ତୀରନ୍ଦାଜୀ ବିଶ୍ୱକପ୍ ଷ୍ଟେଜ୍-୧ : ଚମକିଲେ ଦୀପିକା ଓ ଅତନୁ, ବ୍ୟକ୍ତିଗତ ବର୍ଗରେ...
ନୂଆଦିଲ୍ଲୀ, ୨୭।୦୪: ତୀରନ୍ଦାଜୀ ବିଶ୍ୱକପ୍ ଷ୍ଟେଜ୍-୧ ପ୍ରତିଯୋଗିତାରେ ଚମକିଛନ୍ତି ଭାରତର ତୀରନ୍ଦାଜୀ ଦମ୍ପତି ଦୀପିକା କୁମାରୀ ଓ ଅତନୁ ଦାସ। ଗୁଆଟେମାଲାରେ ଆୟୋଜିତ ରିକର୍ଭ ଇଭେଣ୍ଟର ବ୍ୟକ୍ତିଗତ...