NewsLaxmi7

About Author

13559

Articles Published
ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ଧୢାନ ଧର୍ମ କାର୍ଯ୍ୟରେ ଲାଗି ରହିବ। ବନ୍ଧୁଙ୍କ ସହିତ ସମାରୋହକୁ ଯାଇପାରନ୍ତି। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ବୃଷ: ନିଜ କାମରେ ଯଥେଷ୍ଟ ବ୍ୟସ୍ତ...
ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଶିକ୍ଷାବର୍ଷ ଘୁଞ୍ଚାଯିବ; ହେଲେ ବାତିଲ୍ କଥା ସାରା ଦେଶର ସରକାର ମିଶିକି ବିଚାର...

ଭୁବନେଶ୍ବର: କଲେଜ ଖୋଲିବା ମାସେ ବିଳମ୍ବ ହୋଇପାରେ ବୋଲି ଆଜି ଉଚ୍ଚଶିକ୍ଷା ସଚିବ କହିଛନ୍ତି। ତେବେ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବା ସମ୍ପର୍କରେ ରାଜ୍ୟ ସରକାର ନିଷ୍ପତ୍ତି...
ଦେଶ ବିଦେଶ ମନୋରଞ୍ଜନ

ପ୍ରେମ ରାଇଜରେ ଉବୁଟୁବୁ ଆମୀର ଖାନଙ୍କ ଝିଅ ଇରା : ବାପାଙ୍କ ଫିଟନେସ୍...

ମୁମ୍ବାଇ ୨୫/୧୧: ବଲିଉଡ ଅଭିନେତା ଆମୀର ଖାନଙ୍କ ଝିଅ ଇରା ଖାନ୍ ରିଲେସନଶିପରେ ଅଛନ୍ତି। ସେ ବାପାଙ୍କ ଫିଟନେସ୍ କୋଚ୍ ନୂପୁର ଶିଖରଙ୍କୁ ଡେଟ୍ କରୁଛନ୍ତି। ନୂପୁର...
କଳା ଓ ସଂସ୍କୃତି ଧର୍ମ

ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି: ଲାଗିବ ୧୨ ଶହ...

ଉତ୍ତରପ୍ରଦେଶ ୨୪/୧୧ : ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ରାମଘାଟସ୍ଥିତ କାର୍ଯ୍ୟଶାଳାରୁ ଖୋଳାଯାଇଥିବା ପଥରକୁ ରାମ ଜନ୍ମଭୂମି ପରିଷରକୁ ପହଞ୍ଚାଇବା କାର୍ଯ୍ୟ ମଧ୍ୟ...
ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ରେଳ କର୍ମଚାରୀଙ୍କୁ ଲାଗିବ ଝଟ୍‌କା, ଏଭଳି ନିଷ୍ପତ୍ତି ନେବାକୁ ଯାଉଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ ୨୪/୧୧: କରୋନା କାଳରେ ଭାରତୀୟ ରେଳବାଇ ଘାଟାରେ ଚାଲିଛି। ବହୁ କ୍ଷତି ମଧ୍ୟରେ ଟ୍ରେନ୍‌ ଗଢ଼ୁଛି। ତେଣୁ ଏହି କ୍ଷତିର ଭରଣା କରିବାକୁ ରେଳ ମନ୍ତ୍ରାଳୟ...
ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

୪୫ ହଜାର ତଳକୁ ଖସିବ ସୁନାର ଦାମ୍ , ଜାଣନ୍ତୁ କ’ଣ ପାଇଁ...

ନୂଆଦିଲ୍ଲୀ ୨୫।୧୧: ଚଳିତ ବର୍ଷ ନିବେଶକମାନଙ୍କୁ ମୋଟ ରିଟର୍ଣ୍ଣ ଦେବା ପରେ ଏବେ ଝଟ୍‌କା ଦେବାକୁ ଯାଉଛି ସୁନା । କିନ୍ତୁ ସାଧାରଣ ଜନତା ପାଇଁ ଖୁସି...
ଦେଶ ବିଦେଶ ମନୋରଞ୍ଜନ ଲାଇଫ୍ ଷ୍ଟାଇଲ

୪୩ବର୍ଷ ବୟସରେ କାହିଁକି ମା ହେବାକୁ ନିଷ୍ପତ୍ତି ନେଇଥିଲେ ଫାରା ଖାନ୍ ?...

ମ୍ବାଇ ୨୫/୧୧: ଆଜିକାଲି ଲୋକେ ବିବାହର ବର୍ଷେ କିମ୍ବା ୨ବର୍ଷ ପରେ ଛୁଆ ଜନ୍ମ କରି ପରିବାରକୁ ପୂରା କରି ଦେଉଛନ୍ତି। ଅଧିକାଂଶ ସମୟରେ ଏପରି ଦେଖାଯାଏ...
ଦେଶ ବିଦେଶ ଧର୍ମ ରାଜନୀତି

ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ...

ଲକ୍ଷ୍ନୌ ୨୪/୧୧: ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାସ୍‌ କଲା ଉତ୍ତର ପ୍ରଦେଶ କ୍ୟାବିନେଟ୍‌। ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଅଧ୍ୟାଦେଶ ପାରିତ ହୋଇଥିବା ଜଣାପଡ଼ିଛି। ଅଧ୍ୟାଦେଶ...
ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଶୀତ ଦିନରେ ନିଶ୍ଚୟ ଖାଆନ୍ତୁ ରସୁଣ: ଶରୀରକୁ ସୁସ୍ଥ ରଖିବା ସହ ଦୂର...

ଭୁବନେଶ୍ୱର ୨୪/୧୧ : ଶୀତ ଦିନ ଆରମ୍ଭ ହୋଇଯାଇଛି। ଶୀତ ଦିନରେ ଥଣ୍ଡା କାଶ ଏକ ସାଧାରଣ ସମସ୍ୟା। ସେଥିପାଇଁ ଏହି ଋତୁରେ ନିଜକୁ ସୁରକ୍ଷିତ ରଖିବାକୁ...
ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଜିରା, ଧଣିଆର ଏହି ୬ଟି ଟିପ୍ସ ଆପଣାନ୍ତୁ: ଦୂର ହେବ ଆର୍ଥିକ ସମସ୍ୟା

ଭୁବନେଶ୍ୱର ୨୪/୧୧ : ଜିରା ଧଣିଆ ଭାରତରେ ମସଲା ଭାବେ ବ୍ୟବହାର କରଯାଏ। ଅଧିକାଂଶ ଭାରତୀୟ ବ୍ୟଞ୍ଜନରେ ଜିରା ଧଣିଆ ବ୍ୟବହୃତ ହୋଇଥାଏ। ଏହା ଖାଦ୍ୟର ସ୍ୱାଦ...