ଖେଳ ଦେଶ ବିଦେଶ

ଏଭିନ୍ ଲୁଇସଙ୍କ ବିସ୍ଫୋରକ ବ୍ୟାଟିଂ, ଲଗାଇଲେ ଲଗାତର ଛକା, ଭାଙ୍ଗିବାରୁ ଅଳ୍ପକେ ବର୍ତ୍ତିଗଲା ଯୁବରାଜଙ୍କ ରେକର୍ଡ

ଦୁବାଇ, ୩୧/୦୧: ଆବୁଧାବି ଟି୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଶନିବାର ଓ୍ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟସମ୍ୟାନ୍ ଏଭିନ୍ ଲୁଇସ୍ ଗୋଟିଏ ଓଭରରେ ୫ ଛକା ଲଗାଇଛନ୍ତି । ସେ ମରାଠା ଆରବିଆନ୍ସ ବିପକ୍ଷ ଏକ ମ୍ୟାଚରେ ଏହି କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି । ଏହି ପାଳି ପାଇଁ ଦିଲ୍ଲୀ ବୁଲ୍ସ ମରାଠାକୁ ୯ ଓ୍ୱିକେଟରେ ପରାସ୍ତ କରିଥିଲା । ସେଖ ଜାୟଦ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ମରାଠା ୧୦ ଓଭରରେ ୮୭ ରନ୍ କରିଥିଲା […]

ଖେଳ ଦେଶ ବିଦେଶ

କଙ୍ଗାରୁ ଆକୃତିର କେକ୍ କାଟିଲେନି ରାହାଣେ, କାରଣ ଜାଣିବା ପରେ ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ, ୩୧/୦୧: ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ବିଜୟ ହାସଲ କରିବା ପରେ ଭାରତୀୟ କ୍ରିକେଟର ଆଜିଙ୍କ୍ୟ ରାହାଣେଙ୍କୁ ଖୁବ୍ ପ୍ରଶଂସା କରାଯାଉଛି । କୋହଲିଙ୍କ ଅନୁପସ୍ଥିତିରେ ରାହାଣେଙ୍କ ନେତୃତ୍ୱରେ ଭାରତ ୨-୧ରେ ସିରିଜ କବଜା କରିଥିଲା । ସେ ଯେବେ ଭାରତ ଫେରିଲେ କଙ୍ଗାରୁ ଫଟୋ ଥିବା ଏକ କେକ୍ ନକାଟି ଚର୍ଚ୍ଚାରେ ରହିଛନ୍ତି । ସେ କଣ ପାଇଁ ଏପରି କେକ୍ କାଟିନଥିଲେ ସେନେଇ ମତ ଦେଇଛନ୍ତି । ରାହାଣେ କହିଛନ୍ତି ଯେ, କଙ୍ଗାରୁ ଅଷ୍ଟ୍ରେଲିଆର […]

ଦେଶ ବିଦେଶ ମନୋରଞ୍ଜନ

ପତ୍ନୀଙ୍କୁ ଝୁରି ଝୁରି ଆରପାରିକୁ ଚାଲିଗଲେ ଚର୍ଚ୍ଚିତ ଅଭିନେତା ଇନ୍ଦ୍ରଜିତ

କୋଲକାତା, ୩୧/୧: ବେଙ୍ଗଲି ସିନେମା ଜଗତର ଦକ୍ଷ ଅଭିନେତା ଇନ୍ଦ୍ରଜିତ ଦେବ୍‌ଙ୍କର ହୃଦ୍‌ଘାତରେ ପରଲୋକ ଘଟିଛି । ଗତକାଲି ସକାଳ ସମୟରେ ଛାତିରେ ଯନ୍ତ୍ରଣା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । କିଛି ବର୍ଷ ହେବ ସେ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ । ତାଙ୍କ ପରଲୋକରେ ବେଙ୍ଗଲି ସିନେମା ଇଣ୍ଡଷ୍ଟ୍ରି ଜଣେ ବଡ଼ କଳାକାରଙ୍କୁ ହରାଇଛି । ଏ ନେଇ ବେଙ୍ଗଲି କଳାକାର […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ନିଜକୁ ସୁସ୍ଥ ସବଳ ଅନୁଭବ କରିବେ। ସମସ୍ତଙ୍କୁ ସାଥୀରେ ନେଇ ଚାଲିବାକୁ ଚେଷ୍ଟା କରିବେ। ବେପାରୀଙ୍କୁ ଧନଲାଭ ହେବ। ଦାମ୍ପତ୍ୟ ଜୀବନ ମଧୁର ରହିବ। ବୃଷ: ଆପଣଙ୍କର ମାନସିକ ଅଶାନ୍ତି ହ୍ରାସ ହେବ। ଆୟ ବୃଦ୍ଧି ପାଇଁ ଉଚିତ ସୁଯୋଗ ପାଇବେ। ମହିଳା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ମିଥୁନ: ଆପଣଙ୍କ ତର୍କ ଶକ୍ତି ଅନ୍ୟମାନଙ୍କୁ ପସନ୍ଦ ହେବ। ଅଫିସରେ କୌଣସି ବଡ଼ ଡିଲ୍‌ ହୋଇପାରେ। ବିବାହିତଙ୍କ ଲାଗି ଦିନଟି ଉତ୍ତମ। କର୍କଟ: ଧୈର୍ଯ୍ୟ ଧରି […]

କଳା ଓ ସଂସ୍କୃତି

ଏହି ମାଳାରେ ମନ୍ତ୍ର ଜପ କଲେ ହେବନାହିଁ ଧନର ଅଭାବ: କେଉଁ ମାଳା ଧାରଣ କଲେ ବା ଜପ କଲେ କଣ ଲାଭ ମିଳିଥାଏ ପଢନ୍ତୁ

ଭୁବନେଶ୍ୱର ୩୦/୦୧ : ହିନ୍ଦୁ ଧର୍ମରେ ମନ୍ତ୍ର ଜପର ଅନେକ ମହତ୍ତ୍ୱ ରହିଛି। ମନ୍ତ୍ର ଜପ ଦ୍ୱାରା ମାନସିକ ଶାନ୍ତି ପ୍ରାପ୍ତ ହୋଇଥାଏ। ବିଭିନ୍ନ ମନ୍ତ୍ର ଜପ ପାଇଁ ଭିନ୍ନ ଭିନ୍ନ ମାଳା ବ୍ୟବହାର କରାଯାଇଥାଏ। ମନ୍ତ୍ର ଜପ ଦ୍ୱାରା ବିଶେଷ ଫଳ ପ୍ରାପ୍ତ ହୋଇଥାଏ। ମାଳା ଧାରଣ କରିବା ଦ୍ୱାରା ମଧ୍ୟ ଅନେକ ସୁଫଳ ଓ ମାନସିକ ଶାନ୍ତି ପ୍ରାପ୍ତ ହୋଇଥାଏ। ସେଥିପାଇଁ ମାଳା ଧାରଣ କରିବା ବା ମନ୍ତ୍ର ଜପ ପାଇଁ ବ୍ୟବହାର କରିବା […]

ଲାଇଫ୍ ଷ୍ଟାଇଲ

ରାଗ ଓ ମସଲାଯୁକ୍ତ ଖାଦ୍ୟ ସବୁବେଳେ ହାନିକାରକ ନୁହେଁ, ମିଳିଥାଏ ଏହିସବୁ ଲାଭ

ଭୁବନେଶ୍ୱର ୩୦/୦୧ : ରାଗ ଖାଇବାକୁ ଅଧିକାଂଶ ଲୋକ ଭଲ ପାଆନ୍ତିନାହିଁ। ସ୍ୱାସ୍ଥ୍ୟ ପାଇଁ ହାନିକାରକ ଯୋଗୁଁ ଲୋକେ ରାଗ ମସଲାଯୁକ୍ତ ଖାଦ୍ୟରୁ ଦେଉରେଇ ରହିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏମିତି ବି ଅନେକ ଲୋକ ଅଛନ୍ତି ଯେଉଁମାନେ ରାଗ ଓ ମସଲାଯୁକ୍ତ ଖାଦ୍ୟ ଅଧିକ ପସନ୍ଦ କରନ୍ତି। ତେବେ ରାଗ ଖାଇବାର ମଧ୍ୟ କିଛି ଲାଭ ରହିଛି। ପଢନ୍ତୁ ରାଗ ଖାଇଲେ କଣ କଣ ଲାଭ ମିଳିଥାଏ। ୧. ରାଗ ଓ ମସଲାଯୁକ୍ତ ଖାଦ୍ୟ ଶରୀରର […]

କଳା ଓ ସଂସ୍କୃତି ଧର୍ମ

ଏହି ମନ୍ତ୍ରକୁ ଜପ କରିବା ଦ୍ବାରା ମିଳିପାରେ ମା’ ଲକ୍ଷ୍ମୀଙ୍କ କୃପା

ଭୁବନେଶ୍ବର ୩୦।୧: ମା’ ଲକ୍ଷ୍ମୀଙ୍କ କୃପା ସମସ୍ତେ ପାଇବା ପାଇଁ ଚାହିଁଥାନ୍ତି । କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିବା ଜଣାନଥାଏ । ବର୍ତ୍ତମାନ ଇଣ୍ଟରନେଟ୍ ମାଧ୍ୟମରେ ମଧ୍ୟ ଲୋକମାନେ ଅନେକ ପ୍ରକାରର ଧାର୍ମିକ ସୂଚନା ପାଇପାରୁଛନ୍ତି । କିନ୍ତୁ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ସେଥିରୁ ମଧ୍ୟ ବଞ୍ଚିତ ରହିଯାଉଛନ୍ତି । ଆସନ୍ତୁ ଜାଣିବା, ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବାର କିଛି ସରଳ ବିଧି । ମା’ ଲକ୍ଷ୍ମୀଙ୍କର […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ରାତିରେ କଳା ରଙ୍ଗର ପୋଷାକ ପିନ୍ଧୁଛନ୍ତି କି? ତେବେ ସାବଧାନ ! ନଚେତ୍ ପଡିପାରନ୍ତି ସମସ୍ୟାରେ

ଭୁବନେଶ୍ବର ୩୦।୧: ରଙ୍ଗ ଆମ ଜୀବନରେ ଗଭୀର ପ୍ରଭାବ ପକାଇଥାଏ । ଆଉ ସେହି ରଙ୍ଗ ଆମ ଜୀବନରେ ଅଲଗା ଖୁସି ଆଣିଥାଏ । କିନ୍ତୁ ଅନେକ ଲୋକଙ୍କୁ କଳା ରଙ୍ଗ ଖୁବ୍ ପସନ୍ଦ ହୋଇଥାଏ । ସେମାନେ ଅନେକ ସମୟରେ କଳା ରଙ୍ଗ ବ୍ୟବହାର କରି ବେଶ ଖୁସି ହୋଇଥାନ୍ତି । କିନ୍ତୁ ହିନ୍ଦୁ ଶାସ୍ତ୍ରରେ କଳା ରଙ୍ଗର ବ୍ୟବହାରକୁ ବାରଣ କରାଯାଇଛି । ଆମ ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି, ରାତିରେ କଳା ରଙ୍ଗର […]