ରାଜ୍ୟ

ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ, ଆଜି ନନ୍ଦୋତ୍ସବ: ୪ ଘଣ୍ଟା ବନ୍ଦ ରହିଲା ଦର୍ଶନ

ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ନୀତି ସଂପନ୍ନ ହୋଇଛି। ଏଥିପାଇଁ ସୋମବାର ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା। ପୁରୀ: ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ନୀତି ସଂପନ୍ନ ହୋଇଛି। ଏଥିପାଇଁ ସୋମବାର ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା। ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କୁ ଅଳଙ୍କାର ଲାଗି ପୂର୍ବକ ଶ୍ରୀକୃଷ୍ଣ ଜନ୍ମନୀତି ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୭ରୁ ରାତି ୧୧ଟା ପର୍ଯ୍ୟନ୍ତ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। […]

ରାଜ୍ୟ

ସମାକୋଇ-ଚକଦର ଜଳସେଚନ ପ୍ରକଳ୍ପକୁ ବିରୋଧ, ୧୨ ଘଣ୍ଟିଆ ତେଲକୋଇ ବନ୍ଦ ଡାକରା

କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କରଦାଙ୍ଗି ପଞ୍ଚାୟତ ଅନ୍ତର୍ଗତ ଚକଦର ଠାରେ ସମାକୋଇ ନଦୀରେ ସମାକୋଇ-ଚକଦର ଜଳସେଚନ ପ୍ରକଳ୍ପକୁ ବିରୋଧ କରି ଆଜି ୧୨ ଘଣ୍ଟିଆ ତେଲକୋଇ ବନ୍ଦ ଡାକରା ଦିଆଯାଇଛି। ସମାକୋଇ-ଚକଦର ପ୍ରକଳ୍ପ ସମନ୍ୱୟ କମିଟି ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ। ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କରଦାଙ୍ଗି ପଞ୍ଚାୟତ ଅନ୍ତର୍ଗତ ଚକଦର ଠାରେ ସମାକୋଇ ନଦୀରେ ସମାକୋଇ-ଚକଦର ଜଳସେଚନ ପ୍ରକଳ୍ପକୁ ବିରୋଧ କରି ଆଜି ୧୨ […]

ରାଜ୍ୟ

ନିଜକୁ ପାଣ୍ଡିଆନଙ୍କ ଶଳା ବୋଲି କହୁଥିଲା ମାଷ୍ଟର୍‌ ମାଇଣ୍ଡ୍‌ ରମେଶ

ଚାକିରି ଦେବା ନାଁରେ ମାଲକାନଗିରି ଜିଲ୍ଲାରେ ଲକ୍ଷାଧିକ ଟଙ୍କାର ‌ଠକେଇ ହୋଇଛି। ଅଭିଯୋଗ ପରେ ମାଥିଲି ପୁଲିସ୍ ବିଜେଡି ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ମାଝି, କେନ୍ଦ୍ରାପଡ଼ାର ରମେଶ ଚନ୍ଦ୍ର ରାଉତ ଓ ସହଯୋଗୀ ଜୀବନ ସାହୁଙ୍କ ବିରୋଧରେ ମାମଲା ରୁଜୁ କରିଛି। ମାଲକାନଗିରି: ଚାକିରି ଦେବା ନାଁରେ ମାଲକାନଗିରି ଜିଲ୍ଲାରେ ଲକ୍ଷାଧିକ ଟଙ୍କାର ‌ଠକେଇ ହୋଇଛି। ଅଭିଯୋଗ ପରେ ମାଥିଲି ପୁଲିସ୍ ବିଜେଡି ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ମାଝି, କେନ୍ଦ୍ରାପଡ଼ାର ରମେଶ ଚନ୍ଦ୍ର ରାଉତ […]

ରାଜ୍ୟ

ଅନିର୍ଦ୍ଧିଷ୍ଟ କାଳ ପାଇଁ ଘରୋଇ ବସ୍ ସେବା ବନ୍ଦ କଲେ ମାଲକାନଗିରି ମାଲିକ ସଂଘ

ଆଜି ଠାରୁ ମାଲକାନଗିରି ଜିଲ୍ଲାରେ ଘରୋଇ ବସ ଚଳାଚଳ ବନ୍ଦ। ଜିଲ୍ଲାରେ ଚାଲୁଥିବା ଟାୟାର-୨ ଲକ୍ଷ୍ମୀ ବସ ଅର୍ଥାତ ବ୍ଲକ ସଦର ମହକୁମାରୁ ଜିଲ୍ଲା ସଦର ମହକୁମାକୁ ଯାତାୟତ କରୁଥିବା ଶୀତତାପ ନିୟନ୍ତ୍ରିତ ଲକ୍ଷ୍ମୀ ବସକୁ ବିରୋଧ କରିଛି ଜିଲ୍ଲା ଘରୋଇ ବସ ମାଲିକ ସଂଘ। ମାଲକାନଗିରି: ଆଜି ଠାରୁ ମାଲକାନଗିରି ଜିଲ୍ଲାରେ ଘରୋଇ ବସ ଚଳାଚଳ ବନ୍ଦ। ଜିଲ୍ଲାରେ ଚାଲୁଥିବା ଟାୟାର-୨ ଲକ୍ଷ୍ମୀ ବସ ଅର୍ଥାତ ବ୍ଲକ ସଦର ମହକୁମାରୁ ଜିଲ୍ଲା ସଦର ମହକୁମାକୁ ଯାତାୟତ […]

ଦେଶ ବିଦେଶ

ଆତ୍ମଘାତୀ ଡ୍ରୋନ୍ ପରୀକ୍ଷା କଲା ଉତ୍ତର କୋରିଆ

ଆମେରିକା ସହ ମଧ୍ୟରେ ଉତ୍ତେଜନା ମଧ୍ୟରେ ଉତ୍ତର କୋରିଆର ଶାସକ କିମ୍ ଜଙ୍ଗ୍ ଉନ୍ ନିଜର ସାମରିକ ଶକ୍ତି ବଢାଇବାରେ ଲାଗିଛନ୍ତି । ଗୋଟିଏ ପଟେ ଆମେରିକା ଓ ଦକ୍ଷିଣ କୋରିଆ ମଧ୍ୟରେ ସମରାଭ୍ୟାସ ଚାଲିଥିବାବେଳେ ଉତ୍ତର କୋରିଆ ନିଜର ଆତ୍ମଘାତୀ ଡ୍ରୋନ ପରୀକ୍ଷା କରିଛି । ସିଓଲ: ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଉତ୍ତେଜନା ମଧ୍ୟରେ ଉତ୍ତର କୋରିଆର ଶାସକ କିମ୍ ଜଙ୍ଗ୍ ଉନ୍ ନିଜର ସାମରିକ ଶକ୍ତି ବଢାଇବାରେ ଲାଗିଛନ୍ତି । ଗୋଟିଏ […]

ରାଜ୍ୟ

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ କରାଯିବ

ଖୁବ୍ ଶୀଘ୍ର ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ କରାଯିବ। ଏ ନେଇ ନିଷ୍ପତ୍ତି ନେବେ ସରକାର।ମୁଖ୍ୟମନ୍ତ୍ରୀ ଏ ନେଇ ଆଲୋଚନା କରିଛନ୍ତି। ଆଗାମୀ ଦିନରେ ସରକାର କଣ କରିବେ ସେ ନେଇ ଶୀଘ୍ର ନିଷ୍ପତ୍ତି ହେବ। ଭୁବନେଶ୍ୱର:ଖୁବ୍ ଶୀଘ୍ର ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ କରାଯିବ। ଏ ନେଇ ନିଷ୍ପତ୍ତି ନେବେ ସରକାର।ମୁଖ୍ୟମନ୍ତ୍ରୀ ଏ ନେଇ ଆଲୋଚନା କରିଛନ୍ତି। ଆଗାମୀ ଦିନରେ ସରକାର କଣ କରିବେ […]

ରାଜ୍ୟ

ଆସିଲା ‘ସୁଭଦ୍ରା’ ଗାଇଡଲାଇନ୍‌, କିଏ ହୋଇପାରିବେ ହିତାଧିକାରୀ ଜାଣନ୍ତୁ

ଓଡ଼ିଶାର ମହିଳାଙ୍କ ପାଇଁ ବିଜେପି ସରକାର ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି। ପୂର୍ବରୁ ଏସ୍‌ଓପି ଜାରି କରିଥିବା ବେଳେ ଏବେ ଗାଇଡଲାଇନ୍‌ ବାହାର କରିଛନ୍ତି। ଏହି ‌ଗାଇଡଲାଇନ୍‌ ମାଧ୍ୟମରେ କିଏ ହିତାଧିକାରୀ ହୋଇପାରିବେ ରାଜ୍ୟ ସରକାର ଏନେଇ ସ୍ପଷ୍ଟକରିଛନ୍ତି। ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନା ନେଇ ରାଜ୍ୟ ସରକାର ସୋମବାର ଗାଇଡଲାଇନ୍‌ ଜାରି କରିଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି ହୋଇଥିବା ‘ସୁଭଦ୍ରା’ ଯୋଜନାରେ ମୋହନ ମାଝୀ ସରକର କହିଛନ୍ତି ଜୁଲାଇ […]

ରାଜ୍ୟ

ବିପଦସଂକୁଳ ସ୍ଥିତିରେ ଜାତୀୟ ରାଜପଥ ପାର୍ଶ୍ବରେ ପନିପରିବା ବିକୁଛନ୍ତି ବ୍ୟବସାୟୀ

ରାସ୍ତାକଡ଼ରେ ବ୍ୟବସାୟ କଲେ ଗ୍ରାହକ ଅଧିକ ଆସିବେ ବୋଲି ବ୍ୟବସାୟୀମାନେ ଚିନ୍ତା କରିଥାନ୍ତି। କିନ୍ତୁ ରାସ୍ତାକଡ଼ରେ ବେପାର କରିବା ଦ୍ବାରା କେ‌ତେବେଳେ ଦୁର୍ଘଟଣାର ଶିକାର ହେବାକୁ ପଡ଼ିଥାଏ, ଏହା କେହି ଜାଣିନଥାନ୍ତି। ଅନ୍ୟପଟରେ ପ୍ରଶାସନର ମଧ୍ୟ ଆକ୍ରୋଶର ଶିକାର ହେବାକୁ ପଡ଼ିଥାଏ। କୋରାପୁଟ: ଯେତେ ମାଠିବୁ ମାଟ୍ ମୁଁ ସେହି ଦରପଡ଼ା କାଠ। ଏହି ଉକ୍ତିଟି କୋରାପୁଟ ସହରରେ ଜାତୀୟ ରାଜପଥ ୨୬ ପାର୍ଶ୍ବରେ ବସି ପନିପରିବା ବିକୁଥିବା ବ୍ୟବସାୟୀଙ୍କ ପାଇଁ ସଂପୁର୍ଣ୍ଣ ଉଦ୍ଧିଷ୍ଟ। ଶତାଧିକ ଉଠା […]

ଦେଶ ବିଦେଶ

ସନ୍ୟାସ ନେବେ ମାୟାବତୀ !: କହିଲେ ମୋତେ ରାଷ୍ଟ୍ରପତି କରିବା ଗୁଜବ ମଧ୍ୟ ଥିଲା…

ରାଜନୀତିରୁ ଅବସର ନେବା ଦାବି ଉପରେ ବିଏସପି ମୁଖ୍ୟ ମାୟାବତୀ ଏକ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ବିଏସପି ଜାତୀୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ମାୟାବତୀଙ୍କ ନୂତନ ବିବୃତି ଅନେକ ସଙ୍କେତ ଦେଉଛି। ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ସଭାପତି ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଏକ ବଡ଼ ବିବୃତି ଦେଇଛନ୍ତି। ସେ ବର୍ତ୍ତମାନ ବିଏସପି ଛାଡିବେ ବୋଲି ହେଉଥିବା ଚର୍ଚ୍ଚା ନେଇ ମାୟାବତୀ ପ୍ରତିକ୍ରିୟା ଦେଇଛନ୍ତି। ତେବେ […]

ଦେଶ ବିଦେଶ

୪୪ ଜଣିଆ ପ୍ରାର୍ଥୀ ତାଲିକା ଫେରାଇ ନେଇ ‘ସ୍ପେଶାଲ୍-୧୫’ ପ୍ରକାଶ କଲା ବିଜେପି

ପୂର୍ବାହ୍ନରେ ବିଜେପି ୪୪ ଜଣିଆ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିବା ବେଳେ ଏହି ତାଲିକା ମାତ୍ର ଦୁଇ ଘଣ୍ଟା ମଧ୍ୟରେ ପ୍ରତ୍ୟାହାର କରାଯାଇଥିଲା। ଏହା ପରେ ତାଲିକାରେ କିଛି ସଂଶୋଧନ ପରେ ଏହାକୁ ପୁନଃପ୍ରକାଶ କରାଯିବ ବୋଲି କୁହାଯାଇଥିଲା। ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ସୋମବାର ବିଜେପି ଏକ ନୂତନ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ୧୫ ଜଣ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯାଇଛି। ପୂର୍ବାହ୍ନରେ ବିଜେପି […]