ଉତ୍କଳ ବିଶ୍ଵ ବିଦ୍ୟାଳୟର ଦାୟିତ୍ଵହୀନତା: ପ୍ରଶ୍ନ ପତ୍ରରେ ଭୟଙ୍କର ଭୁଲ୍, ପ୍ରଫେସର ନା ଆଉ କିଏ ପ୍ରସ୍ତୁତ କରିଛନ୍ତି ?
ଭୁବନେଶ୍ଵର ୨୪।୦୩: ପରୀକ୍ଷାରେ ପିଲା ଭୁଲ୍ ଉତ୍ତର ଲେଖିଲେ ମାର୍କ କଟୁଛି, ହେଲେ ପ୍ରଶ୍ନ ପତ୍ରରେ ଭୁଲ ଲେଖାକୁ ନେଇ କାହାକୁ ଦାୟୀ କରାଯିବ ? ଯଦି ଖୋଦ୍ ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ପ୍ରଶ୍ନପତ୍ରରେ ସାଂଘାତିକ ତ୍ରୁଟି ଦେଖିବାକୁ ମିଳୁଛି ତା ହେଲେ ଆମେ ଆଉ କହିବା କାହାକୁ । ଜୁଲୋଜି ଅନର୍ସର ପଞ୍ଚମ ସେମିଷ୍ଟର ପ୍ରଶ୍ନ ପତ୍ରରେ ହୋଇଥିବା ତ୍ରୁଟିକୁ ଦେଖିଲେ ଲାଗୁଛି ଯେମିତି ଏହାକୁ ବିଶ୍ବବିଦ୍ୟାଳୟର କୌଣସି ପ୍ରଫେସର ନୁହନ୍ତି ବରଂ ଅନ୍ୟକେହି […]