ପୁଅ ବାହା ହେଉଥିବା ଜାଣି ବେକରେ ଦଉଡ଼ିଦେଲେ ବାପା, ବନ୍ଦ ହେଲା ବାହାଘର
ବ୍ରହ୍ମପୁର: ଏପଟେ ପୁଅର ବାହାଘର, ସେପଟେ ବାପାର ଆତ୍ମହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି ବୁଗୁଡ଼ା ଥାନା ଅନ୍ତର୍ଗତ ସାନସୁକା ଗ୍ରାମରେ। ସୂଚନା ଅନୁଯାୟୀ ଆଜି ସକାଳେ ଗଞ୍ଜାମ...









