ଜାଣନ୍ତୁ ବର୍ଷକୁ ୨ଥର କାହିଁକି ପାଳନ କରାଯାଏ ହନୁମାନଙ୍କ ଜନ୍ମଦିନ
ପ୍ରଭୁ ହନୁମାନ ଏକମାତ୍ର ଏପରି ଦେବତା ଯାହାଙ୍କ ଜନ୍ମଦିନ ବର୍ଷକୁ ଦୁଇ ଥର ଆସିଥାଏ। ଏହି କାରଣ ଯୋଗୁଁ ହନୁମାନଙ୍କ ବିଷୟରେ ଏପରି ଅନେକ କଥା ରହିଛି ଯାହା ତାଙ୍କୁ ସମସ୍ତ ଦେବତାଙ୍କ ମଧ୍ୟରେ ଖାସ୍ କରିଥାଏ। ପୌରାଣିକ ମତ ଅନୁସାରେ ହନୁମାନ ତ୍ରେତୟା ଯୁଗରୁ ଆରମ୍ଭ କରି ସୃଷ୍ଟିର ଅନ୍ତ ଯାଏଁ ନିଜ ଶରୀର ସହ ପୃଥିବୀ ପୃଷ୍ଠରେ ବିଦ୍ୟମାନ ଅଛନ୍ତି। ଧାର୍ମିକ ବିଶ୍ବାସ ରହିଛି ଯେ ଯେଉଁଠାରେ ରାମଙ୍କ କଥା ହୋଇଥାଏ ସେଠାରେ ହନୁମାନ […]
