ଦେଶ ବିଦେଶ ମନୋରଞ୍ଜନ

ଚର୍ଚ୍ଚାରେ ସାହିଦ୍ କପୁରଙ୍କ ପତ୍ନୀ ମୀରା

ବି-ଟାଉନ୍‌ର କବୀର ସିଂହ ଓରଫ୍ ସାହିଦ୍ କପୁରଙ୍କ ପତ୍ନୀ ମୀରା ରାଜପୁତଙ୍କୁ ନେଇ ଏବେ ସାମାଜିକ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା। ଦୁଇ ଛୁଆଙ୍କ ମା’ ମୀରା ବିକିନି ପିନ୍ଧା କିଛି ବୋଲ୍ଡ୍‌ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ଛାଡ଼ିଛନ୍ତି। ଏହି ଫଟୋଗୁଡ଼ିକୁ ପ୍ରଶଂସକମାନେ ଅଧିକ ସଂଖ୍ୟାରେ ପସନ୍ଦ କରିବା ସହ କେମଣ୍ଟରେ ‘ଆହା ମାମା, ତୁମ୍‌ ତୋ ହଟ୍ ମାମା’ ଲେଖିଛନ୍ତି। ସୂଚନାଯୋଗ୍ୟ, ଚଳଚ୍ଚିତ୍ର ଜଗତରୁ ଦୀର୍ଘ ବର୍ଷ ଦୂରେଇ ରହିବା ପରେ ମଧ୍ୟ ତାଙ୍କୁ ଚଳଚ୍ଚିତ୍ର ପ୍ରେମୀମାନେ ମୀରାଙ୍କୁ […]

ଦେଶ ବିଦେଶ ମନୋରଞ୍ଜନ

ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ଆଲିଆଙ୍କ କନ୍ୟାବେଶର ଫଟୋ

ମୁମ୍ବାଇ: ଆଲିଆଙ୍କ କନ୍ୟାବେଶ୍‌ ଦେଖିବା ପାଇଁ ତାଙ୍କର ଅଗଣତି ପ୍ରଶଂସକ ଅପେକ୍ଷା କରି ରହିଥିବା ବେଳେ ଇଣ୍ଟର୍‌ନେଟ୍‌ରେ ତାଙ୍କ କନ୍ୟାବେଶର ଏକ ଫଟୋ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଆଲିଆ ତାଙ୍କ ଦୀର୍ଘ ଦିନର ପ୍ରେମିକ ରଣବୀର କପୁରଙ୍କୁ କେବେ ବିବାହ କରିବେ ସେ ନେଇ ସଭିଙ୍କ ମନରେ ଉତ୍ସୁକତା ରହିଛି। ଅବଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଆଲିଆଙ୍କ କନ୍ୟାବେଶର ଫଟୋଟି ବାସ୍ତବ ନୁହେଁ ଏକ ଆଡ୍‌ ସୁଟ୍‌ ସମୟର। ତେବେ ତାଙ୍କର ଏହି […]

କଳା ଓ ସଂସ୍କୃତି ଧର୍ମ

ପଦ୍ମବେଶର ବାର୍ତ୍ତା

ଶ୍ରୀଜଗନ୍ନାଥ ଚେତନାରେ ବାରମ୍ବାର ପ୍ରତିପାଦିତ ହୋଇ ଆସିଛି ଯେ ସେ ଭାବର ଠାକୁର; ଭାବଗ୍ରାହୀ। ବସ୍ତୁ ଅପେକ୍ଷା ଭାବ ତାଙ୍କ ପାଇଁ ମୁଖ୍ୟ। ଯେତେ ନଗଣ୍ୟ ବା ତୁଚ୍ଛ ହେଲେ ମଧ୍ୟ, ସେ ସେହି ବସ୍ତୁକୁ ଗ୍ରହଣ କରନ୍ତି- ଯାହା ସହିତ ଭାବ ଜଡ଼ିତ ଥାଏ। ଶ୍ରୀଜଗନ୍ନାଥଙ୍କ ପଦ୍ମବେଶ ପଛରେ ଥିବା କିଂବଦନ୍ତି ଏହି ଭାବର କଥା କହେ। ମନୋହର ଦାସ ଜଣେ ହିନ୍ଦୀ ଭାଷାଭାଷୀ ଭକ୍ତ। ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ତାଙ୍କ ମନରେ ଆକୁଳତା ଥିଲା। […]

କଳା ଓ ସଂସ୍କୃତି ଧର୍ମ

ସରସ୍ୱତୀ: ନଦୀ ଓ ଦେବୀ

ଆମର ଉପାସନା ଓ ଐତିହ୍ୟରେ ସରସ୍ୱତୀ ଉଭୟ ନଦୀ ଓ ଦେବୀ। ପୁଣି ଏ ନଦୀ ଓ ଦେବୀ ପରସ୍ପରଠାରୁ ଅଭିନ୍ନ। ନଦୀ ଭାବରେ ସରସ୍ୱତୀ ଯେପରି ପବିତ୍ର, ଦେବୀ ଭାବରେ ସେ ସେପରି ଶୁଭ୍ର। ସାତଟି ପୂତସଲିଳା ନଦୀଙ୍କ ମଧ୍ୟରୁ ସେ ଅନ୍ୟତମା। ଅନ୍ୟ ଛଅ ନଦୀ ହେଉଛନ୍ତି- ଗଙ୍ଗା, ଯମୁନା, ଗୋଦାବରୀ, ନର୍ମଦା, ସିନ୍ଧୁ ଓ କାବେରୀ। ଯେ କୌଣସି ପୁଣ୍ୟ କାର୍ଯ୍ୟ କରିବା ସମୟରେ ଏହି ସାତ ନଦୀଙ୍କୁ ମନ୍ତ୍ରଦ୍ୱାରା ଆବାହନ କରାଯାଇଥାଏ। […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ପଥରେ ରହିଥିବା ବାଧା ଦୂର ହେବ। ରାଜନୀତିରେ ଆର୍ଥିକ ଲାଭ ହେବ। ପରିବାରରେ ଖୁସି ବଜାୟ ରହିବ। ଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ। ବୃଷ: ନୂଆ ରଣନୀତି ଆପଣଙ୍କ ଲାଗି ଲାଭଦାୟକ ହେବ। ପ୍ରିୟଜନଙ୍କ ସହିତ ସମୟ ଅତିବାହିତ କରିବେ। ପରିବାର ସହିତ କିଣାକିଣି ପାଇଁ ସହରକୁ ଯିବେ। ମିଥୁନ: ଧର୍ମ କାର୍ଯ୍ୟରେ ମନ ଲାଗିବ। ବୟୋଜ୍ୟେଷ୍ଠଙ୍କ ସେବା କରନ୍ତୁ, ଆର୍ଥିକ ସ୍ଥିତି ସୁଧୁରିବ। ପ୍ରତ୍ୟେକ ସମସ୍ୟାର ସମାଧାନ ସହସା ବାହାରି ଯିବ। କର୍କଟ: […]

କଳା ଓ ସଂସ୍କୃତି ଧର୍ମ

କଥା ଓ ଗାଥାରେ କୁମ୍ଭ ସଂକ୍ରାନ୍ତି

ଭାରତୀୟ ପରମ୍ପରାରେ ଜଳପୂର୍ଣ୍ଣ କୁମ୍ଭର ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଛି। କାରଣ ଏହାର ମୁଖରେ ରୁଦ୍ର, କଣ୍ଠରେ ବିଷ୍ଣୁ, ଆଧୋଭାଗରେ ବ୍ରହ୍ମା ଏବଂ କୁକ୍ଷି ଦେଶରେ ମାତୃକାଗଣ ନିବାସ କରିଥାନ୍ତି। ଆମ ରାଶିଚକ୍ରର ଏକ ରାଶିର ନାମ ମଧ୍ୟ କୁମ୍ଭ। ଜ୍ୟୋତିଷ ଗଣନା ଅନୁସାରେ, ସୂର୍ଯ୍ୟ ଯେଉଁ ରାଶିରେ ଯେତେବେଳେ ଅବସ୍ଥାନ କରନ୍ତି, ସେହି ଅନୁସାରେ ସେହି ମାସର ସଂକ୍ରାନ୍ତି ନାମିତ ହୋଇଥାଏ। ମକର ରାଶି ପରେ ସୂର୍ଯ୍ୟ କୁମ୍ଭ ରାଶିରେ ଅବସ୍ଥାନ କରନ୍ତି। ତେଣୁ ତାହା ‘କୁମ୍ଭ […]

ଦେଶ ବିଦେଶ ମନୋରଞ୍ଜନ

କଙ୍ଗନାଙ୍କୁ ଶୁଟିଂ ବନ୍ଦ ପାଇଁ ମିଳିଲା ଧମକ, ସେ କହିଲେ- କଂଗ୍ରେସ ମୋତେ ନେତା କରିକି ହିଁ ଛାଡିବ

ମୁମ୍ବାଇ ୧୨।୨: ବଲିଉଡ୍ ପଙ୍ଗା ଗର୍ଲ ତଥା ଅଭିନେତ୍ରୀ କଙ୍ଗନା ରଣାଓ୍ବତ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି । ସବୁ ପ୍ରସଙ୍ଗରେ ସେ ଟ୍ବିଟ୍ କରି ନିଜ ମତାମତ ଦେଇଥାନ୍ତି । କଙ୍ଗନାଙ୍କ ମତାମତକୁ କିଛି ଲୋକ ପସନ୍ଦ କରୁଥିବା ବେଳେ କିଛି ଲୋକ ନାପସନ୍ଦ କରିଥାନ୍ତି । ନିକଟରେ କଙ୍ଗନା ରଣାଓ୍ବତଙ୍କୁ ମଧ୍ୟପ୍ରଦେଶ ବୈତୁଲ ଜିଲ୍ଲା କଂଗ୍ରେସ ନେତା ଏହା କହି ଧମକ ଦେଇଥିଲେ ଯେ, ଯଦି କଙ୍ଗନା କୃଷକଙ୍କୁ ନେଇ କହିଥିବା କଥା […]

କଳା ଓ ସଂସ୍କୃତି ଧର୍ମ

ଏହି ସ୍ଥାନରେ ଆଜି ବି ଅଛି ଭଗବାନ ଶିବଙ୍କ ପାଦ ଚିହ୍ନ, ପଢନ୍ତୁ ପୌରାଣିକ କଥା

ନୂଆଦିଲ୍ଲୀ ୦୯/୦୨ : ସନାତନ ଧର୍ମରେ ଭଗବାନ ଶିବ ତ୍ରିଦେବଙ୍କ ମଧ୍ୟରୁ ଜଣେ। ସେ ଆଜି ବି କୈଳାସ ପର୍ବତରେ ବାସ କରନ୍ତି ବୋଲି ବିଶ୍ୱାସ ରହିଛି। ଶିବଙ୍କୁ ସଂହାରକର୍ତ୍ତା ବୋଲି ମଧ୍ୟ କୁହାଯାଏ। ଭଗବାନ ଶିବ କୈଳାସ ପର୍ବତରେ ବାସ କରି ମଧ୍ୟ ଆକାଶ ମାର୍ଗ ଦ୍ୱାରା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଭ୍ରମଣ କରିଥାନ୍ତି ବୋଲି କୁହାଯାଏ। ଭ୍ରମଣ ସମୟରେ ଭଗଵାନ ଶିବ ପୃଥିବୀରେ ଯେଉଁ ଯେଉଁ ସ୍ଥାନରେ ପାଦ ଦେଇଥିଲେ ସେହି ସ୍ଥାନରେ […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟକର ସୋୟାବିନ ବି ହୋଇପାରେ ହାନିକାରକ: ଏହି ରୋଗୀଙ୍କ ପାଇଁ ବିଷ, ଭୁଲରେ ବି କରନ୍ତୁନି ସେବନ

ଭୁବନେଶ୍ୱର ୧୦/୦୨ : ସୋୟାବିନ ବହୁତ ଲୋକଙ୍କ ପସନ୍ଦ। ସୋୟାବିନରେ ଭରପୁର ମାତ୍ରାରେ ସୋୟାବିନ ରହିଛି। ସୋୟାବିନରେ ଲୋକେ ଅନେକ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି। ସୋୟାବିନ ପ୍ରୋଟିନର ଏକ ଭଲ ଉତ୍ସ ହୋଇଥିଲେ ମଧ୍ୟ ଏହାଦ୍ୱାରା କିଛି ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ହୋଇଥାଏ। ସୋୟାବିନ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥିବାବେଳେ ଅପରପକ୍ଷରେ ଅତ୍ୟଧିକ ମାତ୍ରାରେ ସୋୟାବିନ ସେବନ ହାନିକାରକ ପ୍ରମାଣିତ ହୋଇଥାଏ। ସୋୟାବିନ ଦ୍ୱାରା କଣ କଣ ଅସୁବିଧା ହୋଇଥାଏ ଜାଣନ୍ତୁ – ସୋୟାବିନ ଦ୍ୱାରା […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ମହିଳାଙ୍କୁ ଭାରି ପଡିଲା ଏହି ହେୟାର ଷ୍ଟାଇଲ : ବ୍ୟବହାର କଲେ ଏପରି କେମିକାଲ୍, ଚଟ୍ଟାଣ ପରି ଟାଣ ହୋଇଗଲା କେଶ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ ୧୧/୦୨ : କୌଣସି ପ୍ରୋଗ୍ରାମ୍, ଫଙ୍କସନ୍ କିମ୍ବା ପାର୍ଟି ରେ ଝିଅମାନେ ଷ୍ଟାଇଲିସ୍ ଦେଖାଯିବା ପାଇଁ କେଶରେ ଅନେକ ପ୍ରକାରର ହେୟାର ଷ୍ଟାଇଲ କରିଥାନ୍ତି ଏବଂ ତାହାକୁ ପୁଣି ହେୟାର ସ୍ପ୍ରେ ରେ ସେଟ୍ କରିଥାନ୍ତି । ହେୟାର ସ୍ପ୍ରେ ଦ୍ୱାରା କେଶ ଅନେକ ସମୟ ପର୍ଯ୍ୟନ୍ତ ଭଲ ରହିବା ସହିତ ହେୟାର ଷ୍ଟାଇଲ ଖରାପ ହୋଇନଥାଏ । କିନ୍ତୁ ଅନେକ ସମୟରେ ହେୟାର ସ୍ପ୍ରେ ନଥିବା କାରଣରୁ ଝିଅମାନେ ହେୟାର ଜେଲ୍ କିମ୍ବା ଅନ୍ୟ […]