ଖେଳ ଦେଶ ବିଦେଶ

ତୀରନ୍ଦାଜୀ ବିଶ୍ୱକପ୍ ଷ୍ଟେଜ୍-୧ : ଚମକିଲେ ଦୀପିକା ଓ ଅତନୁ, ବ୍ୟକ୍ତିଗତ ବର୍ଗରେ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ, ୨୭।୦୪: ତୀରନ୍ଦାଜୀ ବିଶ୍ୱକପ୍‌ ଷ୍ଟେଜ୍‌-୧ ପ୍ରତିଯୋଗିତାରେ ଚମକିଛନ୍ତି ଭାରତର ତୀରନ୍ଦାଜୀ ଦମ୍ପତି ଦୀପିକା କୁମାରୀ ଓ ଅତନୁ ଦାସ। ଗୁଆଟେମାଲାରେ ଆୟୋଜିତ ରିକର୍ଭ ଇଭେଣ୍ଟର ବ୍ୟକ୍ତିଗତ ବର୍ଗରେ ଉଭୟ ଖେଳାଳି ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ସୁନାମ ଆଣିଛନ୍ତି। ଏହି ପ୍ରଦର୍ଶନ ବଳରେ ଦୀପିକା ଓ ଅତନୁ ତୀରନ୍ଦାଜୀ ବିଶ୍ୱକପ୍‌ ଫାଇନାଲ୍‌କୁ ଯୋଗ୍ୟତା ହାସଲ କରିଛନ୍ତି। ଏଥିସହ ଭାରତ ମୋଟ ୪ଟି ପଦକ ସହ ଅଭିଯାନ ଶେଷ କରିଛି। ସେଥିମଧ୍ୟରେ ୩ଟି ସ୍ୱର୍ଣ୍ଣ ଓ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

କଠୋର ହେଲେ ନିର୍ବାଚନ କମିଶନ: ବିଜୟ ଶୋଭାଯାତ୍ରା ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ ୨୭/୪: ବିଜୟ ଶୋଭାଯାତ୍ରା ଉପରେ ଲାଗିଲା କଟକଣା । କଟକଣା ଲଗାଇଲେ ନିର୍ବାଚନ କମିଶନ । ମେ ୨ ଗଣତି ଦିନ କିମ୍ବା ପରେ କୌଣସି ବିଜୟ ଶୋଭାଯାତ୍ରା ନକରିବାକୁ ସେ କଡାକଡି ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଖୁବ ଶୀଘ୍ର ନିର୍ଦ୍ଦେଶନାମା ଜାରି କରାଯିବ । ମେ ୨ରେ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ ପୁଡୁଚେରୀର ହେବ ଭୋଟ ଗଣତି । ଫଳାଫଳ ଆସିବା ପରେ ବିଜୟୀ ପ୍ରାର୍ଥୀ ଓ ଦଳୀୟ ନେତାମାନେ […]

ସ୍ୱାସ୍ଥ୍ୟ

ଖୁସି ଖବର : ମୁମ୍ବାଇରେ କମୁଛି ସଂକ୍ରମଣ, କିନ୍ତୁ ମୃତ୍ୟୁସଂଖ୍ୟା ଚିନ୍ତାଜନକ

ମୁମ୍ବାଇ, ୨୭।୦୪: ଖୁସି ଖବର । କମୁଛି ସଂକ୍ରମଣ । ମୁମ୍ବାଇରେ କାହାରୁଛନ୍ତି କମ୍ ସଂକ୍ରମିତ । ସୋମବାର ମହାରାଷ୍ଟ୍ରରେ ୪୮୭୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୁମ୍ବାଇରୁ ମାତ୍ର ୩୭୯୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ମୃତ୍ୟୁସଂଖ୍ୟାରେ ବେଶୀ କିଛି ଫରକ୍ ପଡିନାହିଁ । ସୋମବାର ହିଁ ୫୨୪ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୩ ସପ୍ତାହ ତଳେ ମୁମ୍ବାଇରେ ୧୧୦୦୦ ଦୈନିକ କେସ୍ ସାମ୍ନାକୁ ଆସୁଥିଲା । ଏବେ କିନ୍ତୁ ଏହା […]

ମନୋରଞ୍ଜନ

ଫ୍ରଣ୍ଟଲାଇନ୍ କର୍ମଚାରୀଙ୍କ ପାଇଁ ଖାଦ୍ୟ ପହଞ୍ଚାଇଲେ ସଲମାନ, ନିଜେ ଚାଖି ପରଖିଲେ କ୍ୱାଲିଟି

ମୁମ୍ବାଇ ୨୬/୦୪: କରୋନା ବୃଦ୍ଧି ପାଉଥିବାରୁ ସରକାର ଲୋକଙ୍କୁ ଟୀକାକରଣ ବିଷୟରେ ଅବଗତ କରାଉଥିବା ବେଳେ, ସେଲିବ୍ରେଟମାନେ ମଧ୍ୟ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ସୋନୁ ସୁଦ, ସୁସ୍ମିତା ସେନଙ୍କ ଭଳି ଷ୍ଟାରମାନଙ୍କ ପରେ ଏବେ ବଲିଉଡ ଅଭିନେତା ସଲମାନ ଖାନ ମଧ୍ୟ ସାହାଯ୍ୟର ହାତ ବଢାଇଛନ୍ତି । ସେ ତାଙ୍କ ଫୁଡ୍ ଭ୍ୟାନରେ ଫ୍ରଣ୍ଟଲାଇନ୍ କର୍ମଚାରୀଙ୍କ ପାଇଁ ଖାଦ୍ୟ ପଠାଇଛନ୍ତି । କେବଳ ଏତିକି ନୁହେଁ, ସଲମାନ ନିଜେ କରୋନା ଫ୍ରଣ୍ଟଲାଇନ […]

ମନୋରଞ୍ଜନ

ମୋଦିଙ୍କ ପ୍ରଶଂସା ପଡିଲା ମହଙ୍ଗା: ‘ଆଏଗା ତୋ ମୋଦି ହି’ କହି ଟ୍ରୋଲ୍ ହେଲେ ଅନୁପମ୍ ଖେର୍

ମୁମ୍ବାଇ ୨୫/୦୪ : ବଲିଉଡର ଅନେକ କଳାକାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୁବ ପ୍ରଶଂସା କରନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ବଲିଉଡ ଅଭିନେତା ଅନୁପମ୍ ଖେର୍। ସେ ଅନେକଥର ଶୋସିଲଲ ମିଡ଼ିଆରେ ବିଜେପି ଓ ମୋଦିଙ୍କ ସପକ୍ଷରେ ନିଜ ମତାମତ ଦେଇଛନ୍ତି। ଦେଶରେ କରୋନା ହାହାକାର ଖେଳାଇଥିବା ବେଳେ କିଛି ଲୋକେ ମୋଦିଙ୍କୁ ସମାଲୋଚନା କରୁଛନ୍ତି। ଅନୁପମ୍ ଖେର୍ ନିକଟରେ ଟ୍ୱିଟରେ ଜଣେ ସମାଲୋଚକକୁ ଜବାବ୍ ଦେଇଥିଲେ। ଜବାବରେ ଅନୁପମ୍ କହିଥିଲେ, ‘ଆଏଗା ତୋ ମୋଦି ହି’। […]

ଦେଶ ବିଦେଶ ମନୋରଞ୍ଜନ

ଶ୍ରେଷ୍ଠ ନିର୍ଦେଶିକା ଭାବେ ଓସ୍କାର୍‌ ଆଓ୍ଵାର୍ଡ ପାଇଲେ ପ୍ରଥମ ଏସୀୟ ମହିଳା କ୍ଲୋଇ ଜାଓ

ଓ୍ଵାସିଂଟନ୍‌: ‘ନୋମାଡ୍‌ଲାଣ୍ଡ୍‌’ ଚଳଚ୍ଚିତ୍ରର ନିର୍ଦେଶନା ଦେଇଥିବା ଚୀନ୍‌ ଜନ୍ମିତା ଚଳଚ୍ଚିତ୍ର ନିର୍ମାତ୍ରୀ କ୍ଲୋଇ ଜାଓଙ୍କୁ ରବିବାର ଦିନ ଶ୍ରେଷ୍ଠ ନିର୍ଦେଶିକା ଭାବେ ‘ଏକାଡେମି ଆଓ୍ଵାର୍ଡ’ ବା ଓସ୍କାର୍‌ ପୁରସ୍କାର ମିଳିଛି। ଏହି ସମ୍ମାନ ଲାଭ କରିବାରେ ସେ ହେଉଛନ୍ତି ପ୍ରଥମ ଏସୀୟ ମହିଳା ଏବଂ ଦ୍ୱିତୀୟ ଶ୍ରେଷ୍ଠ ନିର୍ଦେଶିକା। ଜୀବନଯାପନ ପାଇଁ ଅର୍ଥ ଉପାର୍ଜନ କରିବା ଲାଗି ଗୋଟିଏ କାମରୁ ଅନ୍ୟ କାମ ସନ୍ଧାନ କରୁଥିବା ବୟୋଜ୍ୟେଷ୍ଠ ଆମେରିକୀୟମାନଙ୍କ ଜୀବନଯାତ୍ରା ପ୍ରଦର୍ଶିତ ହୋଇଥିବା ଚଳଚ୍ଚିତ୍ର ‘ନୋମାଡ୍‌ଲାଣ୍ଡ୍‌’ରେ ଅଭିନେତ୍ରୀ […]

ଖେଳ ଦେଶ ବିଦେଶ

ଶ୍ରେଷ୍ଠ ନିର୍ଦେଶିକା ଭାବେ ଓସ୍କାର୍‌ ଆଓ୍ଵାର୍ଡ ପାଇଲେ ପ୍ରଥମ ଏସୀୟ ମହିଳା କ୍ଲୋଇ ଜାଓ

ଓ୍ଵାସିଂଟନ୍‌: ‘ନୋମାଡ୍‌ଲାଣ୍ଡ୍‌’ ଚଳଚ୍ଚିତ୍ରର ନିର୍ଦେଶନା ଦେଇଥିବା ଚୀନ୍‌ ଜନ୍ମିତା ଚଳଚ୍ଚିତ୍ର ନିର୍ମାତ୍ରୀ କ୍ଲୋଇ ଜାଓଙ୍କୁ ରବିବାର ଦିନ ଶ୍ରେଷ୍ଠ ନିର୍ଦେଶିକା ଭାବେ ‘ଏକାଡେମି ଆଓ୍ଵାର୍ଡ’ ବା ଓସ୍କାର୍‌ ପୁରସ୍କାର ମିଳିଛି। ଏହି ସମ୍ମାନ ଲାଭ କରିବାରେ ସେ ହେଉଛନ୍ତି ପ୍ରଥମ ଏସୀୟ ମହିଳା ଏବଂ ଦ୍ୱିତୀୟ ଶ୍ରେଷ୍ଠ ନିର୍ଦେଶିକା। ଜୀବନଯାପନ ପାଇଁ ଅର୍ଥ ଉପାର୍ଜନ କରିବା ଲାଗି ଗୋଟିଏ କାମରୁ ଅନ୍ୟ କାମ ସନ୍ଧାନ କରୁଥିବା ବୟୋଜ୍ୟେଷ୍ଠ ଆମେରିକୀୟମାନଙ୍କ ଜୀବନଯାତ୍ରା ପ୍ରଦର୍ଶିତ ହୋଇଥିବା ଚଳଚ୍ଚିତ୍ର ‘ନୋମାଡ୍‌ଲାଣ୍ଡ୍‌’ରେ ଅଭିନେତ୍ରୀ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ହେଲ୍‌ଥ ଟିପ୍ସ: ୯୦% ରୋଗୀ ଘରେ ଠିକ୍‌ ହୋଇପାରିବେ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଅତି ଉଦ୍‌ବେଜନକ ସ୍ଥିତିରେ ଥିବା ବେଳେ ଆଜି ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ, ମେଦାନ୍ତର ଅଧ୍ୟକ୍ଷ ଡ. ନରେଶ ତ୍ରେହାନ ଏବଂ ସ୍ବାସ୍ଥ୍ୟସେବା ମହାନିର୍ଦ୍ଦେଶକ ଡ. ସୁନୀଲ କୁମାର ଏକ ଭର୍ଚୁଆଲ ସମ୍ମିଳନୀରେ ଜନସାଧାରଣଙ୍କୁ କେତେକ ଜରୁରୀ ପରାମର୍ଶ ପ୍ରଦାନ କରିଛନ୍ତି। କରୋନା ପଜିଟିଭ୍‌ ଚିହ୍ନଟ ହେବାମାତ୍ରେ ଠିକ୍‌ ସମୟରେ ଔଷଧ ଗ୍ରହଣ କରିବା ଆରମ୍ଭ କଲେ ୯୦ ପ୍ରତିଶତ ରୋଗୀ ଘରେ ହିଁ ଠିକ୍‌ ହୋଇପାରିବେ ବୋଲି […]

ଦେଶ ବିଦେଶ ସ୍ୱାସ୍ଥ୍ୟ

କୋଭିଡ୍‌-୧୯: ଅକ୍ସିଜେନ୍‌ ସ୍ତର ବୃଦ୍ଧି ପାଇଁ କର୍ପୁର ଶୁଙ୍ଘିବା ଖୁବ୍‌ କ୍ଷତିକାରକ ହୋଇପାରେ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ପ୍ରାନ୍ତରେ ଅକ୍ସିଜେନ୍‌ ସଙ୍କଟ ଖବର ପ୍ରକାଶ ପାଉଥିବା ବେଳେ କନାରେ ‘କର୍ପୁର’ ଗୁଡ଼ାଇ ଶୁଙ୍ଘିଲେ ଶରୀରରେ ଅକ୍ସିଜେନ୍‌ ବଢ଼ିବ ବୋଲି ଯେଉଁ ଟିପ୍‌ସ୍‌ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି ତାହା କ୍ଷତିକାରକ। ଏହାର କୌଣସି ବିଜ୍ଞାନସମ୍ମତ ପ୍ରମାଣ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଖଣ୍ଡେ କପଡ଼ାରେ କର୍ପୁର, ଲବଙ୍ଗ, ଜୁଆଣି ଏବଂ କେଇ ବୁନ୍ଦା ନୀଳଗିରି ତୈଳ ଦେଇ ଦିନରାତି ଶୁଙ୍ଘନ୍ତୁ ବୋଲି ଭାଇରାଲ୍‌ ହୋଇଥିବା ଏହି ଟିପ୍‌ସ୍‌ କୁହାଯାଇଛି। ଏହା ଅମ୍ଳଜାନ […]

ଖେଳ

ହିମାଚଳରେ ତିଆରି ହେବ ଦେଶର ସର୍ବୋଚ୍ଚ ଷ୍ଟାଡିୟମ, ମ୍ୟାଚ୍ ଦେଖିପାରିବେ ୧୦ ହଜାର ଦର୍ଶକ

ନୂଆଦିଲ୍ଲୀ,୨୬/୦୪: ଭାରତରେ ତିଆରି ହେବ ଦେଶର ସର୍ବୋଚ୍ଚ କ୍ରିକେଟ୍ ଷ୍ଟାଡିୟମ । ହିମାଚଳ ପ୍ରଦେଶର ଲାହୌଲ ସ୍ପୀତି ଜିଲ୍ଲାରେ ଦେଶର ସର୍ବୋଚ୍ଚ କ୍ରିକେଟ ଷ୍ଟାଡିୟମ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଏଥିରେ ୧୦ ହଜାର ଦର୍ଶକ ବସିବା ଭଳି କ୍ଷମତା ରହିବ । ସବୁଠାରୁ ବଡ କଥା ହେଉଚି ଯେ ଏହି ଷ୍ଟାଡିୟମ ଅଟଳ ଟନେଲ ଠାରୁ ୮ କିମି ଦୂରରେ ନିର୍ମାଣ କରାଯିବ । ଏହା ସମୁଦ୍ର ପତନ ଠାରୁ ୧୧ ହଜାର […]