ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

ଭଙ୍ଗା ହାତରେ ଦିଲ୍ଲୀରେ ଚା’ ଷ୍ଟଲ ଚଳାଉ ଥିଲେ ବୃଦ୍ଧ ଦମ୍ପତ୍ତି; ଭିଡିଓ ଭାଇରାଲ ହେଲା ପରେ ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଜରିଆରେ ସା‌ଧାରଣ ମଣିଷଟିଏ ରାତାରାତି ଷ୍ଟାର ପାଲଟି ଯିବାର ଅନେକ ଘଟଣା ସାମ୍ନାକୁ ଆସିଛି। ଏହି କ୍ରମରେ ୭୦ବର୍ଷ ବୟସରେ ଭଙ୍ଗା ହାତରେ ଦିଲ୍ଲୀରେ ଏକ ଚା ଷ୍ଟଲ୍ ଚଳାଉଥିବା ବାବାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ପାଖକୁ ସାହାଯ୍ୟର ସୁଅ ଛୁଟିବାରେ ଲାଗିଛି। ଦ୍ୱାରକାର ବାବାଙ୍କ କାହାଣୀ ଲୋକମାନଙ୍କ ହୃଦୟକୁ ସ୍ପର୍ଶ କରିଥିଲା। ଏହାପରେ ଲୋକମାନେ ବୃଦ୍ଧଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି। @ ଫୁଡିଭିଶାଲ ନାମକ […]

ଦେଶ ବିଦେଶ ମନୋରଞ୍ଜନ

ଦ୍ବିତୀୟ ଥର ଲାଗି ଏହି ଲୋକପ୍ରିୟ ନିର୍ଦେଶକଙ୍କ ସିନେମାରେ ନାୟିକା ବନିଲେ ଏଲିନା

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟିକା ଏଲିନା ଏବେ ପୁଣି ଏକ ସିନେମାରେ କାମ କରୁଥିବାର ଜଣାଯାଇଛି। ଏହି ସିନେମାର ଶୀର୍ଷକ ରହିଛି ‘ପାପ’। ଏହି ଓଡ଼ିଆ ସିନେମାର ନିର୍ଦେଶନା ଦେଉଛନ୍ତି ଓଲିଉଡର ଲୋକପ୍ରିୟ ନିର୍ଦେଶକ ଅଶୋକ ପତି। ଦ୍ବିତୀୟ ଥର ଲାଗି ଅଶୋକଙ୍କ ସହ କାମ କରୁଛନ୍ତି ଏଲିନା। ଏହାପୂର୍ବରୁ ଏଲିନା ଅଶୋକ ପତିଙ୍କ ନିର୍ଦେଶିତ ‘ଲଭ୍ ଷ୍ଟେସନ୍’ ରେ କାମ କରିଥିଲେ, ଯେଉଁଥିରେ ସେ ଜନପ୍ରିୟ ନାୟକ ବାବୁସାନଙ୍କ ବିପକ୍ଷରେ ନଜର ଆସିଥିଲେ । ‘ପାପ’ର […]

ଦେଶ ବିଦେଶ ରାଜନୀତି ସ୍ୱାସ୍ଥ୍ୟ

ରାଜ୍ୟରେ ଜୋର ଧରିଲା ଟିକା ରାଜନୀତି

ମୋଦୀ କହିଛନ୍ତି ସମସ୍ତଙ୍କୁ ମାଗଣା ଟିକା ଦିଆଯିବ: ପ୍ରତାପ ଷଡ଼ଙ୍ଗୀ ଏଭଳି ଟିକା ସବୁ ମାଗଣାରେ ହିଁ ଦିଆଯାଇଥାଏ, ନୂଆ କ’ଣ: ନିରଞ୍ଜନ ଭୁବନେଶ୍ୱର : ଟିକା ନେଇ ଓଡ଼ିଶା ରାଜନୀତିରେ ଶାସକ ବିଜେଡି- ବିଜେପି ମଧ୍ୟରେ ଚାଲିଥିବା ବାକ୍‌ଯୁଦ୍ଧ ଆଜି ନୂଆ ମୋଡ ନେଇଛି। ଆଜି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏହି ପ୍ରସଙ୍ଗରେ ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ଼ ବୟାନ ରଖିଛନ୍ତି। କହିଛନ୍ତି ଯେ କେବଳ ବିହାର ନୁହେଁ, ସାରା ଦେଶରେ ମାଗଣାରେ କରୋନା […]

ଖେଳ ଦେଶ ବିଦେଶ

କୋଲକାତାକୁ ତଳକୁ ଟାଣିଲା ପଞ୍ଜାବ

ସାରଜା: କୋଲ୍‌କାତା ନାଇଟ୍ ରାଇଡର୍ସକୁ ତଳକୁ ଟାଣି କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ପ୍ଲେ ଅଫ୍‌ ଦୌଡ଼ରେ ସାମିଲ ହୋଇଯାଇଛି। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ପରେ ମନଦୀପ ଓ କ୍ରିସ୍ ଗେଲଙ୍କ ଅର୍ଧଶତକ ବଳରେ ପଞ୍ଜାବ ସୋମବାର ୮ ୱିକେଟରେ କେକେଆର୍‌କୁ ହରାଇ ଲଗାତାର ପଞ୍ଚମ ବିଜୟ ସହ ପଞ୍ଚମ ସ୍ଥାନରୁ ଚତୁର୍ଥକୁ ଉଠିଛି। କେକେଆର୍‌ ଚତୁର୍ଥରୁ ପଞ୍ଚମକୁ ଖସିଛି। ଖରାପ ନେଟ୍ ରନ୍ ରେଟ୍‌ ମଧ୍ୟ କେକେଆର୍‌କୁ ଶକ୍ତ ଝଟକା ଦେବାର ବିପଦ ଆଣିଛି। ୨୫ ବଲରୁ […]

ଖେଳ ଦେଶ ବିଦେଶ

ତୁଟିଲା ୧୦ ଋତୁର ଧାରା, ପ୍ରଥମ ଥର ପ୍ଲେ ଅଫ୍‌ରୁ ବାଦ୍ ପଡିଲା ଚେନ୍ନାଇ

ଆବୁଧାବି: ରବିବାରର ରାତି ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଚାରି ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିବା ପରେ ଚଳିତ ଆଇପିଏଲ୍‌ର ପ୍ଲେ ଅଫ୍ ଦୌଡ଼ରୁ ପ୍ରଥମ ଥର ପାଇଁ ତିନି ଥର ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ ବାଦ ପଡ଼ିଛି। ପ୍ଲେ ଅଫ୍ ଦୌଡ଼ରୁ ବାଦ ପଡ଼ିବାରେ ଚେନ୍ନାଇ ବି ଚଳିତ ଋତୁର ପ୍ରଥମ ଦଳ ହୋଇଛି। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ଚେନ୍ନାଇ ପ୍ରଥମ ଥର ପାଇଁ ଏଭଳି ପରିସ୍ଥିତିର ପଡ଼ିଛି। ୨୦୦୮ ମସିହାରୁ ୨୦୧୯ […]

କଳା ଓ ସଂସ୍କୃତି ଧର୍ମ

ମୂର୍ତ୍ତି ବିସର୍ଜନରେ ବି ୭ଜଣ, ବିସର୍ଜନ ପାଇଁ ଶୋଭାଯାତ୍ରା ହେବନି

ଭୁବନେଶ୍ୱର : ମଣ୍ଡପରେ ପୂଜା ବେଳେ ଯେପରି ସର୍ବାଧିକ ୭ଜଣ ରହିପାରିବେ ବୋଲି ଅନୁମତି ମିଳିଥିଲା, ବିସର୍ଜନ ପାଇଁ ମଧ୍ୟ ୭ଜଣଙ୍କୁ ଅନୁମତି ମିଳିଛି। ଗୋଟିଏ ପୂଜା କମିଟିର ୭ଜଣ ସଦସ୍ୟ ମା’ଙ୍କ ପ୍ରତିମୂର୍ତ୍ତି ବିସର୍ଜନ କରିବାକୁ ନେବେ। ଏନେଇ କମିସନରେଟ୍ ପୁଲିସ ଓ ବିଏମ୍‌ସି ପକ୍ଷରୁ ସବୁ ପୂଜା କମିଟିକୁ ଜଣାଇ ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ପୂଜା କମିଟିଗୁଡ଼ିକ ମା’ଙ୍କ ପ୍ରତିମୂର୍ତ୍ତିକୁ କେଉଁଠି ବିସର୍ଜନ କରିବେ, ସେନେଇ ସ୍ଥାନୀୟ ଥାନାକୁ ଜଣାଇବେ। ମା’ଙ୍କ ମୃଣ୍ମୟୀ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

୧୨୪୭ ନୂଆ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୩ହଜାର ୯୪୨କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୧୨୪୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୭୨୯ ଓ ସ୍ଥାନୀୟ ଅଞ୍ଚଳରୁ ୫୧୮ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୩ହଜାର ୯୪୨କୁ ବୃଦ୍ଧି ପାଇଛି। ୨୯ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ […]

ଦେଶ ବିଦେଶ ମନୋରଞ୍ଜନ

ଅଭିନେତ୍ରୀ ମାଲଭି ମାଲହୋତ୍ରାଙ୍କୁ ପ୍ରାଣଘାତୀ ଆକ୍ରମଣ : ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ ୨୭/୧୦: କେତେକ ହିନ୍ଦୀ ଫିଲ୍ମ ଏବଂ ଟିଭି ଧାରାବାହିକରେ କାମ କରିଥିବା ଅଭିନେତ୍ରୀ ମାଲଭି ମାଲହୋତ୍ରାଙ୍କୁ ପ୍ରାଣଘାତୀ ଆକ୍ରମଣ ହୋଇଛି। ଆକ୍ରମଣ ପରେ ମାଲଭି ମାଲହୋତ୍ରାଙ୍କ ମୁମ୍ବାଇର କୋକିଳାବେନ ଅମ୍ବାନି ହସ୍ପିଟାଲରେ ଚିକିତ୍ସା ଚାଲିଛି। ଗତକାଲି ରାତିରେ ମାଲଭି ମାଲହୋତ୍ରାଙ୍କ ଜଣେ ପୁରୁଣା ବନ୍ଧୁ ତାଙ୍କ ଶରୀରକୁ ୩ଥର ଛୁରୀରେ ଆକ୍ରମଣ କରିଛନ୍ତି। ଏହି ମାମଲାକୁ ନେଇ ମୁମ୍ବାଇର ଭର୍ସୋଭା ପୋଲିସ୍ ଥାନାରେ ମାମଲା ରୁଜୁ କରାଯାଇଛି। ବର୍ତ୍ତମାନ ଚିକିତ୍ସା ପରେ ଅଭିନେତ୍ରୀଙ୍କ ଅବସ୍ଥାରେ ସୁଧାର […]

ଦେଶ ବିଦେଶ ମନୋରଞ୍ଜନ

ଗୁଜରାଟୀ ଫିଲ୍ମର ସୁପରଷ୍ଟାର ନରେଶ କନୋଡ଼ିଆଙ୍କ ପରଲୋକ : କରୋନାରେ ହୋଇଥିଲେ ସଂକ୍ରମିତ

ଅହମଦାବାଦ ୨୭/୧୦: ଗୁଜରାଟୀ ଫିଲ୍ମର ସୁପରଷ୍ଟାର ନରେଶ କନୋଡ଼ିଆଙ୍କ କରୋନାରେ ପରଲୋକ ହୋଇଯାଇଛି। ସେ ୪ଦିନ ହେବ ହସ୍ପିଟାଲରେ ଆଡମିଟ ଥିଲେ ଏବଂ ତାଙ୍କର ଅହମଦାବାଦର ୟୁଏନ୍ ମେହତା ଇନଷ୍ଟଚ୍ୟୁଟରେ ଚିକିତ୍ସା ଚାଲିଥିଲା। ତାଙ୍କର ୭୭ବର୍ଷ ବୟସରେ ପରଲୋକ ହୋଇଯାଇଛି। ତାଙ୍କ ପରଲୋକରେ ଗୁଜରାଟୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ନରେଶ ଗୁଜରାଟୀ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଥିଲେ ଏବଂ ତାଙ୍କର ଆଜି ବି ଅନେକ ପ୍ରଶଂସକ ଅଛନ୍ତି। ଅଭିନେତା ନରେଶ କନୋଡ଼ିଆଙ୍କୁ ଗୁଜରାଟୀ ଫିଲ୍ମ […]

ଖେଳ ଦେଶ ବିଦେଶ

IPL 2020 : ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିପାରେ ଝଟ୍‌କା , ଆଗାମୀ ମ୍ୟାଚ୍‌ଗୁଡିକରେ ରୋହିତ ଶର୍ମାଙ୍କ ଖେଳିବା ନେଇ ସସ୍‌ପେନ୍ସ !

ନୂଆଦିଲ୍ଲୀ ୨୭।୧୦: ଆଇପିଏଲ୍‌ (IPL) ୨୦୨୦ର ଲିଗ୍‌ ମୁକାବିଲ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିପାଇଁ ସବୁ ଟିମ୍‌ ସବୁ ନିଜ ନିଜ ସମସ୍ତ ସାମର୍ଥ୍ୟ ଦେଖାଇବାରେ ଲାଗିପଡିଲେଣି । କିନ୍ତୁ ଏସବୁ ଭିତରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଭଲ ଖବର ଆସିନାହିଁ , ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ଆଘାତ ଲାଗିଛି । ଆଇପିଏଲ୍‌ରେ ଆଗାମୀ ମ୍ୟାଚ୍‌ ଖେଳିବା ନେଇ ସସ୍‌ପେନ୍ସ ଜାରି ରହିଛି । ରୋହିତଙ୍କ ଆଘାତ ନେଇ ବିସିସିଆଇ, ତାଙ୍କୁ ଆଗାମୀ ଅଷ୍ଟ୍ରେଲିଆ […]