‘ଦି କେରଳ ଷ୍ଟୋରି’: ରୋକ୍ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଚଳଚ୍ଚିତ୍ର ‘ଦି କେରଳ ଷ୍ଟୋରି’ର ରିଲିଜ୍ ଉପରେ ରୋକ୍ ଲଗାଇବାପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। ଇସ୍ଲାଇମିକ ଷ୍ଟେଟ୍ (ଆଇଏସ୍) ଏବଂ ଧର୍ମାନ୍ତରୀକରଣ ବିଷୟବସ୍ତୁ ଉପରେ...









