କଳା ଓ ସଂସ୍କୃତି ଧର୍ମ

ଦାଣ୍ଡ ପହଁରା ଓଷା

ଭାରତୀୟ ସଂସ୍କୃତିରେ ସୂର୍ଯ୍ୟପୁତ୍ର ଯମ ମୃତ୍ୟୁର ଦେବତା ଭାବରେ ପରିଚିତ। ମୃତ୍ୟୁ ପରେ ମନୁଷ୍ୟ ଯମାଳୟ ଗମନ କରେ। କିନ୍ତୁ ଯେଉଁ ବ୍ୟକ୍ତି ସତ୍ୟ, ଧର୍ମ ଓ ନ୍ୟାୟରେ ଥାଏ, ମୃତ୍ୟୁ ତା’ପାଇଁ ମୁକ୍ତିର ଦ୍ୱାର ଉନ୍ମୋଚନ କରିଥାଏ। ଏଣୁ ସତ୍ୟ, ଧର୍ମ ଓ ନ୍ୟାୟର ଦେବତା ହେଉଛନ୍ତି ଯମ। ସେଥିପାଇଁ ଏହି ମୃତ୍ୟୁ ଦେବତାଙ୍କର ଅନ୍ୟ ନାମ ଧର୍ମଦେବତା। ସେ ଧର୍ମର ଜାଗ୍ରତ ପ୍ରହରୀ। ଦୀର୍ଘ ଓ ଧାର୍ମିକ ଜୀବନ ବଞ୍ଚିବା ପାଇଁ ଏହି ଦେବତାଙ୍କୁ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ପ୍ରତିଟି କାମରେ ସାବଧାନ ରୁହନ୍ତୁ। ସ୍ବଭାବରେ କିଛି ପରିବର୍ତ୍ତନ ଆଣନ୍ତୁ, ଦିନଟି ଭଲରେ କଟିବ। କୌଣସି ଦୂର ସ˚ପର୍କୀୟଙ୍କ ଘରକୁ ଯାଇପାରନ୍ତି। ବୃଷ: ମନ ପ୍ରସନ୍ନ ରହିବ। ବ୍ୟବସାୟ କାମରେ ଅନ୍ୟ ସହରକୁ ଯାଇପାରନ୍ତି। ଆପଣଙ୍କ ବିଚାରକୁ ଅଗ୍ରସର ହେବାକୁ ନ ଦେବା ପାଇଁ ଚେଷ୍ଟା କରାଯାଇପାରେ। ମିଥୁନ: ପାରିବାରିକ କାମରେ ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି। ସବୁ କାମ ନିର୍ଦ୍ଧାରିତ ସମୟରେ ପୂରା କରିବେ। ଦାମ୍ପତ୍ୟ ଜୀବନରେ ସୁଖୀ ରହିବେ। କର୍କଟ: ନିଜର ସଫଳତାକୁ ନେଇ […]

ଦେବଗଡ ଜିଲ୍ଲାର ୨୮ତମ ପ୍ରତିଷ୍ଠା ଦିବସ ପାଳିତ

ଦେବଗଡ ୧।୧: ଦେବଗଡ ଜିଲ୍ଲାର ୨୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ଅବସରରେ ପ୍ରଧାନପାଟ ସ୍ଥିତ ଚମ୍ପକେଶ୍ବର ମନ୍ଦିର ପରିସରରେ ଦେବଗଡ ଜିଲ୍ଲା ସମଗ୍ର ବିକାଶ ମଞ୍ଚ ପକ୍ଷରୁ ଆୟୋଜିତ ଉତ୍ସବରେ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଥିଲେ । ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଓ ପୂର୍ବତନ ବିଧାୟକ ସ୍ବର୍ଗତ ପ୍ରଦୀପ୍ତ ଗଙ୍ଗଦେବଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଡର ବଢାଇଲା ଫ୍ଲୋରିଡା କରୋନା, ରୋଗୀଙ୍କ ଠାରେ ଦେଖାଯାଇଥିବା କୋଭିଡ୍-୧୯ର ନୂଆ ଷ୍ଟ୍ରେନ୍ ଅଧିକ ବେଗରେ ହେଉଛି ସଂକ୍ରମିତ

ଫ୍ଲୋରିଡା,୦୧/୦୧: ସାରା ବିଶ୍ୱରେ କରୋନା ମହାମାରୀର ପ୍ରକୋପ ହ୍ରାସ ପାଇଛି । କିନ୍ତୁ ବ୍ରିଟେନରେ ଚିହ୍ନଟ ହୋଇଥିବା କରୋନା ଭାଇରସର ନୂଆ ଷ୍ଟ୍ରେନ୍ଏବେ ଚିନ୍ତା ବଢାଇଦେଇଛି । ଯାହାକୁ ନେଇ ବିଶ୍ୱବାସୀ ଚିନ୍ତିତ । ଏହାମଧ୍ୟରେ ଆମେରିକାର ଫ୍ଲୋରିଡାରେ ୟୁକେରେ ଚିହ୍ନଟ ହୋଇଥିବା ଭାଇରସର ନୂଆ ଷ୍ଟ୍ରେନ୍ ମାମଲା ସାମ୍ନାକୁ ଆସିଛି । ଯାହା ଅଧିକ ସଂକ୍ରାମକ ଓ ବିପଦଜ୍ଜନକ । ଫ୍ଲୋରିଡା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁସାରେ, ଗୁରୁବାର କରୋନା ଭାଇରସ ନୂଆ ଷ୍ଟ୍ରେନର ପ୍ରଥମ […]

ପୁରୀରେ ହେବ ବିମାନବନ୍ଦର ! ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ପୁରୀ ୧।୧ : ଓଡିଶା ସରକାରଙ୍କ ଫୋକସରେ ରହିଛି ପୁରୀ । ଗତ ଏକ ବର୍ଷ ଧରି ପୁରୀରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି । ଶ୍ରୀକ୍ଷେତ୍ରକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବାକୁ ରାଜ୍ୟ ସରକାର ଦିନରାତି କସରତ କରୁଛନ୍ତି । ଏହାମଧ୍ୟରେ ଦେଶର ବିଭିନ୍ନ ରାଜ୍ୟ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଏବେ ସରକାର ପାଗ ଭିଡିଛନ୍ତି । ଗମନାଗମନକୁ ଆହୁରି ସରଳ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ଅନ୍ତର୍ଜାତୀୟ […]

ଦେଶ ବିଦେଶ ମନୋରଞ୍ଜନ

ନୂଆବର୍ଷରେ ନୂଆ ଫିଲ୍ମର ଘୋଷଣା କଲେ ରଣବୀର କପୁର, ସାମ୍ନାକୁ ଆସିଲା ‘Animal’ର ପ୍ରଥମ ଭିଡିଓ

ମୁମ୍ବାଇ ୧।୧: ବଲିଉଡ୍ ଅଭିନେତା ରଣବୀର କପୁର ୨୦୨୧ ଅର୍ଥାତ୍ ନୂଆବର୍ଷକୁ ଧମାକାଦାର ଆନ୍ଦାଜରେ ସ୍ବାଗତ କରିଛନ୍ତି । ଅଭିନେତା ବର୍ଷର ପ୍ରଥମ ଦିନରେ ୧୨ଟା ୧ମିନିଟରେ ତାଙ୍କ ନୂଆ ଫିଲ୍ମର ଘୋଷଣା କରିଛନ୍ତି । ରଣବୀର କପୁର ତାଙ୍କ ନୂଆ ଫିଲ୍ମର ଘୋଷଣା ସହିତ ଫ୍ୟାନ୍ସଙ୍କୁ ସପ୍ରାଇଜ୍ ଦେଇଛନ୍ତି । ରଣବୀରଙ୍କ ନୂଆ ଫିଲ୍ମର ନାଁ ‘ଆନିମଲ’ ରହିଛି । ଯାହାର ନିର୍ଦ୍ଦେଶନା ଦେବେ ‘କବୀର ସିଂ’ ଫେମ୍ ସନ୍ଦୀପ ରେଡ୍ଡୀ । ଟି ସିରିଜ୍ […]

ଖେଳ ଦେଶ ବିଦେଶ

ପଡିଆରେ ପୁରୁଣା ଶ୍ରୀସନ୍ଥ, ଅଭ୍ୟାସ ମ୍ୟାଚ୍ ବେଳେ ବ୍ୟାଟସମ୍ୟାନଙ୍କୁ କଲେ ସ୍ଲେଜିଂ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୦୧/୦୧: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଭାରତୀୟ ଦଳର ଦ୍ରୁତ ବୋଲର ଏସ୍ ଶ୍ରୀସନ୍ଥ କ୍ରିକେଟକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି । ସେ ଆଗାମୀ ଘରୋଇ ସିରିଜ ସୟଦ ମୁସ୍ତାକ ଅଲ୍ଲୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ କେରଳ ଟିମରେ ସ୍ଥାନ ପାଇଛନ୍ତି । ସେ ଆଗାମୀ ଟି୨୦ରେ କେରଳ ପାଇଁ ବୋଲିଂ ବିଭାଗ ସମ୍ଭାଳିବେ । ଏହି ସିରିଜ୍ ପୂର୍ବରୁ ସେ ଓ୍ୱାର୍ମ ଅଫ୍ ମ୍ୟାଚରେ ଖେଳିଥିଲେ । ଏହି ମ୍ୟାଚରେ ତାଙ୍କର ଆକ୍ରମଣାତ୍ମକ ଆଭିମୁଖ୍ୟ […]

ଖେଳ ଦେଶ ବିଦେଶ

ଅଶ୍ୱିନଙ୍କ ଜାଲରେ ଫସିଗଲା କଙ୍ଗାରୁ ଟିମ୍, ମାନିଲେ ମାର୍ଣ୍ଣସ୍ ଲାବୁସେନ୍

ନୂଆଦିଲ୍ଲୀ,୦୧/୦୧: ଭାରତୀୟ ସ୍ପିନର ଆର ଅଶ୍ୱିନଙ୍କ ଚତୁର ବୋଲିଂରେ ଫସିଗଲା ଅଷ୍ଟ୍ରେଲିଆ ଟିମ୍ । ତେଣୁ ମେଲବର୍ଣ୍ଣରେ ମାତ୍ ଖାଇଲା କଙ୍ଗାରୁ ବାହିନୀ । ଏକଥା ମାନିଛନ୍ତି ଅଷ୍ଟ୍ରେଲୀୟ ବ୍ୟାଟସମ୍ୟାନ୍ ମାର୍ଣ୍ଣସ୍ ଲାବୁସେନ୍ । ଏବେସୁଦ୍ଧା ଖେଳାଯାଇଥିବା ଦୁଇଟି ଟେଷ୍ଟର ୩ଟି ଇନିଂସରେ ଅଷ୍ଟ୍ରେଲିଆ ୧୯୧, ୧୯୫ ଓ ୨୦୦ ରନରେ ଅଲଆଉଟ୍ ହୋଇଯାଇଥିଲା । ଦୁଇଟି ଟେଷ୍ଟରେ ଅଶ୍ୱିନ୍ ୧୦ଟି ଓ୍ୱିକେଟ୍ ନେଇଥିଲେ । ଏହାମଧ୍ୟରୁ ସେ ଷ୍ଟିଭ୍ ସ୍ମିଥଙ୍କୁ ଦୁଇ ଥର ଓ ଲାବୁସେନଙ୍କୁ […]

ଏହି ୪ ଜିଲ୍ଲାରେ ଜାନୁଆରୀ ୩୧ ଯାଏଁ ନାଇଟ୍ କର୍ଫ୍ୟୁ, କିନ୍ତୁ ରାତିରେ ଚଳାଚଳ କରିବ ବସ୍

ସିମଲା,୦୧/୦୧: ହିମାଚଳ ପ୍ରଦେଶ ସରକାର କରୋନା ମାମଲାକୁ ନଜରରେ ରଖି ଏକ ବଡ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ୪ ଜିଲ୍ଲାରେ ନାଇଟ୍ କର୍ଫ୍ୟୁକୁ ଜାନୁଆରୀ ୩୧ ଯାଏଁ ବୃଦ୍ଧି କରାଯାଇଛି । ରାଜ୍ୟର ସିମଲା, କାଙ୍ଗଡା, ମଣ୍ଡି ଓ କୁଲୁରେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ । ଏହି କଟକଣା ଜାନୁଆରୀ ୩୧ ଯାଏଁ ଲାଗୁ ହେବ । ଏବେବି ରାଜ୍ୟରେ ଚଳାଚଳ କରୁଥିବା ବସରେ ୫୦ ପ୍ରତିଶତ ଯାତ୍ରୀଙ୍କୁ ଅନୁମତି ରହିଛି । ଏନେଇ […]

ନୂଆବର୍ଷର ପ୍ରଥମ ଦିନରେ କେତେ ରହିଛି ପେଟ୍ରୋଲ୍ ଏବଂ ଡିଜେଲ୍ ମୂଲ୍ୟ, ଜାଣନ୍ତୁ

ନୂଆଦିଲ୍ଲୀ ୧।୧: ସରକାରୀ ତୈଳ କମ୍ପାନୀଗୁଡିକ ନୂତନ ବର୍ଷର ପ୍ରଥମ ଦିନରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାଁନ୍ତି । କ୍ରମାଗତ ୨୫ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସ୍ଥିର ରହିଛି । ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ୮୩.୭୧ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ଲିଟର ପିଛା ୭୩.୮୭ଟଙ୍କାରେ ବିକ୍ରି ହେଉଛି । ତେବେ ୨୦ନ ଭେମ୍ବରଠାରୁ ୧୫ ଥର ମୂଲ୍ୟ ବୃଦ୍ଧି ସହ ପେଟ୍ରୋଲ ଲିଟର ପିଛା ୨.୫୫ ଟଙ୍କା ମହଙ୍ଗା […]