ତୃତୀୟ ଲହର ଆଶଙ୍କା ଏବେବି କମିନି, ସତର୍କତା ଅବଲମ୍ବନ କରିବାକୁ ଚେତାଇଲେ ଜନସ୍ବାସ୍ଥ୍ୟ...
ଭୁବନେଶ୍ବର ୫।୧୧: ୟୁରୋପୀୟ ଦେଶରେ ସଂକ୍ରମଣ ବଢିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ୟୁରୋପ ଏବଂ ଚାଇନାରେ ଯେଉଁ ଲହର ହେଉଛି...