ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ଅନୁପସ୍ଥିତି ପାଇଁ ଅନୁଗୁଳ ଉଚ୍ଚ ବିଦ୍ୟାଳୟର ଆଠ ଶିକ୍ଷକଙ୍କ ଦରମା ବନ୍ଦ

ଅନୁଗୁଳ: ବିଦ୍ୟାଳୟରେ ଅନୁପସ୍ଥିତି ପାଇଁ ଶିକ୍ଷକମାନଙ୍କୁ ମିଳିଛି ଦଣ୍ଡ। ଅନୁଗୁଳ ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନା ବେହେରା ଅନୁଗୁଳ ଉଚ୍ଚ ବିଦ୍ୟାଳୟ ସମେତ ବିଭିନ୍ନ ବିଦ୍ୟାଳୟର କେତେକ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରିଥିବା ଜଣାଯାଇଛି। ଏହାକୁ ନେଇ ଶିକ୍ଷକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଶିକ୍ଷକଙ୍କ ଅନୁପସ୍ଥିତି ପାଇଁ ଯଦି ଦଣ୍ଡ ମିଳୁଛି, ତେବେ ଶିକ୍ଷା ବିଭାଗର ମୁଖିଆ ପ୍ରତି ଶନିବାର ଦିନ କେମିତି ଜିଲ୍ଲା ମୁଖ୍ୟାଳୟ ଛାଡ଼ି ଘର ମୁହାଁ ହେଉଛନ୍ତି ? କାହାକୁ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

୨୪ ଘଣ୍ଟାରେ ଓଡ଼ିଶାରେ ୧୬୯୫ ନୂଆ ଆକ୍ରାନ୍ତ, ୧୫ ମୃତ

ଭୁବନେଶ୍ୱର : ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୬୯୫ ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଗୁଡ଼ିକ ମଧ୍ୟରୁ ୭୦୯ ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୯୮୬ ଟି ମାମଲା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଚିହ୍ନଟ ହୋଇଥିବା ୧୬୯୫ ଟି ନୂଆ ମାମଲା ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୮୩ ଟି, ବାଲେଶ୍ବରରୁ ୧୨୮ଟି ଓ କଟକ ଜିଲ୍ଲାରୁ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆମେରିକାରେ ରେମଡେସିଭିରକୁ ମିଳିଲା ମଞ୍ଜୁରୀ

ଓ୍ବାଶିଂଟନ୍ ୨୪/୧୦: ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟେ୍ରସନ (ଏଫଡିଏ) କରୋନା ଭାଇରସ ଚିକିତ୍ସା ପାଇଁ ଆଣ୍ଟିଭାଇରାଲ ଡ୍ରଗ ରେମଡେସିଭିରକୁ ପୂରାପୂରି ମଞ୍ଜୁରୀ ପ୍ରଦାନ କରିଛି। ପ୍ରଥମେ ଏହି ଔଷଧକୁ କେବଳ କୋଭିଡ-୧୯ରେ ପୀଡ଼ିତ ଗମ୍ଭୀର ରୋଗୀଙ୍କ ଇମରଜେନ୍ସି ବ୍ୟବହାର ପାଇଁ ଅନୁମତି ମିଳିଥିଲା। ମାତ୍ର ଏବେ ହସପିଟାଲରେ ଭର୍ତି ସମସ୍ତ ସଂକ୍ରମିତ ରୋଗୀଙ୍କୁ ଦେବା ପାଇଁ ମଞ୍ଜୁରୀ ମିଳିଛି। ଏହି ଔଷଧ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ଦିଆଯାଇଥିଲା। କାରଣ ସେତେବେଳେ ସେ କରୋନାରେ […]

ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା । ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗର ମୁଖ୍ୟ ଡାକ୍ତର ରୁକ୍ମଣୀ ଦେବୀଙ୍କର ୬୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଖବର ଅନୁଯାୟୀ, ଡାକ୍ତର ରୁକ୍ମଣୀ ଦେବୀ କରୋନାରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କିନ୍ତୁ ସେଠାରେ […]

ଧର୍ମ

ଏହି ବୃକ୍ଷ ଘର ଅଗଣାରେ ଥିଲେ କାମ କରେ ନାହିଁ ଯନ୍ତ୍ରତନ୍ତ୍ର, ଜାଣନ୍ତୁ ଏହାର ଗୁଣ

ଆଜିର ଦିନରେ ବି ଲୋକେ ତନ୍ତ୍ରମନ୍ତ୍ରକୁଭୟ କରୁଛନ୍ତି। ଏଭଳି କିଛି ନାହିଁ ବିଜ୍ଞାନ କହୁଛି। ହେଲେ ଲୋକେ ଏଥିଯୋଗୁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଖରାପ ନଜରରେ ଯୋଗୁ ଲୋକେ ଉଧେଇ ପାରୁନଥିବା ବେଳେ ପରିବାରରେ ପ୍ରାୟ ସମସ୍ୟା ଲାଗି ରହୁଛି ବୋଲି ଅନେକ ଅଭିଯୋଗ କରୁଛନ୍ତି। ହେଲେ ଯେଉଁ ଲୋକଙ୍କ ଘର ଅଗଣାରେ ଶ୍ୱେତ ଅରଖ ବୁଦାଟିଏ ଅଛି ତ ସେ ଘର ଏଭଳି ସମସ୍ୟାରୁ ମୁକ୍ତ ରହିଥାଏ। ଶ୍ୱେତ ଅରଖର ଅନେକ ଗୁଣ ରହିଛି। […]

ଧର୍ମ

ପିତୃପକ୍ଷରେ କରନ୍ତୁନି ଏହି ୫ଟି କାମ, ସବୁ ବେଳେ ଖାଲି ରହିବ ପକେଟ୍

ଭାଦ୍ରବ ମାସ ପୂର୍ଣ୍ଣିମାରୁ ହିଁ ଆରମ୍ଭ ହୁଏ ପିତ୍ରୁପକ୍ଷ ମହାମୋକ୍ଷ ଅମାବାସ୍ୟା ପର୍ଯ୍ୟନ୍ତ ପିତୃଲୋକ ସେମାନଙ୍କ ପରିବାରକୁ ଭେଟିବାକୁ ଧରାବତରଣ କରନ୍ତି ବୋଲି ଭାରତୀୟ ଧର୍ମଗ୍ରନ୍ଥରେ ବର୍ଣ୍ଣନା ରହିଛି। ଏଣୁ ଏହି ସମୟରେ ନିଜର ପିତରଙ୍କ ଶ୍ରଦ୍ଧା ଉଦ୍ଦେଶ୍ୟରେ ଲୋକେ ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନ ଆଦି କରିଥାନ୍ତି। ତେବେ ପିତୃପକ୍ଷରେ କିଛି ପାଳନୀୟ ରହିଛି। ଯାହା ଦୈନିନ୍ଦିନ ଜୀବନରେ ପାଳନ କଲେ ଲୋକେ ସୁଖଶାନ୍ତିରେ ବର୍ଷଟି କଟାଇ ଦିଅନ୍ତି। ଏହାର ଅବଜ୍ଞାରେ ଅନେକ କ୍ଷତିର ସମ୍ମୁଖୀନ […]

ଧର୍ମ

ଏକ ଏପରି ଦେଶ ଯେଉଁଠି ଦେଖିବାକୁ ମିଳନ୍ତିନି ଗୋଟିଏ ବି ସାପ, ଜାଣନ୍ତୁ କେଉଁଠି

କୁହାଯାଏ ବ୍ରାଜିଲ ସାପଙ୍କ ଦେଶ। କାରଣ ଏଠାରେ ସାପଙ୍କର ଯେତେ ପ୍ରଜାତି ଦେଖଯାଆନ୍ତି ତାହା ବିଶ୍ୱର ଅନ୍ୟ କୌଣସି ଦେଶରେ ମିଳେନା। ତେବେ ଆୟର୍ଲ୍ୟାଣ୍ଡ ହେଉଛି ଏହାର ବିପରୀତ । ଏଠାରେ ଗୋଟିଏବି ସାପ ଦେଖାଯାଆନ୍ତିନି। ଏଣୁ ଦେଶର ଲୋକେ ସାପ କେଉଁ ପ୍ରକାର ଜୀବ ତାହା ଜାଣିବି ନାହାନ୍ତି। ହେଲେ ଏହି ଦେଶରେ କାହିଁକି ସାପ ନାହାନ୍ତି ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ନ ହୋଇ ରହି ପାରିବେନାହିଁ । ତେବେ କାରଣ ଜାଣିବା […]

ଧର୍ମ

ବୈଜ୍ଞାନିକ ଦୃଷ୍ଟିରେ ବି ଅଶ୍ୱତଥ ମହାନ ବୃକ୍ଷ , କରନ୍ତୁନି ଏପରି କାମ

ହିନ୍ଦୁଧର୍ମରେ ଅଶ୍ୱତଥ ବୃକ୍ଷକୁ ଅତ୍ୟନ୍ତ ପବିତ୍ର ବୃକ୍ଷ କୁହାଯାଏ। ଏଣୁ ଏହି ବୃକ୍ଷର ପୂଜାର୍ଚ୍ଚନା ନିମନ୍ତେ ମଧ୍ୟ ପରାମର୍ଶ ଦିଆଯାଇଛି। ଭାରତୀୟ ଧର୍ମ ଶାସ୍ତ୍ରରେ ଏହି ବୃକ୍ଷରେ ସବୁ ଦେବାଦେବୀଙ୍କ ନିବାସ ବୋଲି ବର୍ଣ୍ଣନା ରହିଛି। ଏଣୁ ଅଶ୍ୱତଥ ଗଛ ପାଖ ଆଖରେ ଘର କରି ରହିବାରେ କୌଣସି ଅସୁବିଧା ନଥାଏ। ତେବେ ଏହି ବୃକ୍ଷକୁ କଷ୍ଟ ଦେଲେ ଅଥବା ଡାଳ କାଟିଲେ ବ୍ୟକ୍ତିଙ୍କ ପିତୃପୁରୁଷଙ୍କୁ କଷ୍ଟ ହୋଇଥାଏ ବୋଲି ଲୋକଙ୍କ ଧାରଣା ରହିଛି। ହିନ୍ଦୁ ମାନ୍ୟତା […]

ଧର୍ମ

ମହାଭାରତ ଯୁଦ୍ଧ ଶେଷ ରାତ୍ରିରେ ଘଟିଥିଲା ଏହି ଅଘଟଣ, ଦୋହଲି ଯାଇଥିଲେ ସବୁ ପାଣ୍ଡବ

ଜୀବନରେ କୌଣସି ନିଷ୍ପତ୍ତି ତରବରିଆ ଭାବେ ନିଆଯିବା କଥା ନୁହେଁ। ସବୁଆଡୁ ସୁନିଶ୍ଚିତ ହୋଇ ସାରିବା ପରେ ହିଁ ନିଷ୍ପତ୍ତି ଉପରେ ପଦକ୍ଷେପ ନିଆଯିବା ଦରକାର। ତରବରିଆ ଭାବେ କାମ ହୋଇଗଲା ଭାବିଲେ ସଫଳ ଶେଷ ମୂହୁର୍ତ୍ତରେ ବିଫଳତାରେ ବି ପରିଣତ ହୋଇପାରେ। ଯାହା ଅତୀତରେ ମହାଭାରତ ଯୁଦ୍ଧରୁ ଶିକ୍ଷା ମିଳିଛି। ତେବେ ଆସନ୍ତୁ ଜାଣିବା ମହାଭାରତ ଶେଷ ହେବାର କିଛି ପ୍ରହର ପୂର୍ବରୁ ଘଟିଥିଲା କଣ? ଯେଉଁଥିଲେ ଦୋହଲି ଯାଇଥିଲେ ସମସ୍ତ ପାଣ୍ଡବ। ଯୁଦ୍ଧ ଅଷ୍ଟାଦଶ […]

ଧର୍ମ

ରାଶି ପରିବର୍ତ୍ତନ କରୁଛନ୍ତି ଶୁକ୍ର, ଜାଣନ୍ତୁ ଆପଣଙ୍କ ରାଶି ଲାଗି କିପରି ରହିବ ଗୋଚର

ଜୀବୋତ୍ପତୀର କାରକ ଗ୍ରହ କୁହାଯାଉଥିବା ଶୁକ୍ର ଅକ୍ଟୋବର ୪ ତାରିଖ ଶୁକ୍ରବାର ସକାଳ ୫ଟା ୧୩ ମିନିଟରେ ତୁଳାରାଶିକୁ ପ୍ରବେଶ କରିବେ। ଏହି ରାଶି ଶୁକ୍ରଙ୍କର ନିଜ ରାଶି ବୋଲି ଜ୍ୟୋତିଷ କହିଥାଏ। ଏଠାରେ ପୂର୍ବରୁ ବୁଧ ଅବସ୍ଥାନ କରୁଥିବାରୁ ଶୁକ୍ରଙ୍କ ଆଗମନରେ ଉଭୟ ଗ୍ରହଙ୍କ ଯୁତି ହେବ। ଯାହାର ଫାଇଦା ସମସ୍ତ ରାଶିଙ୍କୁ ନିଶ୍ଟିତ ମିଳିବ ବୋଲି ଜ୍ୟୋତିଷ ଶାସ୍ତ୍ରବିଦମାନେ ପୂର୍ବାନୁମାନ କରିଛନ୍ତି। ଏଣୁ ଆସନ୍ତୁ ଜାଣିବା ଆପଣଙ୍କ ରାଶିଲାଗି ଶୁକ୍ରଙ୍କ ଏହି ଚଳନ କିପରି […]