ଜାଣନ୍ତୁ ଆଜିର ରାଶିଫଳ
ମେଷ: ଆପଣଙ୍କ ଧୢାନ ଧର୍ମ କାର୍ଯ୍ୟରେ ଲାଗି ରହିବ। ବନ୍ଧୁଙ୍କ ସହିତ ସମାରୋହକୁ ଯାଇପାରନ୍ତି। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ବୃଷ: ନିଜ କାମରେ ଯଥେଷ୍ଟ ବ୍ୟସ୍ତ ରହିବେ। ଧନଲାଭର ଯୋଗ ରହିଛି। ରାଜନୀତିରେ ଉଚ୍ଚ ପଦକୁ ମନୋନୀତ ହୋଇପାରନ୍ତି। ମିଥୁନ: ଆଜି ଆପଣ ଚିନ୍ତାମୁକ୍ତ ରହିବେ। ବ୍ୟବସାୟରେ ତୁରନ୍ତ ଫଇସଲା ଲାଭପ୍ରଦ ହେବ। ସନ୍ଧ୍ୟାରେ ଘରେ ସ୍ବାଦିଷ୍ଠ ଭୋଜନ କରିବେ। କର୍କଟ: ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ଶିକ୍ଷକଙ୍କୁ ପଦୋନ୍ନତି ମିଳିପାରେ। ଜୀବନସାଥୀଙ୍କ ସହିତ ବାହାରକୁ […]




