ମନୋରଞ୍ଜନ

୬୩ବର୍ଷ ବୟସରେ ଅନିଲ କପୁରଙ୍କ ଶର୍ଟଲେସ୍ ଅନ୍ଦାଜ : କହିଲେ ନିଜକୁ ସୁପରଫିଟ୍ ରଖିବାର ସିକ୍ରେଟ୍

ମୁମ୍ବାଇ ୨୨/୧୦: ବଲିଉଡ ଅଭିନେତା ଅନିଲ କପୁର ଲକଡାଉନରେ ଯେଉଁ ଶପଥ ନେଇଥିଲେ ତାହାକୁ ପୂରା କରିଛନ୍ତି। ସେ ନିଜ ଲୁକ୍କୁ ପୂରାପୂରି ଟ୍ରାନ୍ସଫର୍ମ କରି ନେଇଛନ୍ତି। ଏପରି ମଧ୍ୟ ଅନିଲ ନିଜ ଫିଟନେସକୁ ନେଇ ଯଥେଷ୍ଟ ସଚେତନ ରହିଥାନ୍ତି କିନ୍ତୁ ତାଙ୍କର ଏହି ନୂଆ ଲୁକ୍ ପୂର୍ବରୁ ଅଧିକ ମସ୍କୁଲାର। ସେ ନିଜର ଏହି ନୂଆ ଲୁକ୍ର ଫଟୋ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛନ୍ତି ଏବଂ ଏହା ସହିତ ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି। […]

ପର୍ଯ୍ୟଟନ

ସମୁଦ୍ରରୁ ଧରା ପଡ଼ିଲା ଏପରି ଏକ ବିରାଟକାୟ ଜୀବ : ଉଠାଇବା ପାଇଁ ଡକାଗଲା କ୍ରେନ୍

ବେଙ୍ଗାଲୁରୁ ୨୨/୧୦: କର୍ଣ୍ଣାଟକର ସମୁଦ୍ରରେ ମାଛ ଧରୁଥିବାବେଳେ କେଉଟମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ ଜାଲରେ ୨ଟି ବିରାଟକାୟ ସାମୁଦ୍ରିକ ଜୀବ ମଣ୍ଟା ରେ ଫସି ଯାଇଥିଲେ। ସେହି ୨ଟି ମଣ୍ଟା ରେର ଓଜନ ୭୫୦କିଲୋଗ୍ରାମ୍ ଏବଂ ୨୫୦କିଲୋଗ୍ରାମ୍ ଥିଲା। ମାଙ୍ଗାଲୋରରେ ବୁଧବାର ମାଲପେ ବନ୍ଦରରୁ ଜଣେ କେଉଟ ମାଛ ଧରିବାକୁ ଯାଇଥିବାବେଳେ ତା ଜାଲରେ ୨ଟି ବିରାଟକାୟ ମଣ୍ଟା ରେ ଫସି ଯାଇଥିଲା। ମଣ୍ଟା ରେ ଏକ ବିଶାଳକାୟ ସାମୁଦ୍ରିକ ଜୀବ ହୋଇଥାଏ ଯାହା ଜିନସ୍ ମେଣ୍ଟା […]

ମନୋରଞ୍ଜନ ଲାଇଫ୍ ଷ୍ଟାଇଲ

ଭାଗ୍ୟ ଖୋଲିଗଲା: ଜିତିଲେ ୧୦ ଲକ୍ଷ ଡଲାର ଲଟେରି, କିଏ ସେ ଭାଗ୍ୟବାନ କେରଳୀ, କେମିତି ହେଲେ କୋଟିପତି ?

ନୂଆଦିଲ୍ଲୀ ୨୨/୧୦: କୌଣସି କାର୍ଯ୍ୟରେ ଲକ୍ (ଭାଗ୍ୟ) ସାଥ୍ ଦେଲେ ମଣିଷର ପରିବର୍ତ୍ତନ ନିଶ୍ଚିତ ବୋଲି ବିଶ୍ବାସ କରାଯାଏ। ବେଳେବେଳେ କିଛି ଲୋକଙ୍କ ଭାଗ୍ୟ ଏମିତି ପରିବର୍ତ୍ତନ ହୁଏ ଯେ ସେମାନେ ରାତାରାତି କୋଟିପତି ହୋଇଯାଆନ୍ତି। କାହାର କେବେ ଲଟେରି ଲାଗିଯାଏ ତ ଆଉ କାହାକୁ ଅଚାନକ ମିଳିଯାଏ ଅମାପ ଧନ। ସେମିତି ଜଣେ କେରଳୀ ବ୍ୟକ୍ତିଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଛି। କେରଳ ବାସିନ୍ଦା ପ୍ରାୟ ୨୧ ବର୍ଷ ହେବ ଦୁବାଇରେ ରହୁଥିଲେ। ଚାକିରୀ ପାଇଁ ଯାଇଥିବା […]

କଳା ଓ ସଂସ୍କୃତି ଧର୍ମ

ଗରୁଡ଼ ପୁରାଣ କଣ? ମଣିଷର ମୃତ୍ୟୁ ପରେ ତାର ଆତ୍ମା କୁଆଡ଼େ ଯାଏ ଓ କ’ଣ କରେ, ଜାଣନ୍ତୁ ଏହି ନିରାଟ ସତ୍ୟ

ଦୁନିଆରେ ମୃତ୍ୟୁ ହେଉଛି ଚିରନ୍ତନ ସତ୍ୟ। ମୃତ୍ୟୁ ପରେ ଆମର କଣ ହୋଇଥାଏ? ସତରେ କଣ ମଣିଷର ମୃତ୍ୟୁ ପରେ ପରଲୋକକୁ ଚାଲି ଯାଆନ୍ତି? ସତରେ କଣ ମଣିଷର ପୂର୍ନଜନ୍ମ ହୋଇଥାଏ? ଏହିସବୁ ପ୍ରଶ୍ନର ଉତ୍ତର ବୈଜ୍ଞାନିକଙ୍କୁ ଏପର୍ଯ୍ୟନ୍ତ ମିଳି ପାରିନାହିଁ। ହେଲେ ଗରୁଡ଼ ପୁରଣାରେ ମୃତ୍ୟୁକୁ ନେଇ କିଛି କଥା କୁହାଯାଇଛି। ଗରୁଡ଼ ପୁରାଣ କଣ ଆସନ୍ତୁ ଜାଣିବା। ହିନ୍ଦୁଧର୍ମରେ ଥିବା ୧୮ ମହାପୁରାଣ ମଧ୍ୟ ଗରୁଡ ପୁରାଣ ହେଉଛି ଅନ୍ୟତମ। ଏହି ପୁରୁଣାରେ ଗରୁଡ଼ […]

କଳା ଓ ସଂସ୍କୃତି ଧର୍ମ

ଆଜି ମଧ୍ୟ ଜୀବିତ ଅଛନ୍ତି ଭଗବାନ ପର୍ଶୁରାମ : ଜାଣନ୍ତୁ କେଉଁଠି କେଉଁ ରୂପରେ ଅଛନ୍ତି

ଭୁବନେଶ୍ୱର : ହିନ୍ଦୁ ଧର୍ମ ଅନୁଯାୟୀ ପର୍ଶୁରାମ ଭଗବାନ ବିଷ୍ଣୁଙ୍କ ସଂସ୍ଥା ଅବତାର | ସେ ତ୍ରେତେୟା ଯୁଗରେ ଜଣେ ବ୍ରାହ୍ମଣ ଋଷିଙ୍କ ଘରେ ଜନ୍ମ ହୋଇଥିଲେ | ପୌରାଣିକ ତଥ୍ୟ ଅନୁଯାୟୀ, ମହର୍ଷି ଯମଦଗ୍ନିଙ୍କ ଦ୍ୱାରା ସମ୍ପର୍ଣ୍ଣ ପୁତ୍ରୋଷ୍ଟି ଯଜ୍ଞରୁ ପ୍ରସନ୍ନ ହୋଇ ଦେବରାଜ ଇନ୍ଦ୍ରଙ୍କ ବରଦାନ ସଦୃଶ୍ୟ ପତ୍ନୀ ରେଣୁକାଙ୍କ ଗର୍ଭରୁ ପର୍ଶୁରାମଙ୍କ ଜନ୍ମ ହୋଇଥିଲା | ସେ ଜଣେ ବ୍ରାହ୍ମଣ ରୂପରେ ଜନ୍ମ ନେଇଥିଲେ କିନ୍ତୁ କର୍ମରେ ଜଣେ କ୍ଷତ୍ରିୟ ଥିଲେ | […]

ଧର୍ମ

ମହାଭାରତର ସଞ୍ଜୟ କିଏ ଯାହାକୁ ମିଳିଥିଲା ଦିବ୍ୟଦୃଷ୍ଟି : ଯୁଦ୍ଧ ପରେ ସେ ଗଲେ କୁଆଡେ ?

ଭୁବନେଶ୍ୱର: ମହାଭାରତର ସଞ୍ଜୟଙ୍କୁ ନେଇ ଲୋକେ ଅଧିକାଂଶ ସମୟରେ ଚର୍ଚ୍ଚା କରିଥାନ୍ତି | ମହାଭାରତ ଯୁଦ୍ଧର ସମ୍ପୂର୍ଣ ବିବରଣୀ ଧୃତରାଷ୍ଟ୍ରଙ୍କୁ ଶୁଣାଇବା ପାଇଁ ସଞ୍ଜୟଙ୍କୁ ଦିବ୍ୟ ଦୃଷ୍ଟି ମିଳିଥିଲା | କିଏ ଏ ସଞ୍ଜୟ ଯିଏ ମହାଭାରତରୁ ଆଜି ଯାଏଁ ଅମର ଅଛନ୍ତି | ମହାଭାରତ ଯୁଦ୍ଧ ପରେ ସେ କୁଆଡେ ଗଲେ ତାହା କେହି ଜାଣି ନାହାନ୍ତି | ସଞ୍ଜୟ ଧୃତରାଷ୍ଟ୍ରଙ୍କ ମନ୍ତ୍ରୀମଣ୍ଡଳର ଜଣେ ମନ୍ତ୍ରୀ ଥିଲେ | ଧୃତରାଷ୍ଟ୍ର ତାଙ୍କୁ ସମ୍ମାନ କରିଥିଲେ | […]

ଧର୍ମ

ଭଗବାନ ଶିବଙ୍କ ଅଂଶ ଭାବେ ଜନ୍ମ ହୋଇଥିଲେ ଆଦି ଶଙ୍କରାଚାର୍ଯ୍ୟ : ୮ ବର୍ଷ ବୟସରେ ହୋଇଥିଲେ ସନ୍ୟାସୀ

ଭୁବନେଶ୍ୱର: ଭଗବାନଙ୍କ ଅଂଶ ବୋଲି ବିଶ୍ୱାସ କରାଯାଉଥିବା ଆଦି ଶଙ୍କରାଚାର୍ଯ୍ୟଙ୍କ ଜନ୍ମ ବୈଶାଖ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ କେରଳର କାଲଡୀ ଗାଁରେ ହୋଇଥିଲା | ଶିବଙ୍କ ଭକ୍ତ ଭଟ୍ଟ ବ୍ରାହ୍ମଣ ପରିବାରରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଜନ୍ମ ହୋଇଥିଲା | ତାଙ୍କ ପିତା ଶିବଗୁରୁ ନାମପୁଦ୍ରି ଏବଂ ମାତା ବିଶିଷ୍ଟାଦେବୀ ଶିବଙ୍କ ପରମ ଭକ୍ତ ଥିଲେ | ବିବାହର ଅନେକ ବର୍ଷ ପରେ ମଧ୍ୟ ସନ୍ତାନ ପ୍ରାପ୍ତି ନ ହେବାରୁ ଉଭୟ ସ୍ୱାମୀ -ସ୍ତ୍ରୀ କଠୋର ତପସ୍ୟା କରି […]

ଧର୍ମ

ଶିବଙ୍କ ପ୍ରିୟ ବେଲ ପତ୍ର ଅର୍ପଣ କରିବାର ସଠିକ୍ ବିଧି,ଯାହା ଦ୍ବାରା ପୂର୍ଣ୍ଣ ହେବ ଆପଣଙ୍କ ମନୋସ୍କାମନା

ପୂଜା-ପାଠରେ ବିଭିନ୍ନ ପ୍ରକାରର ସାମଗ୍ରୀ ଭଗବାନଙ୍କୁ ଚଢ଼ାଯାଇଥାଏ। ସମସ୍ତ ଦେବୀ-ଦେବତାଙ୍କ ପୂଜା ସାମଗ୍ରୀରେ ଭିନ୍ନ ଭିନ୍ନ ଜିନିଷର ବିଶେଷ ମହତ୍ତ୍ବ ରହିଥାଏ। ଶିବ ପୂଜାରେ ଖାସ୍ କରି ବେଲ ପତ୍ର ସାମିଲ କରାଯାଇଥାଏ। ବେଲ ଗଛ ଘର ବାହାରେ କିମ୍ବା ଆଖପାଖରେ ରହିଲେ ବାସ୍ତୁ ଦୋଷ ଦୂର ହୋଇ ଯାଇଥାଏ। ଆୟୁର୍ବେଦରେ ଏହି ବୃକ୍ଷର ମହତ୍ତ୍ବ କୁହାଯାଇଛି। ଜାଣନ୍ତୁ ବେଲ ପତ୍ର ସହ ଜଡ଼ିତ କେତେକ ଖାସ୍ କଥା… ଶିବଲିଙ୍ଗରେ ଚଢ଼ାଯାଉଥିବା ବେଲ ପତ୍ର ଅନେକ ଦିନ […]

ଧର୍ମ

ପଢ଼ନ୍ତୁ ହନୁମାନଙ୍କ ଏହି ମନ୍ତ୍ର : ଦୂର ହୋଇଯିବ ସମସ୍ତ କଷ୍ଟ

ଦୁନିଆର ସମସ୍ତ କଷ୍ଟ କାମ କେବଳ ହନୁମାନଙ୍କ କୃପା ଏବଂ ସ୍ମରଣ ଦ୍ବାରା ସମ୍ଭବ ହୋଇଥାଏ। ମଙ୍ଗଳବାର ଶ୍ରୀ ହନୁମାନଙ୍କ ଧ୍ୟାନ ଦ୍ବାରା ଜୀବନକୁ ମଙ୍ଗଳମୟ କରିବା ଶୁଭ ବୋଲି କୁହାଯାଇଥାଏ। ଏହି ଦିନ ହନୁମାନଙ୍କ ଧ୍ୟାନ,ଗ୍ରହ,ମନ,କର୍ମ ଏବଂ ବିଚାର ଦ୍ବାରା ଦୋଷକୁ ଦୂର କରି ସୁଖ-ସଫଳତା ପାଇ ହେବ ବୋଲି କୁହା ଯାଇଥାଏ। ଏଥିପାଇଁ ହନୁମାନଙ୍କ ବିଶେଷ ମନ୍ତ୍ର ଧ୍ୟାନ କରିବାର ମହତ୍ତ୍ବ ରହିଛି। ଶ୍ରୀ ହନୁମାନ ଚାଳିଶାରେ ବର୍ଣ୍ଣିତ ‘ଦୁର୍ଗମ କାଯ ଜଗତ କେ […]

ଧର୍ମ

ଘରେ ବାସ୍ତୁ ଦୋଷ ଦୂର କରିବାକୁ ଚାହୁଁଛନ୍ତି କି : ତେବେ ମାଆ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବାକୁ ଅବଲମ୍ବନ କରନ୍ତୁ ଏହି ଉପାୟ

ବାସ୍ତୁ ଆମକୁ ପୂର୍ଣ୍ଣ ରୂପରେ ନିୟନ୍ତ୍ରିତ କରିଥାଏ । ଏଥିପାଇଁ ସ୍ବଚ୍ଛତାର ନିୟନ୍ତ୍ରଣ ମଧ୍ୟ ବାସ୍ତୁ ଦ୍ବାରା କରାଯାଇପାରେ। ବାସ୍ତୁ ୩ଟି ପରିବେଶରେ କାମ କରିଥାଏ- ପ୍ରଥମ ଘରେ,ଦ୍ବିତୀୟ ବ୍ୟବସାୟରେ ଏବଂ ତୃତୀୟ ସମାଜରେ। ଯଦି ବାସ୍ତୁଶାସ୍ତ୍ରରେ କୁହାଯାଇଥିବା ନିୟମର ପାଳନ କରାଯାଇଥାଏ ତେବେ ଜୀବନରେ ଆସୁଥିବା ସମସ୍ତ ସମସ୍ୟାକୁ ଯଥା ସମ୍ଭବ ଦୂର କରାଯାଇପାରିବ। ବାସ୍ତୁ ଅନୁସାରେ,ଯଦି ଈଶାନ କୋଣ ଅର୍ଥାତ୍ ଉତ୍ତର-ପୂର୍ବରେ ରୋଷେଇ ଘର ଥିବ ତେବେ ରୋଷେଇ ଘର ଭିତରେ ଗ୍ୟାସ ଚୁହ୍ଳାକୁ […]