ଏହି ସବୁ କାରଣ ପାଇଁ ବିଗୁଡ଼ୁଛି ଶରୀରର ହରମୋନ୍ ସନ୍ତୁଳନ, ଖାଦ୍ୟର ଭୂମିକା ରହିଛି ଖାସ୍
ଭୁବନେଶ୍ବର ୧୨/୧୧: ଆପଣ କେଉଁ ଖାଦ୍ୟ ଗ୍ରହଣ କରୁଛନ୍ତି ? ଆଜିର ଦିନରେ ଏହା ଏକ ବଡ଼ ପ୍ରଶ୍ନ। କାରଣ କେଉଁ ପ୍ରକାର ଖାଦ୍ୟ ଖାଇବା ଦ୍ବାରା ଶରୀର ସୁସ୍ଥ ରହିପାରିବ ତାହା ଜାଣିବା ଗୁରୁତ୍ବପୂର୍ଣ୍ଣ । ଆଧୁନିକ ଯୁଗରେ ନୂଆ ନୂଆ ରୋଗର ଆବିର୍ଭାବ ଲୋକଙ୍କ ପାଇଁ ଚିନ୍ତା ବଢ଼ାଇଛି। ତେଣୁ ବଡ଼ ବଡ଼ ରୋଗରୁ ବର୍ତ୍ତିବା ସହ ଶରୀରକୁ ସୁସ୍ଥ ରଖିବା ପାଇଁ ଲୋକେ ଏବେ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବାକୁ ପସନ୍ଦ କରୁଛନ୍ତି। […]