ପରବର୍ତ୍ତୀ ଶାନ୍ତି ଆଲୋଚନା ପାଇଁ ଭାରତ ଉପଯୁକ୍ତ ସ୍ଥାନ ହୋଇପାରେ : ଜେଲେନସ୍କି
ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପରବର୍ତ୍ତୀ ଶାନ୍ତି ଚୁକ୍ତି ବୈଠକ ପାଇଁ ଭାରତ ଏକ ଭଲ ସ୍ଥାନ ହୋଇପାରେ। ଶେଷ ଥର ପାଇଁ ସ୍ୱିଜରଲ୍ୟାଣ୍ଡରେ ଶାନ୍ତି ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। କିବ୍ : ଗତ ଅଢ଼େଇ ବର୍ଷ ଧରି ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଶୀଘ୍ର ଶେଷ ହେବାର ନାଁ ନେଉନାହିଁ। ଉଭୟ ପକ୍ଷରୁ ଘନ ଘନ ଆକ୍ରମଣ ଜାରି ରହିଛି । ତେବେ ଭାରତର […]









