ମହାଭାରତ ଯୁଦ୍ଧ ହାରିବାନେଇ ଜାଣନ୍ତୁ ଶ୍ରୀକୃଷ୍ଣଙ୍କୁ କ’ଣ କହିଲେ ଦୁର୍ଯ୍ୟୋଧନ ଆଉ କ’ଣ...
ଧର୍ମ ଡେସ୍କ : ମହାଭାରତ ଯୁଦ୍ଧ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଥାଏ। ମହାବଳୀ ଭୀମଙ୍କ ଭୀଷଣ ଗଦାଘାତରେ ଗୁରୁତର ଆହତ ହୋଇ ମାଟି ସାଉଁଥାନ୍ତି କୌରବ ଶିରୋମଣି ଦୁର୍ଯ୍ୟୋଧନ।...
