ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଉପରମୁହାଁ କରୋନାକୁ ଚେକ୍ ଦେବାକୁ ବିଏମସି ଆକ୍ସନପ୍ଲାନ୍ : ଏନଫୋର୍ସମେଣ୍ଟ କଡାକଡି, ସ୍କୁଲ-ହଷ୍ଟେଲ ଖାଲି, ସମ୍ କୋଭିଡ୍ ହସ୍ପିଟାଲର ଶଯ୍ୟା ୨୫୦କୁ ବଢିଲା

ଭୁବନେଶ୍ବର ୮।୪: ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ୍ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । କୋଭିଡ୍ ସଂକ୍ରମଣ ବୃଦ୍ଧି ନେଇ ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ସେ କହିଛନ୍ତି ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ସେଥିପାଇଁ ଆମେ ସଜାଗ ଅଛୁ । ଏନଫୋର୍ସମେଣ୍ଟକୁ ଆମେ କମିଶନରେଟ୍ ପୋଲିସ ସହ ମିଶି ଆହୁରି ତ୍ବରାନ୍ବିତ କରିଛୁ । ନବମ ଏକାଦଶ ଶ୍ରେଣୀ ବାତିଲ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ବାକୁ ବିଏମସି ଆକ୍ସନପ୍ଲାନ୍ : ଏନଫୋର୍ସମେଣ୍ଟ କଡାକଡି, ସ୍କୁଲ-ହଷ୍ଟେଲ ଖାଲି, ସମ୍ କୋଭିଡ୍ ହସ୍ପିଟାଲର ଶଯ୍ୟା ୨୫୦କୁ ବଢିଲା|| କାମାକ୍ଷାନଗର : ରେଙ୍ଗାଳି ବାମପାର୍ଶ୍ବ ମୁଖ୍ୟ କେନାଲରେ ୫୦ ଫୁଟର ଘାଇ, ଶହ ଶହ ଏକର ଚାଷ ଜମିରେ ମାଡିଗଲା ପାଣି|| ଚୌଦ୍ବାରା : ବିରଳ ପ୍ରଜାତିର ଗରୁଡ ପକ୍ଷୀ ଉଦ୍ଧାର|| କଟକ : ସଙ୍କଟମୋଚନଙ୍କ ଆଶୀର୍ବାଦ ନେଇ କଳାକନା ବୁଲାଇଲା ଭକ୍ତ, CCTVରେ କଏଦ ହେଲା ଲୁଟ୍‌ର ଦୃଶ୍ୟ|| କରୋନା ସ୍ଥିତି ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ବୈଠକ: ସାମିଲ ହେବେନି ମମତା|| ଭୁବନେଶ୍ବର : ଉପରମୁହାଁ କରୋନାକୁ ଚେକ୍ ଦେବାକୁ ବିଏମସି ଆକ୍ସନପ୍ଲାନ୍ , ସମ୍ କୋଭିଡ୍ ହସ୍ପିଟାଲର ଶଯ୍ୟା ୨୫୦କୁ ବଢିଲା|| ୭ ଦିନ ପାଇଁ କାମ ବନ୍ଦ ଘୋଷଣା କଲେ ଦେହଜୀବୀ, କହିଲେ, ‘ଆମେ ଫ୍ରଣ୍ଟଲାଇନ୍ ଓ୍ୱାର୍କର୍, ଆଗ ଭାକସିନ୍ ତାପରେ ସର୍ଭିସ୍’|| ଭୁବନେଶ୍ବର : ସମ୍ କୋଭିଡ୍ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି, ୧୫୦ରୁ ୨୫୦କୁ ବୃଦ୍ଧି|| ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୭୯ କୋଭିଡ୍ ପଜିଟିଭ୍, ୩୪୫୫୨୬ରେ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା|| ଆଇପିଏଲ ଉପରେ କରୋନା ଛାଇ, ବିମାନବନ୍ଦରରେ ଅଲଗା ଚେକ୍-ଇନ୍ କାଉଣ୍ଟର ପାଇଁ ବିସିସିଆଇର ଅନୁରୋଧ|| ଉପରମୁହାଁ କରୋନାକୁ ଚେକ୍ ଦେବାକୁ ବିଏମସି ଆକ୍ସନପ୍ଲାନ୍ : ଏନଫୋର୍ସମେଣ୍ଟ କଡାକଡି, ସ୍କୁଲ-ହଷ୍ଟେଲ ଖାଲି, ସମ୍ କୋଭିଡ୍ ହସ୍ପିଟାଲର ଶଯ୍ୟା ୨୫୦କୁ ବଢିଲା

ଭୁବନେଶ୍ବର ୮।୪: ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ୍ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । କୋଭିଡ୍ ସଂକ୍ରମଣ ବୃଦ୍ଧି ନେଇ ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ସେ କହିଛନ୍ତି ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ସେଥିପାଇଁ ଆମେ ସଜାଗ ଅଛୁ । ଏନଫୋର୍ସମେଣ୍ଟକୁ ଆମେ କମିଶନରେଟ୍ ପୋଲିସ ସହ ମିଶି ଆହୁରି ତ୍ବରାନ୍ବିତ କରିଛୁ । ନବମ ଏକାଦଶ ଶ୍ରେଣୀ ବାତିଲ […]

ଦେଶ ବିଦେଶ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

କରୋନା ସ୍ଥିତି ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ବୈଠକ: ସାମିଲ ହେବେନି ମମତା

ନୂଆଦିଲ୍ଲୀ ୦୮/୦୪ : ଦେଶରେ କରୋନା ମହାମାରୀ ସ୍ଥିତି ଭୟଙ୍କର ହେବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି। କରୋନା ମହାମାରୀ ବିପଦ ବଢ଼ିବାରେ ଲାଗିଥିବା ବେଳେ କିଛି ନେତା ରାଜନୀତି କରିବାରେ ବ୍ୟସ୍ତ ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଗୁରୁବାର ସନ୍ଧ୍ୟାରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଡାକିଛନ୍ତି। କରୋନା ସ୍ଥିତି ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମୋଦି ଆଲୋଚନା କରିବେ। କିନ୍ତୁ ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମିଲ […]

ଦେଶ ବିଦେଶ ମନୋରଞ୍ଜନ

ପରଲୋକରେ କନ୍ନଡ ଅଭିନେତ୍ରୀ ପ୍ରତିମା ଦେବୀ, ୮୮ବର୍ଷ ବୟସରେ ଦୁନିଆରୁ ନେଲେ ବିଦାୟ

ନୂଆଦିଲ୍ଲୀ ୦୭/୦୪: ବି-ଟାଉନ୍ ଇଣ୍ଡଷ୍ଟ୍ରିରେ କରୋନା ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଅନେକ ଦିଗଜ କଳାକାର ମଧ୍ୟ ଦୁନିଆରୁ ବିଦାୟ ନେଇ ସାରିଲେଣି । ନିକଟରେ ପ୍ରସିଦ୍ଧ ଅଭିନେତ୍ରୀ ଶଶିକଳା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ବର୍ତ୍ତମାନ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । କନ୍ନଡ ଅଭିନେତ୍ରୀ ପ୍ରତିମା ଦେବୀ ୮୮ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି । ପ୍ରତିମା ଦେବୀ ଫିଲ୍ମ ନିର୍ମାତା ରାଜେନ୍ଦ୍ର ସିଂହ ବାବୁ ଏବଂ […]

ଦେଶ ବିଦେଶ ମନୋରଞ୍ଜନ ରାଜନୀତି

ବଢିପାରେ ଶୃତିଙ୍କ ଅଡୁଆ ! କମଲ ହାସନଙ୍କ ଝିଅ ବିରୋଧରେ ବିଜେପି ଫେରାଦ୍, ଜାଣନ୍ତୁ କାରଣ

ଚେନ୍ନାଇ ୦୭/୦୪: ତାମିଲନାଡୁରେ ବିଧାନସଭା ନିର୍ବାଚନର ରାଜନୈତିକ ଉତ୍ସାହୀଙ୍କ ମଧ୍ୟରେ ଫିଲ୍ମ ଅଭିନେତ୍ରୀ ଶୃତି ହାସନଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଭାରତୀୟ ଜନତା ପାର୍ଟି ମକ୍କଲ ନିଧି ମୟାମ (ଏମଏନଏମ) ମୁଖ୍ୟ କମଲ ହାସନଙ୍କ ଝିଅ ଶୃତି ହାସନଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଯେ କମଲ ହାସନଙ୍କ ସହ ଶୃତି ମତଦାନ ବୁଥ ପରିଦର୍ଶନ କରି ନିୟମ ଉଲ୍ଲଂଘନ କରିଛନ୍ତି । ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ଭୋଟ ଦେଇସାରିବା ପରେ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଜଗା ଦର୍ଶନ କରିବାକୁ ଆସୁଥିବା ଭକ୍ତ ପିନ୍ଧନ୍ତୁ ମାସ୍କ, ନହେଲେ ଦେବେ ଜରିମାନା: ପୁରୀ ପୁଲିସକୋଭିଡ ସମୀକ୍ଷା ନେଇ ଶ୍ରୀମନ୍ଦିର ଚତୁପାର୍ଶ୍ବରେ ପୁରୀ ପୁଲିସର ସ୍ବତନ୍ତ୍ର ଅଭିଯାନ

ପୁରୀ/ଭୁବନେଶ୍ବର: କରୋନା ଭାଇରସ ସଂକ୍ରମଣ ବୃଦ୍ଧି ‌ଦେଖାଯାଇଥିବାରୁ ରାଜ୍ୟରେ କଟକଣାକୁ ଆହୁରି ଜୋରଦାର୍‌ କରିଦିଆଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ପୁଲିସ ରାଜ୍ୟରେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଏହି ଦୃଷ୍ଟିରୁ ଶ୍ରୀମନ୍ଦିର ଚତୁପାର୍ଶ୍ବରେ ଆଜି ସ୍ବତନ୍ତ୍ର ଅଭିଯାନ ଚଳାଇଛି ପୁରୀ ପୁଲିସ। ତେବେ ପୁରୀ ପୁଲିସ ସାଧାରଣ ଜନତାଙ୍କ ନିକଟରେ ଅପିଲ କରିଛି ଯେ, ଜଗା ଦର୍ଶନ ପାଇଁ ପୁରୀ ଆସୁଥିବା ସମସ୍ତ ଶ୍ରଦ୍ଧାଳୁ ମାସ୍କ ପିନ୍ଧନ୍ତୁ। ମାସ୍କ ପିନ୍ଧି ନଥିଲେ ଜରିମାନା […]

ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ

ବାପା ହେଲେ ବାବୁସାନ୍‌

ଭୁବନେଶ୍ବର: ଓଲିଉଡ୍‌ ଅଭ‌ିନେତା ବାବୁସାନ୍‌ ମହାନ୍ତି ଆଜି ବାପା ହୋଇଛନ୍ତି। ତାଙ୍କ ପତ୍ନୀ ତୃପ୍ତି ଆଜି ସନ୍ଧ୍ୟାରେ ପଟିଆସ୍ଥିତ ଏକ ଘରୋଇ ହସ୍ପିଟାଲରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ସାମାଜିକ ଗଣମାଧ୍ୟମରେ ବାବୁସାନ୍‌ଙ୍କ ପରିବାରକୁ ଶୁଭେଚ୍ଛାର ସୁଅ ଛୁଟିଛି। ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କୁ ତାଙ୍କ ପ୍ରଶଂସକମାନେ ଜେଜେ ହେଲେ ବୋଲି ଅଭିନନ୍ଦନ ଜଣାଇଥିବାବେଳେ ଅପରାଜିତା ପ୍ରିୟଦର୍ଶିନୀଙ୍କୁ ଜେଜେମା’ ବୋଲି ବହୁ ପ୍ରଶଂସକମାନେ ଶୁଭେଚ୍ଛା ଜଣାଇଛନ୍ତି। ତେବେ ବାବୁସାନ୍‌ଙ୍କ […]

ଖେଳ ଦେଶ ବିଦେଶ

ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନାକୁ ହରାଇଲା ଭାରତ

ବୁଏନେସ ଏୟାର୍ସ: ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଲକ୍ଷ୍ୟ ନେଇ ଆର୍ଜେଣ୍ଟିନା ଗସ୍ତରେ ଥିବା ଭାରତୀୟ ହକି ଦଳ ସେଠାରେ ଖେଳିଥିବା ପ୍ରଥମ ମ୍ୟାଚ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଛି। ୬ ମ୍ୟାଚ୍ ବିଶିଷ୍ଟ ଗସ୍ତରେ ଭାରତ ୪ଟି ଅଭ୍ୟାସ ମ୍ୟାଚ୍ ଖେଳିବା ପରେ ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ଅନ୍ତର୍ଗତ ୨ଟି ଲଢ଼େଇରେ ଅବତ୍ତୀର୍ଣ୍ଣ ହେବ। ମଙ୍ଗଳବାର ଗସ୍ତର ପ୍ରଥମ ମୁକାବିଲାରେ କିନ୍ତୁ ଭାରତ ଚମତ୍କାର ଢଙ୍ଗରେ ୪-୩ ଗୋଲ୍‌ରେ ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନାକୁ ପରାସ୍ତ କରିଛି। […]

ଖେଳ ଦେଶ ବିଦେଶ

ଆଉ ୨ ଦିନ ପରେ, ମୁମ୍ବାଇ ଇଣ୍ଡିଆନ୍ସର ହ୍ୟାଟ୍ରିକ୍‌ ଆଶା

ମୁମ୍ବାଇ: ଆଇପିଏଲ୍‌ ଇତିହାସରେ ସବୁଠାରୁ ସଫଳତମ ଦଳର ମାନ୍ୟତା ପାଉଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ଏକାଧାରରେ ଅପରାଜେୟ ଏବଂ ଅପ୍ରତିଦ୍ବନ୍ଦ୍ବୀ କୁହାଯାଇପାରିବ। ଏହି ଦଳ ସର୍ବାଧିକ ୫ ଥର ବିଜେତା ହୋଇଛି। ପ୍ରିମିୟର୍‌ ଲିଗ୍‌ରେ ମାଞ୍ଚେଷ୍ଟର୍‌ ୟୁନାଇଟେଡ୍‌ ଦଳ ସହ ମଧ୍ୟ ତୁଳନୀୟ ରହିଛି। ଗତବର୍ଷ ଏହି ଦଳ ଯୁଗ୍ମ ଅଯୁଗ୍ମ ଧାରାର ସଫଳତାକୁ ଭାଙ୍ଗି ବିଜେତା ହୋଇଥିଲା। ଏଥର ଦଳକୁ ବଳକା ଲକ୍ଷ୍ୟ ‘ହ୍ୟାଟ୍ରିକ୍‌’ ବାଟରେ ଯିବାକୁ ପଡ଼ିବ। ଏଭଳି ସଫଳତା ଅଦ୍ୟାବଧି କେହି ପାଇନାହାନ୍ତି। ମୁମ୍ବାଇ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ପଞ୍ଜାବରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ

ଚଣ୍ଡୀଗଡ଼: କରୋନା ସଂକ୍ରମଣକୁ ବୃଦ୍ଧି ପାଉଥିବା ଦେଖି ଦିଲ୍ଲୀ ପରେ ଏବେ ପଞ୍ଜାବରେ ନାଇଟ କର୍ପ୍ୟୁ ଜାରି କରାଯାଇଛି। ଏହି ନାଇଟ କର୍ପ୍ୟୁ ଆଜି ରାତିରୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ପ୍ରତିଦିନ ୮ଘଣ୍ଟା ପାଇଁ ଲାଗୁ ହେବ। ନାଇଟ କର୍ପ୍ୟୁ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାଜ୍ୟରେ ଲାଗୁ କରାଯାଇଛି। ପଞ୍ଜାବ ସରକାର ରାଜ୍ୟରେ ରାଜନୈତିକ ସଭା ଉପରେ ବି ପ୍ରତିବନ୍ଧକ ଲଗାଇ ଦେଇଛନ୍ତି।