କଳା ଓ ସଂସ୍କୃତି ଧର୍ମ

ପ୍ରତି ଶୁକ୍ରବାର ଲକ୍ଷ୍ମୀନାରାୟଣଙ୍କ ମନ୍ଦିରରେ ଚଢାନ୍ତୁ ଏହି ଦ୍ରବ୍ୟ, ଖୋଲିବ ଧନ ପ୍ରାପ୍ତିର ଯୋଗ

ଭୁବନେଶ୍ୱର ୧୯/୦୨ : ଜୀବନରେ ସୁଖ ଶାନ୍ତିରେ ରହିବା ପାଇଁ ଅର୍ଥ ନିହାତି ଆବଶ୍ୟକ ହୋଇଥାଏ । ଧନ ପ୍ରାପ୍ତି ପାଇଁ ମା ଲକ୍ଷ୍ମୀଙ୍କ କୃପା ଲାଭ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଶୁକ୍ରବାର ଦେବୀ ମା ଙ୍କର ଦିନ ବୋଲି ଜଣା ଯାଇଥାଏ । ଏହି ଦିନ କିଛି ପ୍ରତିକାର ଦ୍ୱାରା ଦେବୀଙ୍କୁ ପ୍ରସନ୍ନ କରି କୃପା ପାଇପାରିବେ । ଘରକୁ ସଫାସୁତରା ରଖନ୍ତୁ : ଦେବୀ ଲକ୍ଷ୍ମୀ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

ଘରେ ରଖନ୍ତୁ ନାହିଁ ଏହି ୫ଟି ଜିନିଷ, ସୁଖ-ସମୃଦ୍ଧିରେ ଲାଗିପାରେ ପ୍ରତିବନ୍ଧକ

ନୁଆଦିଲ୍ଲୀ, ୧୭/୦୨: ସୁଖ-ସମୃଦ୍ଧି ପାଇଁ ଘରେ ରହିଥିବା ସମସ୍ତ ଜିନିଷକୁ ବାସ୍ତୁ ଆନୁସାରେ ସଜାଡ଼ି ରଖିବା ଜରୁରୀ ହୋଇଥାଏ । ଉପନିଷଦ ଅନୁସାରେ ଘରେ ରଖିଥିବା କିଛି ଜିନିଷକୁ ଅଶୁଭ ବୋଲି ଧରାଯାଏ । ଏହି ଜିନିଷ ଘରେ ରହିଲେ ପରିବାରରେ ଅଶାନ୍ତି ଲାଗିରହେ । ତେବେ ଆସନ୍ତୁ ଜାଣିବା ୫ଟି ଅଶୁଭ ଜିନିଷ କଣ… ବନ୍ଦ ଘଣ୍ଟା- ଘଣ୍ଟା ଆପଣଙ୍କ ଜୀବନକୁ ଆଗକୁ ନେଇଯାଇଥାଏ । ଏହା ଆପଣଙ୍କ ଖରାପ ସମୟକୁ ଟାଳି ଦେଇଥାଏ । […]

କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ସ୍ପେଶାଲ ରିପୋର୍ଟ

ଭାରତରେ ଅଛି ମା’ଙ୍କ ୫୧ ଶକ୍ତିପୀଠ: ଏହି ମନ୍ଦିରରେ ଆଜି ବି ନିଜ ଭକ୍ତଙ୍କୁ ଅପେକ୍ଷା କରିଛନ୍ତି ମା’

ଶିମଲା ୧୮/୦୨ : ସନାତନ ଧର୍ମରେ ଦେବୀମା’ଙ୍କୁ ଶକ୍ତି ସ୍ୱରୂପା ବୋଲି କୁହାଯାଏ। ଭାରତରେ ଦେବୀମା’ଙ୍କ ୫୧ ଶକ୍ତିପୀଠ ରହିଛି। ମାତା ସତୀଙ୍କ ଅଙ୍ଗ ଯେଉଁ ଯେଉଁ ସ୍ଥାନରେ ପଡିଥିଲା ସେହିସବୁ ସ୍ଥାନକୁ ମା’ଙ୍କ ଶକ୍ତିପୀଠ କୁହାଯାଏ। ଏହିସବୁ ଶକ୍ତିପୀଠରେ ମା’ ଭଗବାନ ଶିବଙ୍କ ସବୁବେଳେ ବାସ କରନ୍ତି ବୋଲି ବିଶ୍ୱାସ ରହିଛି। ଭାରତର ୫୧ ଶକ୍ତିପୀଠରୁ ଗୋଟିଏ ହିମାଚଳ ପ୍ରଦେଶରେ ଅବସ୍ଥିତ। ହିମାଚଳ ପ୍ରଦେଶରେ ରହିଛି ମା’ଙ୍କ ଜ୍ୱାଳାମୁଖୀ ମନ୍ଦିର। ହିମାଚଳ କାଙ୍ଗଡା ଜିଲ୍ଲା କାଲୀଧାର […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଏଥର ଅନଲାଇନରେ ମିଳିବ ମାଟ୍ରିକ ସାର୍ଟିଫିକେଟ

ଭୁବନେଶ୍ବର: ଏଥର ଅନଲାଇନରେ ମାଟ୍ରିକ ସାର୍ଟିଫିକେଟ ମିଳିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ସାର୍ଟିଫିକେଟ ସହ ସମସ୍ତ ଦସ୍ତାବିଜ ହାଇସ୍କୁଲ ପିଲାଙ୍କୁ ଅନଲାଇନରେ ମିଳିବ। ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଗଣଶିକ୍ଷା ବିଭାଗ ଓ ଓକାକର ମିଳିତ ପ୍ରୟାସରେ ହାଇସ୍କୁଲ ପିଲାଙ୍କୁ ସାର୍ଟିଫିକେଟ ଅନଲାଇନରେ ମିଳିବ ବୋଲି କୁହାଯାଇଛି।

ଖେଳ ଦେଶ ବିଦେଶ

ଯାଜପୁର ବନୁଛି କ୍ରୀଡ଼ା ହବ୍ : ୨୮ କୋଟିର ପ୍ରକଳ୍ପ କାର୍ଯ୍ୟ ଜାରି,କ୍ରିକେଟ ଷ୍ଟାଡିୟମ୍ ପାଇଁ ସ୍ଥାନ ଚିହ୍ନଟ

୨୦୨୩ ହକିର ପ୍ରଦର୍ଶନ ମ୍ୟାଚ ମିଳିବାର ସୁଯୋଗ ଶେଷ ପର୍ଯ୍ୟାୟରେ ଇନଡୋର ଏବଂ ସୁଇମିଂ ପୁଲ୍ ଯାଜପୁରସଦର, (ଅନିଲ କୁମାର ପଣ୍ଡା): ଯାଜପୁର ଦିନ‌େ କ୍ରୀଡାବିତଙ୍କ ପାଇଁ ଗର୍ବିତ ହେଉଥିବା ବେଳେ ଆଗାମୀ ଭବିଷ୍ୟତରେ କ୍ରୀଡା ହବରେ ପରିଣତ ହେବାକୁ ଯାଉଛି। ଯାଜପୁରର କ୍ରୀଡାବିତ୍ ଦେଶ ଓ ବିଦେଶରେ ରାଜ୍ୟ ଓଜିଲ୍ଲାର ନାମକୁ ଗର୍ବିତ କରୁଥିବା ବେଳେ ଆଗାମୀ ଯୁବପିଢ଼ୀଙ୍କ ପାଇଁ ଏହି କ୍ରୀଡା ହବ୍ ନୂଆ ଭବିଷ୍ୟତ ଆଣିଦେବ ବୋଲି ଆଶା କରାଯାଇଛି। Powered by […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟ ଓ କେଶ ପାଇଁ ହିତକର କଳା ଅଙ୍ଗୁର: ନିଶ୍ଚୟ ସେବନ କରନ୍ତୁ, ମିଳିବ ଏହିସବୁ ଫାଇଦା

ଭୁବନେଶ୍ୱର ୧୭/୦୨ : ଫଳମୂଳ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର। ଅଙ୍ଗୁର ଖାଇବାକୁ ବହୁତ ଲୋକ ପସନ୍ଦ କରନ୍ତି। କଳା ଅଙ୍ଗୁର ଖାଇବାକୁ ବହୁତ ପସନ୍ଦ କରନ୍ତି। କଳା ଅଙ୍ଗୁର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ। କିନ୍ତୁ ଯେକୌଣସି ଜିନିଷ ଅଧିକ ହେଲେ ହାନିକାରକ ହୋଇଥାଏ। ଠିକ ସେହିଭଳି ଅଧିକ ଅଙ୍ଗୁର ଖାଇବା ମଧ୍ୟ ହାନିକାରକ ହୋଇଥାଏ। ଅଧିକ ଅଙ୍ଗୁର ଖାଇବା ଦ୍ୱାରା ସଲିସିକ୍ଲିକ ଏସିଡ ପାଚନ ସମସ୍ୟା ସୃଷ୍ଟି କରିପାରେ। ଦିନକରେ ବହୁତ ଅଙ୍ଗୁର […]

ଦେଶ ବିଦେଶ ମନୋରଞ୍ଜନ

ରିଲିଜ୍ ହେଲା ପ୍ରଭାସଙ୍କ ରାଧେଶ୍ୟାମ ଫିଲ୍ମର ଟିଜର: ଗୋଟିଏ ଦୃଶ୍ୟ ପାଇଁ ଖର୍ଚ୍ଚ ହୋଇଛି ୧ କୋଟି ୬ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ରିଲିଜ ହୋଇଛି ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ରାଧେଶ୍ୟାମର ଟିଜର । ଏଥିରେ ବେଶ ରୋମାଂଟିକ ଅନ୍ଦାଜରେ ନଜର ଆସୁଛନ୍ତି ବାହୁବଳୀ ହିରୋ । ଟିଜରର ଆରମ୍ଭ ଏକ ରେଳଷ୍ଟେସନରୁ ହୋଇଛି । ଜଙ୍ଗଲ ଘାଟି ଦେଇ ଟ୍ରେନଟି ଆସୁଥିବା ବେଳେ ପୂଜା ହେଗେଡଙ୍କ ସହ ବେଶ ରୋମାଂଟିକ ଅନ୍ଦାଜରେ ନଜର ଆସୁଛନ୍ତି ପ୍ରଭାସ । ଏହି ସିନର ସୁଟିଂ ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ କରାଯାଇଛି । ଏଥିପାଇଁ ସ୍ୱତନ୍ତ୍ର ସେଟ ତିଆରି କରାଯାଇଥିବା ବେଳେ […]

ଦେଶ ବିଦେଶ ମନୋରଞ୍ଜନ

ମହିଳା ପଣ୍ଡିତ କଲେ ଦିୟାଙ୍କର ବାହାଘର

ମୁମ୍ବାଇ: ମହିଳା ସଶକ୍ତୀକରଣକୁ ନେଇ ସରକାରଙ୍କଠାରୁ ଜନସାଧାରଣ ସମସ୍ତେ ପ୍ରଚେଷ୍ଟା କରୁଛନ୍ତି | ତେବେ ଜଣେ ମହିଳା ପଣ୍ଡିତ ମନ୍ତ୍ର ଉଚ୍ଚାରଣ କରି ବିବାହ କରିବା ଆପଣ କେବେ ଦେଖିଛନ୍ତି କି? ଯଦି ନା, ତେବେ ବଲିଉଡ ଅଭିନେତ୍ରୀ ଦିୟା ମିର୍ଜାଙ୍କ ବାହାଘର ସମୟରେ ଏମିତି ଏକ ଫଟୋ ସାମ୍ନାକୁ ଆସିଛି, ଯାହାକୁ ନେଇ ସମସ୍ତେ ପ୍ରଶଂସା କରିଛନ୍ତି | ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଦିୟାଙ୍କ ପ୍ରଶଂସକ କହିଛନ୍ତି ଯେ ନାରୀ ସଶକ୍ତୀକରଣ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ଠାରୁ ପ୍ରେରଣା ପାଇବେ। ଶତ୍ରୁଙ୍କୁ ଜୟ କରିବେ। ଛାତ୍ରଛାତ୍ରୀଙ୍କୁ ପଢ଼ା କ୍ଷେତ୍ରରେ ଲାଭ ମିଳିବାର ଯୋଗ ରହିଛି। ବୃଷ: ଆଧୢାତ୍ମିକ ଭାବନାରେ ସମୟ ବିତିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଦାମ୍ପତ୍ୟ ସମ୍ବନ୍ଧରେ ସୁଖ ଭରି ରହିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ମିଥୁନ: କୌଣସି କାମରେ ଭାଇ ଭଉଣୀଙ୍କର ସହଯୋଗ ପାଇବେ। ଅଭିଜ୍ଞଙ୍କ ପରାମର୍ଶ ନେଇ ପୁଞ୍ଜି ବଜାରରେ ନିବେଶ କରନ୍ତୁ। ରାଜନୀତିରେ ଆର୍ଥିକ ଲାଭ ହେବ। କର୍କଟ: ଲକ୍ଷ୍ୟ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୩ ଛୁଇଁଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ବର ୧୮।୧: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୬୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୧୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକ ଜଣଙ୍କ ମୟୁରଭଞ୍ଜ ଜିଲ୍ଲାର । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୩୬୪୬୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । […]