ପୁରୀ: ଶ୍ରୀମନ୍ଦିର ହେରିଟେଜ କରିଡରରେ ଥିବା ୫ ମଠ ଘର ଉଚ୍ଛେଦ ପରେ ଏମାନଙ୍କୁ ଜିଲ୍ଲା ପ୍ରଶାସନ ଥଇଥାନ କରିଛି। ଆଜି ପବିତ୍ର ଅକ୍ଷୟ ତୃତୀୟାର ଏମାନେ ଭୂମି ପୂଜନ କରିଛନ୍ତି। ୫ ମଠର ଭୂମି ପୂଜନ ହୋଇଛି। ଏମାନେ ହେଲେ ଉତ୍ତର ପାର୍ଶ୍ଵ ମଠ, ରେବେସା ମଠ, ମଙ୍ଗୁ ମଠ, ଶ୍ରୀମାଳି ମଠ ଓ ସାନ ଛତା ମଠ। ସେହିଭଳି ଜଗନ୍ନାଥ ବଲ୍ଲଭ ପିଲଗ୍ରୀମ ସେଣ୍ଟର ପାଇଁ ଜଗନ୍ନାଥ ବଲ୍ଲଭ ଭୋଇ ପରିବାରଙ୍କୁ ବି ଥଇଥାନ କରାଯାଇଛି। ୫୯ ଭୋଇ ପରିବାରକୁ ଏଠାରେ ଥଇଥାନ କରାଯାଇଛି। ସମସ୍ତଙ୍କୁ ଜାଗା ମିଳିଛି। ଆଜି ଏମାନେ ଭୂମି ପୂଜନ କରିଛନ୍ତି। ପରବର୍ତ୍ତୀ ସମୟରେ ଘର ତିଆରି ବାବଦକୁ କିସ୍ତିରେ ଟଙ୍କା ମିଳିବ।
Trending
- କାହା ଝୁଲାକୁ ଯିବ ଆଦିବାସୀ ଭୋଟ: ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ତିନି ଦଳ
- ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଲାଙ୍ଗୀର ଓ ବରଗଡ଼ରେ ନିର୍ବାଚନ ପ୍ରଚାର
- ବିଜେଡି ଲୋକଙ୍କ ସମସ୍ୟା ସମାଧାନ କରିବାରେ ସ୍ଥାଣୁ ପାଲଟିଯାଇଛି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଏଥର ନିର୍ବାଚନରେ ଓଡ଼ିଶା ଇତିହାସ ସୃଷ୍ଟି କରିବ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଓଡିଶା ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ: ଏନକାଉଣ୍ଟରରେ ଜଣେ ନକ୍ସଲ ମୃତ
- ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
- ବିଦ୍ୟୁତ୍ ବିଭାଗକୁ ବାଉଁଶ ଢିରା
- ସାପ କାମୁଡାରେ ୩ବର୍ଷ ପୁଅ ମୃତ, ବିଷାକ୍ତ ରକ୍ତ ଶୋଷି ବାହାର କରି ବାପା ଗୁରୁତର
Sunday, May 12