ଖେଳ ଦେଶ ବିଦେଶ

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିବା ରାତ୍ର ଟେଷ୍ଟ ପାଇଁ ପ୍ରସ୍ତୁତି କରୁଛି ସିଏ, ଆଡିଲେଡରେ କରୋନା ସଂକ୍ରମଣ ବଢୁଥିବାରୁ କ୍ରିକେଟ ଅଷ୍ଟ୍ରେଲିଆର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ

ନୂଆଦିଲ୍ଲୀ ୧୭/୧୧ : ଆଡିଲେଡରେ କରୋନା ସଂକ୍ରମଣର ଦ୍ବିତୀୟ ଲହରୀ ଆରମ୍ଭ ହୋଇଯାଇଛି । ତେବେ ଭାରତ-ଅଷ୍ଟେ୍ରଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ଖେଳାଯିବା କି ନାହିଁ ସେ ନେଇ ଆଶଙ୍କା ଦେଖାଦେଇଛି । ଏହାରି ଭିତରେ କ୍ରିକେଟର ଅଷ୍ଟେ୍ରଲିଆ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛି । କରୋନା ମହାମାରୀ ଚାଲିଥିଲେ ସୁଦ୍ଧା ଭାରତ ଏବଂ ଅଷ୍ଟେ୍ରଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଆଡିଲେଡରେ ହିଁ ଖେଳାଯିବ ବୋଲି କ୍ରିକେଟ ଅଷ୍ଟେ୍ରଲିଆ ସ୍ପଷ୍ଟ କରିଛି । ଏହି ମ୍ୟାଚ […]

ଖେଳ ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

ସଡ଼କ ଦୁର୍ଘଟଣାରେ ପ୍ରସିଦ୍ଧ ଅନ୍ତର୍ଜାତୀୟ ମାର୍ଶାଲ୍ ଆର୍ଟ ଖେଳାଳୀ ଜୋବନପ୍ରୀତ ସିଂହଙ୍କ ପରଲୋକ

କପୁରଥଲା ୧୭/୧୧: ପଞ୍ଜାବର କପୁରଥଲାରେ ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ଅନ୍ତର୍ଜାତୀୟ ମାର୍ଶାଲ୍ ଆର୍ଟ ଖେଳାଳି ଜୋବନପ୍ରୀତ ସିଂହଙ୍କ ମୃତ୍ୟୁ ହୋଇଯାଇଛି। ତାଙ୍କୁ ମାତ୍ର ୧୫ବର୍ଷ ହୋଇଥିଲା। ୨ବର୍ଷ ତଳେ ସେ ମସ୍କୋରେ ଆୟୋଜିତ ୟୁନିଫାଇଡ ମାର୍ଶାଲ୍ ଆର୍ଟର ଓ୍ବାର୍ଲଡ ଚାମ୍ପିଅନଶିପରେ ରୌପ୍ୟ ପଦକ ଜିତିଥିଲେ। ଏହି ଦୁର୍ଘଟଣାରେ ତାଙ୍କ ବନ୍ଧୁଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି। ଅର୍ବାନ୍ ଏଷ୍ଟେଟ୍ ବାସିନ୍ଦା ରାଜବିନ୍ଦର ସିଂହ(୨୫) ଏବଂ ଗ୍ରୀନ୍ ଆଭେନ୍ୟୁ ର୍ବାସିନ୍ଦା ଜୋବନପ୍ରୀତ ସିଂହ(୧୫) ଦୁହେଁ ଭଲ ବନ୍ଧୁ ଥିଲେ। […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଅନାଥ ଆଶ୍ରମ ବାହାରୁ ଅଢେଇ ମାସର ଶିଶୁ ଉଦ୍ଧାର, ପାଖରେ ଥିଲା କ୍ଷୀର ବୋତଲ: କମ୍ବଳରେ ଗୁଡେଇ କେହି ଜଣେ ଛାଡି ଯାଇଥିଲା

ପଲବଲ ୧୭/୧୧ : ହରିୟାଣା ପଲବଲ ଜିଲ୍ଲାରୁ ଏକ ଅମାନବୀୟ ମାମଲା ସାମ୍ନାକୁ ଆସିଛି। ଛୋଟ ଦୀପାବଳି ଦିନ ଗୋଟିଏ ପରିବାର ଅଢେଇ ମାସର ଶିଶୁକୁ ଅନାଥ ଆଶ୍ରମ ଦ୍ୱାରମୁହାରେ ଛାଡି ଚାଲିଗଲା। ଘଟଣା ପଲବଲ ଜିଲ୍ଲା ବଘୌଲା ଗାଁ ସ୍ଥିତ ଅନାଥ ଆଶ୍ରମର। ଶୁକ୍ରବାର ଦିନ ଏକ ଶିଶୁ କମ୍ବଳରେ ଗୁଡା ହୋଇ ଶୁଆଇ ଦିଆଯାଇଥିବା ଆଶ୍ରମ ବାହାରେ ଖେଳୁଥିବା ଏକ ଶିଶୁ ଦେଖିଥିଲା। ଶିଶୁ ପାଖରେ କ୍ଷୀର ବୋତଲ ମଧ୍ୟ ଥିଲା। ଏହା ଦେଖି […]

ଖେଳ ଦେଶ ବିଦେଶ

ମାମୁଁଙ୍କ ସାମନାରେ ପରଫର୍ମ କରିବାକୁ ମନା କଲେ କୃଷ୍ଣା ଅଭିଷେକ : କହିଲେ ‘ଏଥର ମୁଁ ମନା କଲି’

ମୁମ୍ବାଇ ୧୬/୧୧: କମେଡ଼ିଆନ୍ କୃଷ୍ଣା ଅଭିଷେକ ଏବଂ ତାଙ୍କ ମାମୁଁ ଗୋବିନ୍ଦାଙ୍କ ମଧ୍ୟରେ ଦୀର୍ଘ ଦିନରୁ ବିବାଦ ଚାଲୁଛି।କିଛି ଦିନ ତଳେ ଗୋବିନ୍ଦା ‘ଦ କପିଳ ଶର୍ମା ଶୋ’ରେ ପହଞ୍ଚିଥିଲେ।ଏଠାରେ ସେ ଦୀପାବଳି ସ୍ପେଶାଲ୍ ଏପିସୋଡରେ ଭାଗ ନେଇଥିଲେ। କିନ୍ତୁ ଏହି ଏପିସୋଡରେ ତାଙ୍କ ଭଣଜା ଏବଂ ଶୋରେ ସପ୍ନା ହୋଇ ଲୋକଙ୍କୁ ହସାଉଥିବା କୃଷ୍ଣା ଅଭିଷେକ ନଜର ଆସି ନଥିଲେ। ଏହାକୁ ନେଇ ଏବେ କୃଷ୍ଣା ପ୍ରତିକ୍ରିୟା ରଖିଛନ୍ତି। ବମ୍ବେ ଟାଇମ୍ସ ସହ ସାକ୍ଷାତକାରରେ କୃଷ୍ଣା […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଏସବିଆଇ ଦେଉଛି ସବୁଠୁ ଶସ୍ତାରେ ହୋମ ଲୋନ୍ ! ପ୍ରୋସେସିଙ୍ଗ ଫି ସଂପୂର୍ଣ୍ଣ ଛାଡ

ନୂଆଦିଲ୍ଲୀ ୧୬।୧୧: ଘର କିଣିବାକୁ ଯୋଜନା କରୁଥିବା ଲୋକଙ୍କ ଖୁସି ଖବର। ଦେଶର ସବୁଠୁ ବଡ ବ୍ୟାଙ୍କ ଏସବିଆଇ ନିଜ ଗ୍ରାହକଙ୍କ ପାଇଁ ନେଇ ଆସିଛି ଏକ ଖାସ୍‌ ଅଫର। ପାର୍ବଣ ଋତୁରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନିଜର ଗ୍ରାହକଙ୍କୁ ଆକର୍ଷକ ଡିଲ୍ସ ଓ ଅଫର ଦେଉଛି। ହୋମ ଲୋନ ଦରରେ ଏସବିଆଇ ୦.୨୫ ପ୍ରତିଶତ ରିହାତି ଦେବା ସହିତ ପ୍ରୋସେସିଙ୍ଗ ଫି ସଂପୂର୍ଣ୍ଣ ଛାଡ କରିଛି। ତେଣୁ ଘର କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଏହାର […]

ଖେଳ ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ପାଣି ଭିତରେ ରେକର୍ଡ କଲେ ସ୍କୁବା ଡାଇଭର, ସମୁଦ୍ର ଗର୍ଭରେ ବିତାଇଲେ ୧୪୫ ଘଣ୍ଟା

ନୂଆଦିଲ୍ଲୀ ୧୬/୧୧: ଗଭୀର ପାଣି ଭିତରେ ୬ ଦିନ ରହିବାର ନୂଆ ବିଶ୍ବ ରେକର୍ଡ। ସମୂଦ୍ର ଭିତରେ ୧୪୫ ଘଣ୍ଟା ରହି ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସାମିଲ ହେବାକୁ ଯାଉଛନ୍ତି ଜଣେ ସ୍କୁବା ଡାଇଭର। ଇଜିପ୍ଟର ସ୍କୁବା ଡାଇଭର ୨୬ ବର୍ଷୀୟ ସଦାମ ଅଲ କିଲାନି ଏବେ ଏହି ବିରଳ ରେକର୍ଡର ଅଧିକାରୀ ହେବାକୁ ଯାଉଛନ୍ତି। ତେବେ ସଦାମଙ୍କ ସମସ୍ତ ଫଟୋ, ଭିଡିଓ, ଡକ୍ୟୁମେଣ୍ଟ ଗିନିଜ୍‌ ବୁକ୍‌ ଅଫ ରେକର୍ଡସକୁ ପଠାଯାଇଛି। ଏହାର ଯାଞ୍ଚ ପରେ […]

ଦେଶ ବିଦେଶ ମନୋରଞ୍ଜନ

ସୋନୁ ନିଗମଙ୍କ ବଡ଼ ବୟାନ, କହିଲେ- ‘ମୁଁ ଚାହେଁନି ମୋ ପୁଅ ଭାରତରେ ସିଙ୍ଗର ହେଉ’

ନୂଆଦିଲ୍ଲୀ ୧୬/୧୧: ପ୍ରତିଷ୍ଠିତ ସିଙ୍ଗର ସୋନୁ ନିଗମ ସବୁ ବେଳେ ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି। ପୁଣି ଥରେ ସେମିତି ଏକ ମନ୍ତବ୍ୟ ଦେଇ ଦର୍ଶକଙ୍କୁ ଚକିତ କରିଛନ୍ତି ସୋନୁ। ନିକଟରେ ସୋନୁ ନିଗମ ‘ଇଶ୍ବର କା ବୋ ସଚ୍ଚା ବନ୍ଦା’ ଗୀତ ରିଲିଜ୍‌ କରିଛନ୍ତି। ତେବେ ଏହି ଗୀତର ପ୍ରମୋସନ୍‌ ବେଳେ ସୋନୁ ଏମିତି କିଛି କହି ଦେଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଟାଇମ୍ସ ନାଓକୁ ଦେଇଥିବା ଇଣ୍ଟର ଭ୍ୟୁରେ ସୋନୁ କହିଛନ୍ତି […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ବଢିବ ମହଙ୍ଗା ଭତ୍ତା, ଆକଳନ କହୁଛି ଏହି ତାରିଖରୁ ଲାଗୁହେବ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ ୧୬।୧୧: ଚଳିତ ବର୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଚଳିତ ବର୍ଷ ମହଙ୍ଗା ଭତ୍ତା ବୃଦ୍ଧି ନକରିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ସରକାର ଆଗାମୀ ବର୍ଷ ଜୁଲାଇ ମାସରେ ବୃଦ୍ଧି କରିବାକୁ ବିଚାର କରିପାରନ୍ତି । ସୂତ୍ର ଅନୁସାରେ କେନ୍ଦ୍ର ସରକାର ଜୁଲାଇ ମାସରେ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିବା ପାଇଁ ବିଚାର କରୁଛନ୍ତି। ମାତ୍ର ଏ […]

କଳା ଓ ସଂସ୍କୃତି ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ମାଟି ତଳୁ ଆବିର୍ଭାବ ହେଲା ଶିବ ଲିଙ୍ଗ, ସ୍ବପ୍ନାଦେଶ ପରେ ମାଟି ଖୋଳିଥିଲେ ଗ୍ରାମବାସୀ

ଖଲ୍ଲିକୋଟ ୧୬।୧୧: ପବିତ୍ର କାର୍ତ୍ତିକ ମାସର ସୋମବାରରେ ଖଲ୍ଲିକୋଟ ଅଞ୍ଚଳରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି । ମାଟି ଖୋଳୁ ଖୋଳୁ ହଠାତ୍ ଶିବ ଲିଙ୍ଗ ଆବିର୍ଭାବ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଚନ୍ଦ୍ରପଦା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ପରିତ୍ୟକ୍ତ ଭାବେ ପଡିଥିବା ପଡିଆରୁ ଶିବ ଲିଙ୍ଗ ଆବିର୍ଭାବ ହୋଇଛନ୍ତି । ସୂଚନା ଅନୁସାରେ କିଛି ଦିନ ତଳେ ସେହି ଗ୍ରାମର ଅନନ୍ତ ପ୍ରଧାନଙ୍କୁ ସ୍ବପ୍ନାଦେଶ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ମନ୍ଦିର ଭିତରେ ପୂଜକଙ୍କ ରାସଲୀଳା : ମହିଳାଙ୍କୁ ଅସଦାଚରଣ କରି ଭିଡିଓ ଭାଇରାଲ୍, ଗିରଫ କଲା ପୁଲିସ, ମନ୍ଦିରରୁ ବିଦା

ଭୁବନେଶ୍ୱର : ମନ୍ଦିର ଭିତରେ ପୂଜକଙ୍କ ରାସଲୀଳା। ମହିଳାଙ୍କୁ ଅସଦାଚରଣର ଭିଡ଼ିଓ ତିଆରି କରିବା ସହ ଭାଇରାଲ୍ କରିବା ଘଟଣା ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଛି। ମନ୍ଦିର ଭିତରେ ପୂଜକଙ୍କର ଏପରି କଳା କାରନାମାକୁ ତୀବ୍ର ନିନ୍ଦା ସହ ସମାଲୋଚନା କରାଯାଇଛି। ମେଘେଶ୍ବର ମନ୍ଦିର ପରିସରରେ ଘଟିଥିବା ଏହି ଘଟଣାରେ ବଡ଼ଗଡ଼ ଥାନା ପୁଲିସ ପୂଜକ ଗଙ୍ଗାଧର ରଥଙ୍କୁ ଗିରଫ କରିଫ କରିଛି। ଅନ୍ୟପକ୍ଷରେ ପୁଲିସ କାର୍ଯ୍ୟାନୁଷ୍ଠାନର ଦୁଇଦିନ ପୂର୍ବରୁ ଭିଡ଼ିଓ ଭାଇରାଲ୍ ହେବା ପରେ ମନ୍ଦିର […]