କଟକ୨/୧୨: କଟକ ଶିଶୁ ଭବନରେ ନର୍ସମାନଙ୍କ ଆନ୍ଦୋଳନ। ଗ୍ରେଡ୍ ପେ ଓ ବେସିକ୍ ପେ ବଢ଼ାଇବା ଦାବିରେ ନର୍ସମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହା ସହ ପଦୋନ୍ନତି ବେଳେ ଠିକା ନିଯୁକ୍ତି ସମୟକୁ କାର୍ଯ୍ୟକାଳ ସମୟ ଭାବେ ବିଚାର କରିବା ପାଇଁ ଦାବି ରଖିଛନ୍ତି। ଶିଶୁ ଭବନର ୧୮୭ ଜଣ ନର୍ସ ଏହି ଆନ୍ଦୋଳନରେ ସାମିଲ ଅଛନ୍ତି। ତେବେ ନର୍ସମାନଙ୍କ ଆନ୍ଦୋଳନ ଯୋଗୁଁ ସେବା କାର୍ଯ୍ୟ ବାଧାପ୍ରାପ୍ତ ହୋଇ ନାହିଁ। ଠିକ ଭାବେ ସେବା କାର୍ଯ୍ୟ ଜାରି ରହିଛି। କରୋନା କାଳରେ ଦିନ-ରାତି ପରିଶ୍ରମ କରି ସେବା କରିଛନ୍ତି। ବରିଷ୍ଠ ଅଧିକାରୀମାନେ ତୁରନ୍ତ ସେମାନଙ୍କ ଦାବି ପୂରଣ କରନ୍ତୁ ବୋଲି ନର୍ସମାନେ ଦାବି କରିଛନ୍ତି।
Trending
- ନ୍ୟାୟପାଳିକାକୁ ନେଇ ମୋଦୀ-କଂଗ୍ରେସ ମୁହାଁମୁହିଁ
- ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୬୦୦ ଓକିଲ: ନ୍ୟାୟପାଳିକାକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ‘ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ’
- ଟିକେଟ୍ ନ ମିଳିବାରୁ ସାଂସଦଙ୍କ ଆତ୍ମହତ୍ୟା
- ପ୍ରାର୍ଥୀ ବଦଳାଇ ଚର୍ଚ୍ଚାରେ ବିଜେପି: ସଫଳ ହେବ ନା ବିଫଳତାକୁ ଦୋହରାଇବ?
- ଭୁବନେଶ୍ବର ଉତ୍ତରରୁ ପ୍ରାର୍ଥୀ କିଏ? ନାମ ଘୋଷଣା କଲାନି ବିଜେଡି, କର୍ମୀଙ୍କ ଉତ୍କଣ୍ଠା ବଢ଼ୁଛି
- ଟିକେଟରୁ ବଞ୍ଚିତ ହେବା ପରେ ସୁରେଶଙ୍କ ସାମ୍ବାଦିକ ସମ୍ମିଳନୀ: ସାଂସଦ ଭାବେ ପ୍ରଦର୍ଶନର ଚିତ୍ରଦେଲେ
- ବିଜେପି ଛାଡ଼ିଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା
- ଓଡ଼ିଶାର ଅସ୍ମିତାକୁ ନେଇ ଲଢ଼ିବ କଂଗ୍ରେସ: ସବୁ ନିର୍ବାଚନମଣ୍ଡଳୀର ଲୋକଙ୍କ ପାଖରେ ପହଞ୍ଚିବ ରାହୁଲଙ୍କ ୫ ଗ୍ୟାରେଣ୍ଟି ସଂକଳ୍ପ
Friday, March 29