ପୂରଣ ହେଲାନି ଜାଡ଼େଜାଙ୍କ ଦ୍ଵିଶତକ, ଦ୍ରାବିଡଙ୍କ ଉପରେ ବର୍ଷିଲେ ପ୍ରଶଂସକ, ମନେ ପକାଇଲେ...
ମୋହାଲି ୦୫।୦୩: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମୋହାଲିରେ ପ୍ରଥମ ଟେଷ୍ଟ ଖେଳାଯାଉଛି। ଭାରତୀୟ ଦଳ ପ୍ରଥମ ଇନିଂସରେ ୫୭୪ ରନରେ ପାଳି ସମାପ୍ତି ଘୋଷଣା କରିଛି।...