NewsLaxmi7

About Author

13559

Articles Published
ଅପରାଧ ରାଜ୍ୟ

ଜମା କରିଥିବା ଟଙ୍କା ଫେରି ପାଉନାହାନ୍ତି ଜମାକାରୀ, ସାହାରା ଇଣ୍ଡିଆ ଅଫିସରେ ପକାଇଲେ...

କେନ୍ଦୁଝର, ୦୬/୦୬: କେନ୍ଦୁଝର ସାହାରା ଇଣ୍ଡିଆ ଅଫିସରେ ତାଲା ପକାଇଲେ ଉତ୍ତ୍ୟକ୍ତ ଜମାକାରୀ । ବର୍ଷ ବର୍ଷ ଧରି ଏହି ସଂସ୍ଥାରେ ଜମା ରଖିଥିବା ଟଙ୍କାର ଉଠାଣ...
ଅପରାଧ ରାଜ୍ୟ

ସରପଞ୍ଚ ଓ ପୂର୍ବତନ ସମିତିସଭ୍ୟଙ୍କୁ ବନ୍ଧୁକ ଦେଖାଇ ଦାଦାବଟି ମାଗିବା ଘଟଣାରେ ଜଣେ...

ଚଣ୍ଡିଖୋଲ, ୦୬/୦୬: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ନଳିପୁର ପଂଚାୟତର ସରପଞ୍ଚ ସେକ ଅବଦୁଲ ଗନୀ ଓ ପୂର୍ବତନ ସମିତିସଭ୍ୟ ବାଲିଚନ୍ଦ୍ରପୁରରୁ ଘରକୁ ଫେରୁଥିବା ସମୟରେ...
ଖେଳ ଦେଶ ବିଦେଶ

‘ଦରକାର ବେଳେ ଆଉଟ ହୋଇଯାଆନ୍ତି’ : ବିରାଟ-ରୋହିତ-ରାହୁଲଙ୍କ ଉପରେ ବର୍ଷିଲେ କପିଲ ଦେବ

ନୂଆଦିଲ୍ଲୀ ୦୬/୦୬: ଲଗାତର ଫେଲ୍ ମାରୁଛନ୍ତି ବିରାଟ କୋହଲି ଓ ରୋହିତ ଶର୍ମା । ଆଇପିଏଲରେ ବି ଉଭୟ ବ୍ୟାଟର୍ ସ୍କୋର କରିବାକୁ ସଙ୍ଘର୍ଷ କରୁଥିଲେ ।...
ଖେଳ ଦେଶ ବିଦେଶ

ବର୍ଷକୁ ଦୁଇ ଥର ଆଇପିଏଲ, ପ୍ରଥମ ଟୁର୍ଣ୍ଣାମେଣ୍ଟରେ ଖେଳାଯିବ ୯୪ ମ୍ୟାଚ୍ –...

ନୂଆଦିଲ୍ଲୀ ୦୬/୦୬: ସରିଛି ଆଇପିଏଲ ୨୦୨୨ । କିଛି ଦିନ ପରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି୨୦ ସିରିଜ୍ ଖେଳିବ । ଏହାମଧ୍ୟରେ ଆଇପିଏଲକୁ ନେଇ...
ଅପରାଧ ରାଜ୍ୟ

ବିଦ୍ୟୁତ ସଂସ୍ପର୍ଶରେ ଆସି ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ମୃତଦେହ ରଖି...

ସାଲେପୁର ୬।୬: କଟକ ଜିଲ୍ଲା ସାଲେପୁର ବ୍ଲକ୍ ପ୍ରଧାନପଡା ଗ୍ରାମରେ ଅଘଟଣ । ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କର ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଛି...
ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ସାପ କାମୁଡାରେ ୪ ଦିନରେ ଗଲାଣି ୨ ଜଣଙ୍କ ଜୀବନ, ଜଣେ ଗୁରୁତର

ତେଲକୋଇ ୬।୬: ସାପ କାମୁଡାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା...
ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଦେବ ବିବାହ ପାଇଁ ଉତ୍ସବ ମୁଖର ଏକାମ୍ର କ୍ଷେତ୍ର, ବିବାହ ପରେ ମାତା...

ଭୁବନେଶ୍ୱର ୦୬।୦୬: ଦେବ ବିବାହ ପାଇଁ ଉତ୍ସବ ମୁଖର ଏକାମ୍ର କ୍ଷେତ୍ର । ଦେବ ଦମ୍ପତିଙ୍କ ବିବାହ ପରେ ମାତା ପାର୍ବତୀଙ୍କୁ ନେଇ ମନ୍ଦିରକୁ ଫେରିଛନ୍ତି ମହାପ୍ରଭୁ...
ଅପରାଧ ରାଜ୍ୟ

ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ପଠାରେ ପଡି ବଞ୍ଚିଗଲା ଜୀବନ

ଭଦ୍ରକ ୬।୬: ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଯୁବତୀ । କିନ୍ତୁ ପଠାରେ ପଡିଗଲେ, ବଞ୍ଚିଗଲା ଜୀବନ । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ମେଡିକାଲରେ ଭର୍ତ୍ତି...
ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୩ ଜଣ କୋଭିଡ...

ଭୁବନେଶ୍ଵର ୦୬।୦୬ : ରାଜ୍ୟରେ ତଳକୁ ଖସିଲା କରୋନା ଗ୍ରାଫ୍। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।...
ଅପରାଧ ରାଜ୍ୟ

ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ, ୩ ଜଣଙ୍କ ଘର ଭାଙ୍ଗିଲେ ହାତୀପଲ

ବାରିପଦା ୬।୬: ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ । ବାରିପଦା ସହର ନିକଟ ମଞ୍ଚାବନ୍ଧାଠାରେ ୧୪ଟିକିଆ ହାତୀ ପଲ ହାବୁଡରେ ଯୁବକ ପଡିଯାଇଥିଲେ । ଯୁବକ...