NewsLaxmi7

About Author

13559

Articles Published
ଦେଶ ବିଦେଶ ମନୋରଞ୍ଜନ

ପରଦାକୁ ଆସିବ ‘ନୋ ଏଣ୍ଟ୍ରି’ର ସିକ୍ୱେଲ, ନିର୍ଦ୍ଦେଶନା ଦେବେ ଅନୀଷ ବଜମୀ

ମୁମ୍ବାଇ ୦୨।୦୩ : ଖୁବ ଶୀଘ୍ର ହଲକୁ ଆସିବ ବଲିଉଡ ଭାଇଜାନ ସଲମାନ ଖାନଙ୍କ ହିଟ ସିନେମା ‘ନୋ ଏଣ୍ଟ୍ରି’ର ସିକ୍ୱେଲ । ୨୦୦୫ରେ ସାରା ବଲିଉଡ...
ଧର୍ମ ରାଜ୍ୟ

ବାବା ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ସମ୍ପନ୍ନ, ଭୋର ୫ଟାରେ ଉଠିଲା ମହାଦୀପ

ଚାନ୍ଦବାଲି ୦୨।୦୩ : ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହେଲା ବାବା ଆଖଣ୍ଡଳଣିଙ୍କ ଜାଗରଯାତ୍ରା । ଭୋର ୫ଟାରେ ମନ୍ଦିରଚୂଡାକୁ ଉଠିଲା ମହାଦୀପ । ଖବର ଅନୁଯାୟୀ, ପବିତ୍ର...
ରାଜ୍ୟ ସ୍ୱାସ୍ଥ୍ୟ

ମା ତାରିଣୀଙ୍କ ମନ୍ଦିରରେ କରୋନା କଟକଣା କୋହଳ, ଦର୍ଶନ ବେଳେ ମାସ୍କ ପିନ୍ଧିବା...

ଘଟଗାଁ ୦୨।୦୩ : ଘଟଗାଁ ମା ତାରିଣୀଙ୍କ ମନ୍ଦିରରେ କୋହଳ ହେଲା କରୋନା କଟକଣା । କେବଳ ମାସ୍କ ପରିଧାନ କରି ଦର୍ଶନ କରିବେ ସମସ୍ତ ଭକ୍ତ...
ଦେଶ ବିଦେଶ ମନୋରଞ୍ଜନ

ଚଳଚ୍ଚିତ୍ର ସମୀକ୍ଷକ ଜୟ ପ୍ରକାଶ ଚୋକସିଙ୍କ ଦେହାନ୍ତ, କିଛି ଦିନ ପୂର୍ବରୁ ଲେଖିଥିଲେ...

ନୂଆଦିଲ୍ଲୀ ୦୨/୦୩ : ଜଣାଶୁଣା ଚଳଚ୍ଚିତ୍ର ସମୀକ୍ଷକ ଜୟପ୍ରକାଶ ଚୋକସି ଆଉ ନାହାଁନ୍ତି । ସେ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ । ଚୋକସି...
କଳା ଓ ସଂସ୍କୃତି ରାଜ୍ୟ

ହର ହର ମହାଦେବ ଧ୍ୱନିରେ ଗୁଞ୍ଝରିତ ହୋଇଥିଲା ଜଇରାମପୁର

କଟକ ଜିଲ୍ଲା ନିଶ୍ଚିତ କୋଇଲିର ବ୍ଲକ ଅନ୍ତର୍ଗତ ଜଇରାମପୁର ଠାରେ ହର ହର ମହାଦେବ ଧ୍ୱନିରେ ଗୁଞ୍ଝରିତ ହୋଇଥିଲା ଜଇରାମପୁର କ୍ଷେତ୍ର, ଉପେଶ୍ୱର ମନ୍ଦିର ପରିଷର ଶିବମୟ...
ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

କପିଳାସ ପୀଠରେ ସରିଲା ଜାଗର ଯାତ୍ରା, ଭକ୍ତ ଦେଖିଲେ ପ୍ରଭୁଙ୍କ ଦୁର୍ଲଭ ନାଗାଭରଣ...

ଢେଙ୍କାନାଳ ୦୨।୦୩: କୋଭିଡ଼ କଟକଣାରେ ଢେଙ୍କାନାଳର ପ୍ରସିଦ୍ଧ ଶିବପୀଠ କପିଳାସରେ ଜାଗର ଯାତ୍ରା ସମ୍ପନ୍ନ । ଭୋର ୪ଟା ୨୫ ମିନିଟରେ ମନ୍ଦିର ଚୁଡ଼ାକୁ ଉଠିଲା ମହାଦୀପ...
ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଫୁଲରେ ସଜେଇ ହେଲା ସ୍କୁଲ୍‌

ଭୁବନେଶ୍ବର: ଫୁଲରେ ସଜେଇ ହୋଇଥିଲା ସ୍କୁଲ। ଫାଟକରୁ ଆରମ୍ଭ କରି ଶ୍ରେଣୀଗୃହ ପର୍ଯ୍ୟନ୍ତ, ସବୁଠି ଶୋଭା ପାଉଥିଲା ଝୋଟି ଓ ବେଲୁନ୍‌। ପ୍ରବେଶ ପଥରେ ଥିଲା କଳସ...
ଦେଶ ବିଦେଶ ମନୋରଞ୍ଜନ

ରାକ୍ଷୀଙ୍କୁ ଧମକ ଦେଲେ ପୂର୍ବ ସ୍ଵାମୀ ରିତେଶ ! କହିଲେ- ମୋ ସାମ୍ନାକୁ...

ନୂଆଦିଲ୍ଳୀ ୦୧।୦୩ : ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ ଏବଂ ରିତେଶ ସିଂ ପରସ୍ପରଠାରୁ ଅଲଗା ହୋଇଛନ୍ତି। କିଛି ସମୟ ପୂର୍ବରୁ ପୋଷ୍ଟ ସେୟାର ରାକ୍ଷୀ ଅଲଗା...
ଦେଶ ବିଦେଶ ମନୋରଞ୍ଜନ

ଦୁର୍ଘଟଣାର ଶିକାର ହେଲେ କଚା ବାଦାମର ଗାୟକ ଭୁବନ, ହସ୍ପିଟାଲ୍‌ରେ ଭର୍ତ୍ତି

ମୁମ୍ବାଇ ୦୧।୦୩ : ପଶ୍ଚିମବଙ୍ଗର ଗାଁରେ ବାଦମ୍‌ ବିକ୍ରି କରୁଥିବା ଭୁବନ ନଜର କଚା ବାଦାମ ଗୀତ ଯୋଗୁଁ ବହୁତ ଚର୍ଚ୍ଚାକୁ ଆସିଥିଲେ । ସୋସିଆଲ ମିଡିଆରେ...
କଳା ଓ ସଂସ୍କୃତି ରାଜ୍ୟ ସ୍ପେଶାଲ ରିପୋର୍ଟ

ବାଲୁକା କଳାରେ ଶାନ୍ତିର ବାର୍ତ୍ତା, ରୁଦ୍ରାକ୍ଷରେ ସ୍ଥାପନ ହେଲା ମହାଦେବଙ୍କ ମୂର୍ତ୍ତି

ପୁରୀ ୦୧।୦୩: ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ । ଶାନ୍ତି ବିରାଜମାନ କରିବା ଦରକାର । ବିଶ୍ୱଶାନ୍ତି ଆମର କାମ୍ୟ । ମହାଶିବରାତ୍ରି ଉପଲକ୍ଷେ ସୁଦର୍ଶନ...