ଧର୍ମ

ମହାଭାରତ ଯୁଦ୍ଧ ହାରିବାନେଇ ଜାଣନ୍ତୁ ଶ୍ରୀକୃଷ୍ଣଙ୍କୁ କ’ଣ କହିଲେ ଦୁର୍ଯ୍ୟୋଧନ ଆଉ କ’ଣ ଉତ୍ତର ଦେଲେ କୃଷ୍ଣ

ଧର୍ମ ଡେସ୍କ : ମହାଭାରତ ଯୁଦ୍ଧ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଥାଏ। ମହାବଳୀ ଭୀମଙ୍କ ଭୀଷଣ ଗଦାଘାତରେ ଗୁରୁତର ଆହତ ହୋଇ ମାଟି ସାଉଁଥାନ୍ତି କୌରବ ଶିରୋମଣି ଦୁର୍ଯ୍ୟୋଧନ। ସେ ମୃତ୍ୟୁର ନିକଟତର ହେଉଥାନ୍ତି। ତେବେ କିଛି କହିବାକୁ ଚାହୁଁଥାନ୍ତି। ହେଲେ ଅବସ୍ଥା ଏତେ ଗୁରୁତର ଥାଏ ଯେ କହି ନ ପାରି କେବଳ ୩ଟି ଅଙ୍ଗୁଳି ଦେଖାଉଥାନ୍ତି। ନିକଟରେ ଥିବା କୃଷ୍ଣ ଇସାରା ବୁଝିପାରି ତାଙ୍କ ନିକଟକୁ ଗଲେ ଓ ପଚାରିଲେ କଣ କହିବାକୁ ଚାହୁଁଛ? ମହାମାନୀ […]

ଧର୍ମ

ମହାଭାରତରେ କୁନ୍ତି, ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କୁ ମିଳିଥିଲା ଏହିଭଳି ଭୟନକ ମରଣ…

ମହାଭାରତ ଯୁଦ୍ଧ ସମାପ୍ତି ପରେ ହସ୍ତିନାପୁରର ରାଜା ହେଲେ ଯୁଧିଷ୍ଠିର। ଏହାପରେ କୌରବଙ୍କ ପିତା ଧୃତରାଷ୍ଟ୍ର ଓ ତାଙ୍କ ପତ୍ନୀ ଗାନ୍ଧାରୀ ଏବଂ ପାଣ୍ଡବଙ୍କ ମାଆ କୁନ୍ତିଙ୍କ ସହ ଜଙ୍ଗଲକୁ ଚାଲିଯିବାକୁ ବାହାରିଥିଲେ। ଯୁଧଷ୍ଠିରଙ୍କ ଅନୁମତି ପାଇଁ ତିନିଜଣ ତାଙ୍କ ପାଖକୁ ଯାଇଥିଲେ । ହେଲେ ଯୁଧିଷ୍ଠିର ଓ ତାଙ୍କ ଭାଇମାନେ ଜଙ୍ଗଲ ନଯିବା ପାଇଁ ତାଙ୍କୁ ଅନୁରୋଧ କରିଥିଲେ। କିନ୍ତୁ କୌରବଙ୍କ ପତି ଧୃତରାଷ୍ଟ୍ରଙ୍କ ପ୍ରତି ଭୀମ ନିଜର ରାଗକୁ ଅଧିକ ସମୟ ପର୍ଯ୍ୟନ୍ତ ନିୟନ୍ତ୍ରଣ […]

ଧର୍ମ

ଜାଣନ୍ତୁ ଭାରତରେ କେଉଁ କେଉଁ ସ୍ଥାନରେ ଥିଲା ଶ୍ରୀ ରାମଙ୍କ ଦୁଇ ଜମଜ ପୁତ୍ର ଲବ ଓ କୁଶଙ୍କ ରାଜ୍ୟ

ଲବ ଓ କୁଶ ଶ୍ରୀରାମ ଓ ମାତା ସୀତାଙ୍କ ଜମଜ ପୁତ୍ର ଥିଲେ। କୁହାଯାଏ ଶ୍ରୀରାମ ବାନପ୍ରସ୍ଥ ପ୍ରସ୍ଥାନ ନିମନ୍ତେ ଭରତଙ୍କୁ ରାଜ୍ୟାଭିଷେକ କରିବାକୁ ଚାହିଁଥିଲେ। ହେଲେ ସେ ଏଥିରେ ସହମତ ହୋଇନଥିଲେ। ଏଣୁ ଦକ୍ଷିଣ କୋଶଳ ପ୍ରଦେଶ(ଛତିସଗଡ)ରେ କୁଶ ଏବଂ ଉତ୍ତର କୋଶଳ ପ୍ରଦେଶରେ ଲବଙ୍କୁ ଅଭିଷେକ କରାଯାଇଥିଲା। ତେବେ ଏହା ଏବେବି ଗବେଷଣାର ବିଷୟ ହୋଇ ରହିଛି। କାଳିଦାସ କୃତ ରଘୁବଂଶ ଅନୁସାରେ ରାମଚନ୍ଦ୍ର କୁଶଙ୍କୁ ଦକ୍ଷିଣ କୋଶଳ କୁଶସ୍ଥଳୀ ବା କୁଶାବତୀ ସହ […]

କଳା ଓ ସଂସ୍କୃତି ଧର୍ମ

ଭାରତର ଏହି ରାଜ୍ୟରେ ଭୀମଙ୍କ ପତ୍ନୀ ହିଡ଼ିମ୍ବାଙ୍କ ବଂଶଧର ଏବେ ବି ଅଛନ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର…

ମହାଭାରତ ସଂପର୍କିତ କିଛି କଥା ଆପଣ ନିଶ୍ଚିତ ଜାଣିଥିବେ। ପାଣ୍ଡବମାନେ କିଏ? କୌରବମାନେ କିଏ ? ମହାଭାରତ ଯୁଦ୍ଧରେ କିଏ ବିଜୟ ହାସଲ କରିଥିଲେ ? ଏହିଭଳି ଅନେକ କଥା ଆପଣ ଜାଣିଥିବେ ।ହେଲେ ମହାଭାରତର ସବୁଠୁ ମହାବଳି ଓ ଶକ୍ତିଶାଳୀ ଭୀମଙ୍କ ରାକ୍ଷାସୀ ପତ୍ନୀ ହିଡ଼ିମ୍ବାଙ୍କ ବଂଶଧର ଏବେ ଅଛନ୍ତି ଏକଥା ଜାଣିନଥିବେ। ଆସନ୍ତୁ ଜାଣିବା ହିଡ଼ିମ୍ବା ରାକ୍ଷାସୀଙ୍କ ରହୁଥିବା ରାଜ୍ୟ ସଂପର୍କରେ ହିଡ଼ିମ୍ବା ରାକ୍ଷାସୀଙ୍କ ବଂଶଧର ରହୁଥିବା ସ୍ଥାନର ନାଁ ନାଗାଲାଣ୍ଡ।ପୂର୍ବରୁ ଏହି ସ୍ଥାନର […]

ଧର୍ମ

ଶାରୀରିକ ସମ୍ପର୍କ କରେନି ମୟୁର, ତଥାପି ବି ହେଉଛି ବଂଶ ବିସ୍ତାର, ଜାଣନ୍ତୁ କିପରି

ମୟୁର ଆମର ଜାତୀୟ ପକ୍ଷୀ ଦେଖିବାକୁ ବି ଖୁବ୍ ସୁନ୍ଦର। ମୟୁର ବିଷୟରେ ସମସ୍ତେ ଜାଣନ୍ତି। ତେବେ ଏପରି କିଛି କଥା ଅଛି ଜାହା ଆପଣ ନିଜେ ବି ଜାଣି ନଥିବେ। ମୟୁର ଏକ ବ୍ରହ୍ମଚାରୀ ପକ୍ଷୀ। ଏଣୁ ଏହାର ପୁଛରେ ଭଗବାନ ଶ୍ରୀକୃଷ୍ଣଙ୍କର ମଧ୍ୟ ଶ୍ରଦ୍ଧା ରହିଛି। ଶ୍ରୀକୃଷ୍ଣ ତାଙ୍କ ମୁଣ୍ଡରେ ମୟୁର ଚନ୍ଦ୍ରିକା ଲଗାନ୍ତି। ଏହି କାରଣରୁ ମୟୁର ପୁଛାରେ ଠାକୁରଙ୍କୁ ବିଞ୍ଚା ଯାଏ। ସାଧୁ ସନ୍ଥ ମଧ୍ୟ ମୟୁରର ପୁଛ ବ୍ୟବାହର କରିଥାନ୍ତି। […]

କଳା ଓ ସଂସ୍କୃତି ଧର୍ମ

ଦ୍ରୌପଦୀଙ୍କ ଜୀବନର ଏହି ଗୋଟେ ସତ କଥା ଜାଣିବା ପରେ ପାଣ୍ଡବମାନେ ହୋଇଯାଇଥିଲେ ବିଚଳିତ, ସମ୍ପୂର୍ଣ୍ଣ ଘଟଣା ଜାଣନ୍ତୁ

ମହାଭାରତ ବିଷୟ ବସ୍ତୁରୁ ଆମକୁ ବହୁତ କିଛି ଶିଖିବାକୁ ମିଳିଥାଏ। ଦ୍ରୌପଦୀଙ୍କ ପାଇଁ ମହଭାରତ ଯୁଦ୍ଧ ହୋଇଥିଲା। ଦ୍ରୌପଦୀଙ୍କର ପାଞ୍ଚଜଣ ସ୍ବାମୀ ଥିଲେ। ଜୀବନର ଅନ୍ତିମ ସମୟରେ ଦ୍ରୌପଦୀ ଏମିତି ଏକ କଥା କହିଥିଲେ, ଯାହାକୁ ଶୁଣି ପାଣ୍ଡବମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯୁଧିଷ୍ଠିର ରାଜମହଲ ଛାଡିବା ପରେ ପାଞ୍ଚ ଭାଇ ଓ ଦ୍ରୌପଦୀ ଜଙ୍ଗଲକୁ ଚାଲି ଯାଇଥିଲେ। ସେଠାରେ କୁଢ଼ିଆ ତିଆରି କରି ସେଥିରେ ରହୁଥିଲେ। ଥରେ ଦ୍ରୌପଦୀଙ୍କୁ ଜୋର୍ରେ ଭୋକ ଲାଗିବାରୁ ପାଖରେ ଥିବା ଜାମୁ […]

କଳା ଓ ସଂସ୍କୃତି ଧର୍ମ

ମହାଭାରତ ସମୟରେ ଭାରତରେ ଥିଲା ଏହିସବୁ ସହର, ଏବେ କେଉଁ ନାଁ ଜାଣନ୍ତି ଆପଣ

ମହାଭାରତ ହିନ୍ଦୁମାନଙ୍କର ଏକ ମୁଖ୍ୟ ଗ୍ରନ୍ଥ। ଏହି ପବିତ୍ର ଗ୍ରନ୍ଥରେ ବିଭିନ୍ନ ପ୍ରକାର ଧାର୍ମିକ କଥା ବର୍ଣ୍ଣନା କରାଯାଇଛି। ଏହି କାବ୍ୟଗ୍ରନ୍ଥ ଭାରତର ଅନୁପମ ଧାର୍ମିକ, ପୌରାଣିକ, ଇତିହାସ ଓ ଦାର୍ଶନିକ ଗ୍ରନ୍ଥ ବୋଲି କୁହାଯାଏ। ମହାଭାରତ ହେଉଛି ହିନ୍ଦୁମାନଙ୍କର ସର୍ବଶ୍ରେଷ୍ଠ ଗ୍ରନ୍ଥ । ଏହି ଗ୍ରନ୍ଥକୁ ହିନ୍ଦୁ ଧର୍ମରେ ପଞ୍ଚମ ବେଦ ବୋଲି ମଧ୍ୟ କୁହାଯାଏ। ଭାରତରେ ଥିବା କିଛି ସହର ମହାଭାରତ ସମୟରେ ମଧ୍ୟ ଥିଲା। ଏହି ସହରର ନାଁ ମଧ୍ୟ ଅଲଗା ଥିଲା। […]

କଳା ଓ ସଂସ୍କୃତି ଧର୍ମ

ଦୁର୍ଯ୍ୟୋଧନଙ୍କ କନ୍ୟା ସହ ଶ୍ରୀକୃଷ୍ଣ କାହିଁକି ନିଜ ପୁଅର ବିବାହ କରିଥିଲେ ଜାଣନ୍ତୁ …

ମହାଭାରତର କେତେକ ଉପକଥା ସମ୍ପର୍କରେ ଆମର ଧାରଣା ନଥାଏ । କିନ୍ତୁ ଏହି ସବୁ ଉପକଥା ବେଶ ରୋଚକ ହୋଇଥାଏ । ସେମିତି ଏକ ରୋଚକ କାହାଣୀ ହେଉଛି ଶ୍ରୀକୃଷ୍ଣଙ୍କ ପୁଅ ଓ ଦୁର୍ଯ୍ୟୋଧନଙ୍କ ଝିଅର ବିବାହ । ସମସ୍ତେ ଜାଣନ୍ତି ଶ୍ରୀକୃଷ୍ଣ ଓ ଦୁର୍ଯ୍ୟୋଧନଙ୍କ ମଧ୍ୟରେ କେବେ ବି ଭଲ ସମ୍ପର୍କ ନଥିଲା । କୃଷ୍ଣ ପାଣ୍ଡବଙ୍କ ହିତୈଷୀ ହୋଇଥିବାରୁ ଶ୍ରୀକୃଷ୍ଣଙ୍କୁ ଦୁର୍ଯ୍ୟୋଧନ ଶତ୍ରୁ ବୋଲି ବିବେଚନା କରୁଥିଲେ । ସେହିଭଳି ଅଧର୍ମ ପଥରେ ଦୁର୍ଯ୍ୟୋଧନ […]

କଳା ଓ ସଂସ୍କୃତି ଧର୍ମ

ରାଧାକୃଷ୍ଣଙ୍କ ସମ୍ପର୍କରେ ଜାଣନ୍ତୁ ୧୬ଟି ରୋଚକ କଥା

ରକ୍ଷାବନ୍ଧନର ୮ ଦିନ ପରେ ପାଳିତ ହୁଏ ଜନ୍ମାଷ୍ଟମୀ। କୃଷ୍ଣଙ୍କ ଜନ୍ମଲାଗି ସମସ୍ତେ ଉପବାସ ଓ ବ୍ରତ ପାଳନ କରନ୍ତି। ରାଧାକୃଷ୍ଣଙ୍କ ସମ୍ପର୍କିତ କଥା ଓ ଗାଥାରେ ଭାରତୀୟ ଓ ବିଶେଷ କରି ହିନ୍ଦୁ ଧର୍ମାଲମ୍ବୀଙ୍କ ମଧ୍ୟରେ ବେଶ ଋଚି ଥାଏ। ଏମିତିରେ ବି ଶ୍ରୀକୃଷ୍ଣ ଓ ରାଧରାଣୀଙ୍କ ପ୍ରେମ କାହାଣୀ ଶହଶହ ବର୍ଷରୁ ଲୋକଙ୍କୁ ଅଭିଭୂତ କରିରଖିଛି। ତେବେ ଆସନ୍ତୁ ଭଗବାନ ଶ୍ରୀକୃଷ୍ଣ ଓ ରାଧାଙ୍କ ସମ୍ପର୍କିତ କିଛି ଅଲୌକି ଘଟଣାବଳୀ ଉପରେ ଆଲୋଚନା କରିବା। […]

କଳା ଓ ସଂସ୍କୃତି ଧର୍ମ

ଲକ୍ଷ୍ମଣଙ୍କ ପତ୍ନୀ ଉର୍ମୀଳା ୧୪ବର୍ଷ ପର୍ଯ୍ୟନ୍ତ ଶୋଇରହିଥିଲେ, ଜାଣନ୍ତି କି ଏହାର କାରଣ କ’ଣ ?

ଭାରତ ଓ ସନାତନ ଧର୍ମ ହେଉଛି ପୌରାଣିକ ଶାସ୍ତ୍ର ଓ ପୁରାଣର ଭଣ୍ଡାର । ପୁରାଣ ଓ ଶାସ୍ତ୍ରରେ ମାନବ ସମାଜକୁ ଶୃଙ୍ଖଲିତ ଓ ସୁଖୀ କରିବା ପାଇଁ ଅନେକ ଉପାଦେୟ ବାର୍ତ୍ତା ରହିଛି । ଏଥିରେ ରହିଥିବା କାହାଣୀଗୁଡିକ ମଧ୍ୟ ମନୋରଞ୍ଜନ ଦୃଷ୍ଟି କୋଣରୁ ଅତ୍ୟନ୍ତ ଉଚ୍ଚକୋଟୀର । ପୌରାଣିକ ପଣ୍ଡିତ ମାନେ ୪ଯୁଗର ପରିକଳ୍ପନା କରିଛନ୍ତି । ସତ୍ୟ, ତ୍ରେତୟା , ଦ୍ବାପର ଏବଂ କଳିଯୁଗ । ବର୍ତ୍ତମାନ କଳିଯୁଗ ଚାଲିଥିବା କୁହାଯାଉଛି । […]