କିଶନନଗରରେ ପ୍ରାଣୀ ଚିକିତ୍ସାର ବିକଳ ଚିତ୍ର: ୩ ଏଲ୍ଆଇ ଓ ୫ ଆଟେଣ୍ଡାଣ୍ଟ...
କିଶନନଗର: ପ୍ରାଣୀ ଚିକିତ୍ସାର ବିକଳ ଚିତ୍ର ଦେଖିବାକୁ ମିଳିଛି କିଶନନଗର ଅଞ୍ଚଳରେ। କିଶନନଗର ପ୍ରାଣୀ ଚିକିତ୍ସାଳୟ ଉପରେ ୧୦ଟି ପଞ୍ଚାୟତର ୨୦ହଜାରରୁ ଅଧିକ ଗୋରୁଗାଈ ଓ ଛେଳିମେଣ୍ଢାଙ୍କ...