ଇତିହାସ ଦ୍ବାରରେ ଅର୍ଜନ
ଅହମଦାବାଦ : ଖେଳ କୌଣସି ଧର୍ମ କିମ୍ବା ସଂପ୍ରଦାୟ ମଧ୍ୟରେ ସୀମିତ ରହେନାହିଁ। ରହିବା କଥା ମଧ୍ୟ ନୁହେଁ। ତଥାପି ଯଦି ଭାରତୀୟ କ୍ରିକେଟ୍ ଦଳରେ ପାର୍ସି ସମୁଦାୟର ଖେଳାଳିଙ୍କ ପ୍ରତିନିଧିତ୍ବକୁ ବିଚାରକୁ ନିଆଯାଏ, ତାହାଲେ ନିଶ୍ଚିତ ଭାବେ ଏହା ଅତି ନଗଣ୍ୟ। ହାତଗଣତି ପାର୍ସି କ୍ରିକେଟର୍ ହିଁ ଭାରତୀୟ କ୍ରିକେଟ୍ ଦଳର ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ଫାରୁକ୍ ଇଞ୍ଜିନିୟର ସମ୍ଭବତଃ ସବୁଠାରୁ ଚର୍ଚିତ ଓ ସଫଳ ଥିଲେ। ଇଞ୍ଜିନିୟର ୧୯୭୫ ମସିହାରେ […]