ସୁନା ରୁପାରେ ସଜାହୋଇଛି ଅମ୍ବାନୀଙ୍କ ପୂଜାଘର: ଭଗବାନଙ୍କ ମୂର୍ତ୍ତିରେ ଖଚିତ ହୋଇଛି ହୀରା
ମୁମ୍ବାଇ ୦୬/୦୨ : ଦେଶର ସବୁଠାରୁ ଧନୀ ପରିବାର ଅମ୍ବାନୀଙ୍କ ଲାଇଫଷ୍ଟାଇଲ କେମିତି ତାହା ତ ସମସ୍ତେ ଜାଣିଛନ୍ତି। ତେବେ ଅମ୍ବାନୀଙ୍କ ଘର ଏଣ୍ଟିଲିୟାର ମନ୍ଦିରର କିଛି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଇଚି ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏଣ୍ଟିଲିୟା ଦୁନିଆର ସବୁଠାରୁ ମହଙ୍ଗା ଘରମାନଙ୍କ ମଧ୍ୟରୁ ଗୋଟିଏ। ଅମ୍ବାନୀ ପରିବାର ଭଗବାନଙ୍କ ଉପରେ ବହୁତ ବିଶ୍ୱାସ କରନ୍ତି। ଅମ୍ବାନୀ ପରିବାର ଯେକୌଣସି ଶୁଭ କାମ ପୂର୍ବରୁ ପୂଜା, ହୋମ, ଯଜ୍ଞ ଆଦି କରିଥାନ୍ତି। […]