ରାପିନେ-ବାର୍ଡଙ୍କ ନିର୍ବନ୍ଧ
ନ୍ୟୁୟର୍କ: ଦୁଇ ଥର ଫୁଟ୍ବଲ୍ ବିଶ୍ବକପ୍ ବିଜୟିନୀ ମେଗାନ ରାପିନେ ଓ ୧୧ ଥର ଡବ୍ଲ୍ୟୁଏନବିଏ ଅଲଷ୍ଟାର ତାରକା ସୁ ବାର୍ଡଙ୍କର ନିର୍ବନ୍ଧ ଶେଷ ହୋଇଛି। ଉଭୟ ନିଜ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ଫଟୋ ପ୍ରକାଶ କରି ଏହି ସୂଚନା ଦେଇଛନ୍ତି। ଚାରିଥର ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜୟିନୀ ୪୦ ବର୍ଷୀୟା ବାର୍ଡ ଚଳିତ ମାସ ପ୍ରାରମ୍ଭରେ ନିଜ ଚତୁର୍ଥ ଡବ୍ଲ୍ୟୁଏନବିଏ ଟ୍ରଫି ଜିତିଥିଲେ। ୨୦୧୯ ମସିହାରେ ସମ୍ମାନଜନକ ବାଲନ ଡି’ଓର ପୁରସ୍କାର ଜିତିଥିବା ରାପିନେ ଗତବର୍ଷ ହିଁ […]