ଅଜୟଙ୍କ ଅବଦାନ
କେବଳ ରୋଗ ନୁହେଁ, ଜୀବନଜୀବିକା ଛଡ଼ାଇ ନେଇଛି କରୋନା। ଏ ସମୟରେ ରଙ୍ଗିନ୍ ଦୁନିଆ ସହ ଜଡ଼ିତ ମଣିଷମାନେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହାକୁ ଆଖି ଆଗରେ ରଖି ଅଭିନେତା ଅଜୟ ଦେବଗନ ଏକ ସୁନ୍ଦର ନିଷ୍ପତ୍ତି ନେଇଛନ୍ତି। ସୁପରଷ୍ଟାର ହୁଅନ୍ତୁ କି ଫିଲ୍ମମେକର, ଏପରିକି ୟୁନିଟ୍ରେ କାମ କରୁଥିବା ଲାଇଟମ୍ୟାନ୍, ସେଟ୍ ଡେକୋରେଟର କ୍ୟାମେରା ଆଟେଣ୍ଡାଣ୍ଟ; ସମସ୍ତେ କୋଭିଡ୍ ସଂକ୍ରମଣ ପ୍ରକ୍ରିୟାର ଶିକାର ହେଇ ନିଜର ଜୀବନଜୀବିକା ହରାଇଛନ୍ତି। ଦୀର୍ଘଦିନ ହେବ ସିନେ ଇଣ୍ଡଷ୍ଟ୍ରିରେ କାମ […]