ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଜମି ହଳ ହେଉଥିବା ସମୟରେ ବାହାରିଲା ସୁନା ଓ ରୁପା ମୁଦ୍ରା

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଶାମଲି ଜିଲ୍ଲାର ଏକ ଚାଷ ଜମି ଖନନ ସମୟରେ ସୁନା ଓ ରୂପା ମୁଦ୍ରା ବାହାରିଥିବା ଖବର ମିଳିଛି। ସୁନା ଓ ରୁପା ମୁଦ୍ରା ମିଳିବା ଖବର ପ୍ରଘଟ ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ସୂଚନାଯୋଗ୍ୟ, ଗତ ରବିବାର ଜେସିବି ଦ୍ବାରା ଜମି ହଳ ହେଉଥିବା ସମୟରେ ମୁଦ୍ରା ଆକୃତିର କିଛି ମାଟି ତଳୁ ବାହାରିଥିବା ଗ୍ରାମାବାସୀ ଦେଖିଥିଲେ। ଏହାପରେ ତାହାକୁ ସଠିକ ଭାବେ ଦେଖିଲା ବେଳକୁ ତାହା ସୁନା ଓ […]

ଖେଳ ଦେଶ ବିଦେଶ

ଟେଷ୍ଟ୍‌ ଅଭ୍ୟାସରେ ଟିମ୍ ଇଣ୍ଡିଆ, ଆଡିଲେଡ୍ ବଦଳାଇବାକୁ ‘ସିଏ’ ଅନିଚ୍ଛୁକ ସଂଗରୋଧରେ କୋହଲି କରୁଛନ୍ତି କ’ଣ

ସିଡ୍‌ନି: ଅଷ୍ଟ୍ରେଲିଆ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଭାରତୀୟ କ୍ରିକେଟ୍ ଦଳ ଦିନିକିଆ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ। ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବାକୁ ଥିବା ଦିନିକିଆ ଶୃଙ୍ଖଳାରୁ ହିଁ ଅଭିଯାନ ଆରମ୍ଭ କରିବ। କୋହଲି ବାହିନୀ କିନ୍ତୁ ଏବେ ଟେଷ୍ଟ୍ ଅଭ୍ୟାସ ଉପରେ ଅଧିକ ଗୁରୁତ୍ବ ଦେଉଛି। ମଙ୍ଗଳବାର ସିଡ୍‌ନିରେ ଭାରତୀୟ ଖେଳାଳିମାନେ ଲମ୍ବା ଫର୍ମାଟ୍‌ ଲାଗି ଉଭୟ ଲାଲ୍ ଓ ‌ଗୋଲାପି ବଲ୍‌ରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା। ଆଜିର ଅଭ୍ୟାସ ଅଧିବେସନରେ ତିନିଟି […]

ଖେଳ ଦେଶ ବିଦେଶ

ଆଇସିସି ଅଧ୍ୟକ୍ଷ ନିର୍ବାଚନ ପାଇଁ ୩ ରାଉଣ୍ଡ ମତଦାନ

ନୂ୍ଆଦିଲ୍ଲୀ: ଆଇସିସିର ପରବର୍ତୀ ଅଧ୍ୟକ୍ଷ ନିର୍ବାଚନ ପାଇଁ ୩ ରାଉଣ୍ଡ ବିଶିଷ୍ଟ ମତଦାନ ରହିବ। ଆଇସିସିର ବୋର୍ଡ ଅଫ୍‌ ଡାଇରେକ୍ଟରମାନେ ଏହି ପ୍ରକ୍ରିୟାରେ ସଂପୃକ୍ତ ହୋଇ ସ୍ବାଧୀନ ଅଧ୍ୟକ୍ଷ ନିର୍ବାଚିତ କରିବେ। ନ୍ୟୁଜିଲାଣ୍ଡ୍‌ର ଗ୍ରେଗ୍‌ ବାର୍କଲେ ଏବଂ ସିଙ୍ଗାପୁରର ଇମ୍ରାନ୍‌ ଖୱାଜାଙ୍କ ମଧ୍ୟରୁ କିଏ ଅଧ୍ୟକ୍ଷ ହେବେ ତାହା ସ୍ପଷ୍ଟ ହେବ। ପ୍ରଥମ ଗଣତିରେ ଯଦି ମ୍ୟାଜିକ୍‌ ସଂଖ୍ୟା ୧୧ରେ (ଦୁଇ ତୃ୍ୀୟାଂଶ ସଂଖ୍ୟା ଗରିଷ୍ଠତା) କେହି ନପହଞ୍ଚନ୍ତି ସେକ୍ଷେତ୍ରରେ ତିନି ରାଉଣ୍ଡ୍‌ ମତଦାନ ଚାଲିବ। ଆଇସିସିର […]

ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

୧୨ଟି ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି: ଆସନ୍ତା ୧୯ ଏବଂ ୨୦ତାରିଖରେ ରହିବ ଗୁରୁଚାପ ବଳୟର ପ୍ରଭାବ

ଭୁବନେଶ୍ୱର: ଉତ୍ତର-ଓଡିଶା ଉପକୂଳରେ ଗୁରୁଚାପ ବଳୟ ପ୍ରଭାବ ରହିବ | ଏ ନେଇ ୧୨ଟି ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଭାଗ | ଆସନ୍ତା ୧୯ ଏବଂ ୨୦ତାରିଖ ସକାଳ-ସମୟରେ ୧୨ଟି ଜିଲ୍ଲାରେ ସମ୍ଭାବ୍ୟ ଘନ କୁହୁଡି ପାଇଁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି | ଏହି ୧୨ଟି ଜିଲ୍ଲା ମଧ୍ୟରେ ରହିଛନ୍ତି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ସୁନ୍ଦରଗଡ, ଢ଼େଙ୍କାନାଳ, ଅନୁଗୁଳ, କନ୍ଧମାଳ ଏବଂ ମୟୂରଭଞ୍ଜ | ଏହି ସବୁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ସୁରଟ ହସ୍ପିଟାଲରେ ଅଗ୍ନିକାଣ୍ଡ: ରୋଗୀମାନଙ୍କୁ ସ୍ଥାନାନ୍ତର କଲା ଡାକ୍ତରଖାନା, ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ

ସୁରଟ: ପୁଣି ଡାକ୍ତରଖାନାରେ ଲାଗିଲା ନିଆଁ | ଗୁଜୁରାଟର ସୁରଟ ସହରରେ ଥିବା ଏକ ଡାକ୍ତରଖାନାରେ ଆଜି ନିଆଁ ଲାଗିଥିବା ନେଇ ଖବର ମିଳିଛି | ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିବା ଆରମ୍ଭ କରିଛନ୍ତି | ବର୍ତ୍ତମାନ ପର୍ଯ୍ୟନ୍ତ କେହି ମୃତାହତ ହୋଇନଥିବା ବେଳେ ନିଆଁ ଲାଗିବାର କାରଣ ଜଣା ପଡ଼ିନାହିଁ | ତେବେ ନିଆଁ ଲାଗିବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିବାରୁ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଚୀନ୍‌ ଆକ୍ରମଣ ଭୟ: ଗୋଟିଏ ଲଢୁଆ ବିମାନ ନିଖୋଜ ହେବାରୁ ଯାଞ୍ଚ ଲାଗି ୧୫୦ଟିଯାକ ଏଫ୍-୧୬ ଲଢୁଆ ବିମାନ ଉଡ଼ାଣ ବନ୍ଦ କଲା ତାଇୱାନ୍

ତାଇପେଇ (ତାଇୱାନ୍): ସାମରିକ ଅଭ୍ୟାସ ବେଳେ ଗୋଟିଏ ଲଢୁଆ ବିମାନ ନିଖୋଜ ହେବା ପରେ ନିରାପତ୍ତା ଯାଞ୍ଚ ନିମନ୍ତେ ତାଇୱାନ୍ ତା’ର ସମସ୍ତ ଏଫ୍-୧୬ ଲଢୁଆ ବିମାନଗୁଡ଼ିକର ଉଡ଼ାଣ ବନ୍ଦ କରାଇଥିବା କଥା ବୁଧବାର ଦିନ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି। ତାଇୱାନ ଆକାଶରୁ ୧୫୦ଟିଯାକ ଲଢୁଆ ବିମାନ ପ୍ରତ୍ୟାହାର କରିବା ନିଷ୍ପତ୍ତି ଫଳରେ ଚୀନ୍‌ ଲଢୁଆ ଜେଟ୍‌ଗୁଡ଼ିକୁ ଚେତାବନୀ ଦେବାକୁ ତା’ ପାଖରେ ସୀମିତ ସଂଖ୍ୟକ ଲଢୁଆ ବିମାନ ରହିଲା। ଗତ କିଛି ମାସ ହେବ ଗଣତାନ୍ତ୍ରିକ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ସାମ୍ନାକୁ ଆସିଲା ଗାଧୋଇବା ବେଳର ଭିଡିଓ: ୨ ସାଙ୍ଗଙ୍କ ସାମ୍ନାରେ ଚାଲିଗଲା ୩ ସାଙ୍ଗଙ୍କ ଜୀବନ

ନୀଳଗିରି୧୮/୧୧: ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। କିଛି ସମୟରେ ମଧ୍ୟରେ ସବୁ ଖୁସି ଫସର ଫାଟି ଗଲା। ଆଖି ସାମ୍ନାରେ ପାଣିରେ ବୁଡ଼ି ଚାଲିଗଲା ୩ ଜଣଙ୍କ ଜୀବନ। ସାଙ୍ଗ ହୋଇ ୫ ଜଣ ସାଙ୍ଗ ହୋଇଯାଇଥିଲେ। ୨ ସାଙ୍ଗଙ୍କ ସାମ୍ନାରେ ୩ ଜଣ ସାଙ୍ଗଙ୍କ ଜୀବନ ଚାଲିଗଲ। ବାଲେଶ୍ୱର ତ୍ରିବେଣୀ ଘାଟରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଅଘଟଣର କିଛି ସମୟ ପୂର୍ବର ଭିଡିଓ ଏବଂ ଫଟୋ ଏବେ ସାମ୍ନାକୁ […]

କଳା ଓ ସଂସ୍କୃତି ଧର୍ମ

ଦେଶରେ ତିଆରି ହେବ ଉଚ୍ଚତମ ହନୁମାନ ମୂର୍ତ୍ତି, ଜାଣନ୍ତୁ କେଉଁଠି

କର୍ଣ୍ଣାଟକ ୧୭/୧୧ : ଭାରତରେ ତିଆରି ହେବାକୁ ଯାଉଛି ଉଚ୍ଚତମ ହନୁମାନ ମୂର୍ତ୍ତି । କର୍ଣ୍ଣାଟକର କିସ୍କିନ୍ଦାରେ ତିଆରି ହେବ ଦେଶର ସବୁଠାରୁ ଉଚ୍ଚତମ ହନୁମାନ ମୂର୍ତ୍ତି । ହାମ୍ପି ଟ୍ରଷ୍ଟ ଦ୍ବାରା ତିଆରି ହେବାକୁ ଥିବା ଏହି ମୂର୍ତ୍ତିର ଉଚ୍ଚତା ରହିବ ୨୧୫ ମିଟର । କର୍ଣ୍ଣାଟକର ବଲ୍ଲାରୀ ଜିଲ୍ଲାରେ ଅବସ୍ଥିତ ପୂରାଣ ପ୍ରସିଦ୍ଧ କିସ୍କିନ୍ଦା ଅଞ୍ଚଳ । ହନୁମାନ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଭାପତି ସ୍ବାମୀ ଗୋବିନ୍ଦ ଆନନ୍ଦ ସରସ୍ବତୀ, ଅଯୋଧ୍ୟ୍ୟା ରାମ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଏହି ଫୁଲରୁ ତିଆରି ହୁଏ ସବୁଠାରୁ ମହଙ୍ଗା ମସଲା, କିଲୋ ପ୍ରତି ୩ ଲକ୍ଷ ଟଙ୍କାରେ ହୁଏ ବିକ୍ରି

ଶ୍ରୀନଗର ୧୭/୧୧ : ଜାମୁ କାଶ୍ମୀରର ପାହାଡିଆ ଅଞ୍ଚଳରେ ଏକ ମହଙ୍ଗା ମସଲା ଉତ୍ପାଦନ ହୋଇଥାଏ। ଏଠାରେ ଶରତ ଋତୁ ଆରମ୍ଭ ହେଲେ ସୁନ୍ଦର ଓ ମହଙ୍ଗା ଜଡିବୁଟି ‘କେସର’ ଉତ୍ପାଦନ ହୋଇଥାଏ। ଶରତ ଋତୁ ଆରମ୍ଭ ହେଲେ ଏଠାକାର କ୍ଷେତ ବାଇଗଣୀ ରଙ୍ଗ ଫୁଲରେ ସଜେଇ ହୋଇଯାଏ। ଏହି ଦୃଶ୍ୟ ଦେଖିବାକୁ ଅତ୍ୟନ୍ତ ସୁନ୍ଦର। କାଶ୍ମିରୀ ଚାଷୀ ପରିବାର ଫୁଲ ତୋଳି ଏହି ଫୁଲରୁ କେସର ବାହାର କରନ୍ତି। କେସର ବିଶ୍ୱର ସବୁଠାରୁ ମହଙ୍ଗା ଗଛ। […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ପ୍ରକୃତ ବନ୍ଧୁ ଭାଗ୍ୟରେ ଥିଲେ ମିଳନ୍ତି: ବାତ୍ୟାରେ ଉଡିଯାଇଥିଲା ଘର ଛାତ, ସ୍କୁଲ ସାଙ୍ଗ ଦୀପାବଳିରେ ଉପହାର ଦେଲେ ନୂଆ ଘର

ଚେନ୍ନାଇ ୧୮/୧୧ : କଥାରେ ଅଛି ବିପଦରେ ଛିଡା ହେଉଥିବା ବନ୍ଧୁ ହିଁ ପ୍ରକୃତ ବନ୍ଧୁ। ସେଥିପାଇଁ ବନ୍ଧୁତାର ଅନେକ ମହତ୍ତ୍ୱ ରହିଛି। କିଛି ବନ୍ଧୁ ପିଲାଦିନୁ ଆଜୀବନ ବନ୍ଧୁ ହୋଇ ରୁହନ୍ତି। ଏହିଭଳି ବନ୍ଧୁ ସବୁ ଦୁଃଖ ସୁଖରେ ସାଙ୍ଗରେ ରୁହନ୍ତି। ଯେକୌଣସି ସମସ୍ୟା ହେଲେ ସେମାନେ ଆଗ ସାମ୍ନା କରନ୍ତି ଏବଂ ସବୁ ପ୍ରକାର ସାହାଯ୍ୟ ପାଇଁ ପ୍ରସ୍ତୁତ ଥାଆନ୍ତି। ଏମିତି ବନ୍ଧୁ ଭାଗ୍ୟରେ ଥିଲେ ମିଳନ୍ତି। ଏହିଭଳି ବନ୍ଧୁତ୍ୱର ଜୀବନ୍ତ ପରିଚୟ ଦେଇଛନ୍ତି […]