ଟ୍ବିଟ୍ କରି ନିଜର ଦ୍ବିତୀୟ ଆଖିର ଅସ୍ତ୍ରୋପଚାର କଥା ଜଣାଇଲେ ବିଗ୍ ବି
ମୁମ୍ବାଇ: ମେଗାଷ୍ଟାର୍ ଅମିତାଭ ବଚ୍ଚନ ତାଙ୍କର ଦ୍ବିତୀୟ ଆଖି ଅସ୍ତ୍ରୋପଚାର କରିବା କଥା ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ବିଟର୍ରେ ପ୍ରକାଶ କରିଛନ୍ତି। ସେ ତାଙ୍କର ଫଲୋର୍ସମାନଙ୍କୁ ନିଜର ଦ୍ବିତୀୟ...