮୬’ ସଂଖ୍ୟା ଲେଖା ଅଛି, ଯାହାକୁ ମୁସଲମାନମାନେ ପବିତ୍ର ବା ଶୁଭସଂଖ୍ୟା ବୋଲି ମାନିଥାନ୍ତି। ଏହାର ମାଲିକ ରାଜୁ ସିଂହ ଏହି ସଂଖ୍ୟାର ଅର୍ଥ କିଛି ବୁଝନ୍ତି ନାହିଁ। ସ୍ଥାନୀୟ ମୁସଲମାନଙ୍କୁ ପଚାରିବାରୁ ସେମାନେ କହିଲେ ଯେ ମେଣ୍ଢା ପେଟରେ ‘୭୮୬’ ଲେଖା ଥିବା ପରି ଦେଖାଯାଉଛି। ଇସଲାମରେ […]









