ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

କଟକ ଶିଶୁ ଭବନରେ ନର୍ସମାନଙ୍କ ଆନ୍ଦୋଳନ: ଗ୍ରେଡ୍, ବେସିକ୍ ପେ ବଢ଼ାଇବାକୁ ଦାବି

କଟକ୨/୧୨: କଟକ ଶିଶୁ ଭବନରେ ନର୍ସମାନଙ୍କ ଆନ୍ଦୋଳନ। ଗ୍ରେଡ୍ ପେ ଓ ବେସିକ୍ ପେ ବଢ଼ାଇବା ଦାବିରେ ନର୍ସମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହା ସହ ପଦୋନ୍ନତି ବେଳେ ଠିକା ନିଯୁକ୍ତି ସମୟକୁ କାର୍ଯ୍ୟକାଳ ସମୟ ଭାବେ ବିଚାର କରିବା ପାଇଁ ଦାବି ରଖିଛନ୍ତି। ଶିଶୁ ଭବନର ୧୮୭ ଜଣ ନର୍ସ ଏହି ଆନ୍ଦୋଳନରେ ସାମିଲ ଅଛନ୍ତି। ତେବେ ନର୍ସମାନଙ୍କ ଆନ୍ଦୋଳନ ଯୋଗୁଁ ସେବା କାର୍ଯ୍ୟ ବାଧାପ୍ରାପ୍ତ ହୋଇ ନାହିଁ। ଠିକ ଭାବେ ସେବା କାର୍ଯ୍ୟ ଜାରି ରହିଛି। […]

ଭୟଙ୍କର ନୁହେଁ କରୋନାର ନୂଆ ଷ୍ଟ୍ରେନ୍, ପୁରୁଣା ତୁଳନାରେ ଅଧିକ ସଂକ୍ରାମକ : ବ୍ରିଟିଶ୍ ରିପୋର୍ଟ

ନୂଆଦିଲ୍ଲୀ ୨।୧: କରୋନା ଭାଇରସ୍ ର ନୂଆ ଷ୍ଟ୍ରେନ୍ ଭାରତରେ ମଧ୍ୟ ଦେଖାଗଲାଣି । କିଛି ରାଜ୍ୟରେ କିଛି ଲୋକ ଏହି ଷ୍ଟ୍ରେନ୍ ଦ୍ବାରା ସଂକ୍ରମିତ ହୋଇଛନ୍ତି । ବ୍ରିଟେନ୍ ର ପବ୍ଲିକ୍ ହେଲ୍ଥ ସଂସ୍ଥାର ଗବେଷଣା ଅନୁସାରେ ଏହି ନୂଆ ଷ୍ଟ୍ରେନ୍ କୁ ନେଇ ଚିନ୍ତାକୁ କମ୍ କରିପାରେ । ଗବେଷଣାକୁ ଜଣାପଡିଛି ଯେ, ପୁରୁଣା ଷ୍ଟ୍ରେନ୍ ତୁଳନାରେ ନୂଆ ଷ୍ଟ୍ରେନ୍ ଅଧିକ କ୍ଷତିକାରକ ନୁହେଁ । ଏହାର ସଂକ୍ରମଣ ପୂର୍ବାପେକ୍ଷା ଅଧିକ ରହିଛି । […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ରାଜଧାନୀ ଦିଲ୍ଲୀରେ ବର୍ଷା ଯୋଗୁଁ ବଢ଼ିଲା ଶୀତ: ଆଲର୍ଟ ଜାରି

ନୂଆଦିଲ୍ଲୀ ୦୨/୦୧ : ରାଜଧାନୀ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଶନିବାର ସକାଳୁ ହାଲୁକା ବର୍ଷା ହୋଇଛି। ବର୍ଷା ଯୋଗୁଁ ଶୀତର ପ୍ରକୋପ ଆହୁରି ବଢିଯାଇଛି। ବର୍ଷା ଯୋଗୁଁ ହାଡଭଙ୍ଗା ଶୀତ ଅନୁଭୂତ ହୋଇଛି। ପାଣିପାଗ ବିଭାଗ ଅନୁଯାୟୀ, ହରିୟାଣା ଝଜ୍ଜର, ରୋହତକ, ଜିନ୍ଦ, ପାଣିପତ, କୌଥଲ ଓ ଉତ୍ତର ପ୍ରଦେଶର ଶାମଲି, ଦେବବନ୍ଦର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ବର୍ଷା ଯୋଗୁଁ ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, […]

୭ ବ୍ରିଟେନ୍ ଫେରନ୍ତାଙ୍କ କରୋନା ରିପୋର୍ଟ ପଜିଟିଭ୍, ନୂଆ ଷ୍ଟ୍ରେନ୍‌ର ଲକ୍ଷଣ ନାହିଁ

ଭୁବନେଶ୍ବର ୨।୧: ବ୍ରିଟେନ୍ ରେ ମିଳିଥିବା କରୋନାର ନୂଆ ଷ୍ଟ୍ରେନ୍ ଏବେ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ଷ୍ଟ୍ରେନ୍ ବ୍ରିଟେନ୍ ବ୍ୟତୀତ ଏବଂ ଅନ୍ୟ ଦେଶମାନଙ୍କରେ ମଧ୍ୟ ଦେଖିବାକୁ ମିଳୁଛି । ବ୍ରିଟେନ୍ ରୁ ଲୋକ ଭିନ୍ନ ଭିନ୍ନ ଦେଶକୁ ଫେରିଥିବାରୁ ଏହାକୁ ନେଇ ଏବେ ଚିନ୍ତା ବଢିଛି । ବ୍ରିଟେନରୁ ୧୮୪ଜଣ ଓଡିଶାକୁ ଫେରିଥିଲେ । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । […]

ଆସନ୍ତା ୩ରେ ଖୋଲିବ ମା’ ସମଲେଶ୍ବରୀଙ୍କ ମନ୍ଦିର, ଦର୍ଶନ ପାଇଁ ସମୟ ନିର୍ଘଣ୍ଟ

ସମ୍ବଲପୁର ୨।୧: କୋଭିଡ୍ କଟକଣା ମଧ୍ୟରେ ସ୍ଥିତି ସ୍ବାଭାବିକ ହେବାରେ ଲାଗିଛି । ଧିରେ ଧିରେ ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବାରେ ଲାଗିଛି । ଆସନ୍ତା ୩ ତାରିଖରୁ ଖୋଲୁଛି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ମନ୍ଦିର । ମା’ ସମଲେଇଙ୍କ ଦର୍ଶନ ପାଇଁ ନିର୍ଘଣ୍ଟ ହୋଇଛି ସମୟ । ଏଥି ଅନୁଯାୟୀ ଦୁଇଟି ପର୍ଯ୍ୟାୟରେ ମନ୍ଦିରରେ ଶ୍ରଦ୍ଧାଳୁ ଦର୍ଶନ କରିବେ । ସକାଳ ୬ଟାରୁ ପୂର୍ବାହ୍ନ ୧୧ଟା ୩୦ଯାଏଁ ଦର୍ଶନ ବ୍ୟବସ୍ଥା କରାଯାଇଛି । […]

ଖେଳ ଦେଶ ବିଦେଶ ମନୋରଞ୍ଜନ

ବିଶ୍ବ ବିଜୟୀ ବାଦଶାହ: ହକି ଅର୍ଜୁନ, ଝୁରିଲେ ହକି ତାରକା

୧୯୭୨ ଅଲିମ୍ପିକ୍‌ରେ କାଂସ୍ୟ ପଦକ ବିଜୟୀ ଭାରତୀୟ ଦଳ ଓ ୧୯୭୫ ମସିହାରେ ବିଶ୍ବକପ୍‌ ବିଜୟୀ ଭାରତୀୟ ଦଳର ଥିବା କିଣ୍ଡୋ ଭାରତୀୟ ହକି ଦଳର ଭରସାଯୋଗ୍ୟ ସଦସ୍ୟ ଥିଲେ, ଯାହାକି ତାଙ୍କୁ ବିଶ୍ବ ହକିରେ ସୁଖ୍ୟାତି ଆଣିଦେଇଥିଲା। ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ ଯୋଗୁଁ ୧୯୭୩-୭୪ ମସିହାରେ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ପ୍ରାୟ ୧୦ ବର୍ଷ ଧରି ଭାରତୀୟ ନୌସେନାରେ ଚାକିରି କରିବା ପରେ ସେ ରେଳବାଇରେ ଯୋଗଦେଇଥିଲେ। ପରେ ୧୯୭୭ ମସିହାରେ ରାଉରକେଲା […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଯାଆଁଳା ଶିଶୁକୁ ଜନ୍ମ ଦେବା ପରେ ଏଡ଼ାଇ ଦେଲା ମା’, ଅବିବାହିତ ଡାକ୍ତର ସ୍ବଇଚ୍ଛାରେ ଆପଣାଇ ନେଇ କହିଲେ ଏଭଳି କଥା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜଣେ ମହିଳା ଡାକ୍ତରଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ଏହି ମହିଳା ଡାକ୍ତର ଜଣକ ଏପରି କାମ କରିଛନ୍ତି ଯାହାକୁ ଶୁଣି ଆପଣଙ୍କ ମୁହଁରେ ବି ହସ ‌ଖେଳିଯିବ। ମା’ ଯାଆଁଳା ଶିଶୁକୁ ଜନ୍ମ ଦେବା ପରେ ଗ୍ରହଣ କରିବାକୁ ମନା କରି ଦେଇଥିଲା। ଶିଶୁ ଦୁଇଟିର ଚିକିତ୍ସା କରୁଥିବା ଜଣେ ଅବିବାହିତ ମହିଳା ଡାକ୍ତର କୋମଲ ଯାଦବ ଉକ୍ତ ଯାଆଁଳା ଶିଶୁକୁ ସ୍ବଇଚ୍ଛାରେ ଗ୍ରହଣ କରି ନେଇଥିବାର ଏକ ହୃଦୟସ୍ପର୍ଶୀ […]

ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ

୨୦୨୧ରେ ଏହି ଜଣାଶୁଣା ନାୟକଙ୍କ ସହ ଦୁଇଟି ସିନେମାରେ ନଜର ଆସିବେ ଭୂମିକା

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟିକା ଭୂମିକାଙ୍କର ଏ ବର୍ଷ ଅତିକମରେ ଚାରିଟି ନୂଆ ଓଡ଼ିଆ ସିନେମା ରିଲିଜ୍ ହେବ ବୋଲି ଜଣାଯାଇଛି। ଏଗୁଡ଼ିକ ହେଲା ‘ଆଉ ଗୋଟେ ଲଭ୍ ଷ୍ଟୋରି’, ‘ମନ ମୋର କାଗଜଗୁଡ଼ି’, ‘ଚକ୍ଷୁବନ୍ଧନ’ ଏବଂ ‘ମନ ମୋ’ ନେଇଗଲୁରେ’। ଏଥିମଧ୍ୟରୁ ଦୁଇଟିର ନିର୍ଦ୍ଦେଶକ ହେଲେ ଓଲିଉଡରେ ଓଣ୍ଡରବୟ ଭାବେ ପରିଚିତ ସଞ୍ଜୟ ନାୟକ। ଖାଲି ସେତିକି ନୁହେଁ, ଉଭୟରେ ନାୟକ ଭୂମିକାରେ ବି ଅଛନ୍ତି ଜଣେ ଜଣାଶୁଣା ଅଭିନେତା। ନିର୍ଦ୍ଦେଶକ ସଞ୍ଜୟ ନାୟକଙ୍କ ‘ଆଉ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଅନେକ ନୂଆବର୍ଷ

ଜାନୁଆରୀ ୧ ତାରିଖ ଏବେ ବିଶ୍ୱର ବହୁ ଦେଶରେ ନୂଆବର୍ଷ ରୂପେ ଗୃହୀତ ହୋଇଛି। ଡିସେମ୍ବର ୩୧ ମଧ୍ୟରାତ୍ରିରୁ ‘ଜିରୋ ଆୱାର’ ଭାବରେ ଏହି ଉତ୍ସବ ପାଳନ ଆରମ୍ଭ ହୁଏ। ଏହା ପାଳିତ ହୁଏ ‘ଗ୍ରେଗୋରିଆନ୍ କ୍ୟାଲେଣ୍ଡର’ ଅନୁସାରେ। କିନ୍ତୁ ପାରମ୍ପରିକ ଭାବରେ, ଆମ ଦେଶ ଭାରତବର୍ଷରେ ବର୍ଷ ଗଣନା ଥିଲା ଅଲଗା। ବଙ୍ଗଳା, ପଞ୍ଜାବ, ହରିଆଣା, ଆସାମ ଓ ତାମିଲନାଡ଼ୁ ଆଦିରେ ବିଷୁବ ସଂକ୍ରାନ୍ତିକୁ ହିଁ ବର୍ଷର ଆରମ୍ଭ ଦିନ ରୂପେ ପାଳନ କରାଯାଉଥିଲା। ଏହା […]

ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

କଣ୍ଟକଶୂନ୍ୟ କ୍ୟାକ୍‌ଟସ୍‌!

ଭାରତର ଆଧୁନିକ କାଳର ସାଧୁ, ଯୋଗୀ ଓ ଗୁରୁଙ୍କ ମଧ୍ୟରେ ପରମହଂସ ଯୋଗାନନ୍ଦ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ। ଧ୍ୟାନ ଓ କ୍ରିୟାଯୋଗ ପାଇଁ ସେ ଦେଶରେ ଓ ବିଦେଶରେ ଲକ୍ଷ ଲକ୍ଷ ଅନୁଗାମୀ ସୃଷ୍ଟି କରିଛନ୍ତି। ୫ ଜାନୁଆରୀ, ୧୮୯୩ରେ ଉତ୍ତରପ୍ରଦେଶର ଗୋରଖପୁରଠାରେ ତାଙ୍କର ଆବିର୍ଭାବ ଏବଂ ମାର୍ଚ୍ଚ ୭, ୧୯୫୨ରେ ଆମେରିକାରେ ତିରୋଧାନ। ‘ଯୋଗୀର ଆତ୍ମଚରିତ’ (ଅଟୋବାଇଓଗ୍ରାଫି ଅଫ୍ ଏ ଯୋଗୀ) ତାଙ୍କର ଅନୁପମ ଆତ୍ମଜୀବନୀ। ଏହି ଆତ୍ମଜୀବନୀରେ ବହୁ ପ୍ରେରଣାପ୍ରଦ ପ୍ରସଙ୍ଗ ରହିଛି। […]