ଅଳସୁଆ ସ୍ବାମୀର ନୃଶଂସ କାଣ୍ଡ : ଫାର୍ସାରେ ହାଣି ମା’ ଓ ୨ ଝିଅଙ୍କୁ କଲା ଗୁରୁତର
ଢେଙ୍କାନାଳ ୨।୪: ନୃଶଂସ ସ୍ବାମୀର ନାରକୀୟ କାଣ୍ଡ । ଅଳସୁଆ ହୋଇ କାମ ଧନ୍ଧା ନକରି ଘରେ ବସି ରହିଥିବାକୁ ନେଇ ପ୍ରତିବାଦ କରିବାରୁ ଘଟାଇଛି ନୃଶଂସ କାଣ୍ଡ । ଫାର୍ସାରେ ପତ୍ନୀଙ୍କୁ ଆକ୍ରମଣ କରିବାରୁ ପ୍ରତିବାଦ କରିଥିଲେ ଦୁଇ ଝିଅ । ଫଳରେ ରକ୍ତମୁଖା ପଲଟି ଯାଇଥିବା ବାପା ଦୁଇ ଝିଅଙ୍କୁ ମଧ୍ୟ ଛାଡି ନାହିଁ । ଫଳରେ ବାପାର ଫାର୍ସା ଚୋଟରେ ମା’ ଓ ଦୁଇ ଝିଅ ଗୁରୁତର ହୋଇଛନ୍ତି । କାମାକ୍ଷାନଗର ଡିମିରିଆ […]