ରାଜ୍ୟ ସ୍ପେଶାଲ ରିପୋର୍ଟ

ଅଧା ରହିଗଲା ବାସର ରାତି ଦେଖନ୍ତୁ ଚତୁର୍ଥୀ ରାତିରେ ଜଳିଲେ ନବଦମ୍ପତି ଦେଖନ୍ତୁ କେମିତି ହେଲା ଏତେବଡ଼ ଅଘଟଣ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ଦେଶର, ସବୁ ରାଜ୍ୟର ଏବଂ ସବୁ ଅଞ୍ଚଳର ଖବର ପାଇପାରିବେ । ଏବେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ବିଷୟରେ ଜାଣିଲେ ଆପଣଙ୍କ ମନ ବହୁତ ଦୁଃଖ ହେବ । ଏବେ ଏହି ଖବର ସାମ୍ନାକୁ ଆସିଛି । ଏହି ଘଟଣା ହେଉଛି ନବ ଦମ୍ପରି ବିବାହ କରି ଆସୁଥିବା ବେଳେ ତାଙ୍କ ସହିତ ଘଟିଥିଲା ଅଘଟଣ । ସମସ୍ତେ ସ୍ବପ୍ନ ଦେଖିଥାନ୍ତି ବିବାହ କରିବେ ଆଉ ସୁଖର ସଂସାର ଗଢିବେ। ଏଭଳି ସ୍ବପ୍ନ ମଧ୍ୟ ଦେଖିଥିଲେ ନୂଆ କରି ବିବାହ କରିଥିବା ନବ ଦମ୍ପତ୍ତି । କିନ୍ତୁ ତାଙ୍କ ସହ ଏଭଳି ଅଘଟଣ ଘଟିଲା ଯାହା ଶୁଣିଲେ ଆପଣ ବି କାନ୍ଦି ପକାଇବେ ।

ଏହି ନବ ଦମ୍ପତ୍ତି ବିବାହ କରିବା ପରେ ଘରକୁ ଆସୁଥିଲେ । ଆଉ ସେହି ସମୟରେ ଅର୍ଥାତ୍ ରାସ୍ତାରେ ଆସୁଥିବା ସମୟରେ ତାଙ୍କ ସହିତ ଘଟିଥିଲା ଅଘଟଣ । ଏହି ନବ ଦମ୍ପତ୍ତି ଆସୁଥିବା କାର ଦୁର୍ଘଟଣାର ଶିକାର ହେଲା । ଏହି କାର ଟ୍ରକ୍ ସହିତ ଧକ୍କା ହୋଇଥିଲା । ଆଉ ଧକ୍କା ହେବା ସହ ନବ ଦମ୍ପତିଙ୍କ ଜୀବନ ଚାଲି ଯାଇଥିଲା । ଏହି କାର ଜଳି ଯିବା ସହ କାରରେ ବସିଥିବା ନବ ଦମ୍ପତିଙ୍କର ଜୀବନ ଚାଲି ଯାଇଥିଲା । ଏହି ଦମ୍ପତି ମଧ୍ୟ ଉପରେ ଥାଇ ଭାବୁଥିବେ କି ତାଙ୍କୁ ଏଭଳି ଜୀବନ କାହିଁକି ଦେଲେ ଭଗବାନ । ସମସ୍ତଙ୍କ ଭଳି ସେ ବି ସ୍ବପ୍ନ ଦେଖିଥଲେ ବିବାହ କରି ସୁଖର ସଂସାର ଗଢିବେ କିନ୍ତୁ ଭାଗ୍ୟ ତାଙ୍କ ସହ ଏଭଳି କରିବ ସେକଥା କିଏ ବା ଜାଣିଥିଲା । ଏହି ନବ ଦମ୍ପତ୍ତି ଏକାଠି ହେବା ପୂର୍ବରୁ ଆରପାରିକୁ ଚାଲି ଯାଇଛନ୍ତି । ତାଙ୍କର ବାସର ରାତିର ଦୀପ ଜଳିବା ପୂର୍ବରୁ ଲିଭିଗଲା ଜୀବନ ଦୀପ । ଏହି ଦମ୍ପତ୍ତିଙ୍କ ସହିତ ଭଗବାନ ଏଭଳି କାହିଁକି କରିଲେ ।

ଏହି ଘଟଣା ଘଟିଛି ଛତିଶଗଡ ରାଜ୍ୟର ଏକ ଅଞ୍ଚଳରେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଏହି ନବ ଦମ୍ପତ୍ତିଙ୍କ ପରିବାର ଲୋକେ ଏହି ଘଟଣା ସଂପର୍କରେ ଖବର ପାଇବା ପରେ ଘରେ କାନ୍ଦ ବୋବାଳି ହୋଇଛି । ଯେଉଁ ଘରେ ବୋହୂ ଆସିବା ଖୁସିରେ ସମସ୍ତେ ଖୁସି ଥିଲେ ଆଜି ସେହି ଘରୁ କୋକେଇ ଉଠିବ । ଡ୍ରାଇଭର ଜଣକ ଦୁର୍ଘଟଣା ପରେ ସେଠାରୁ ଫେରାର ହୋଇଯାଇଛନ୍ତି । ଏବେ ପୋଲିସ ତାଙ୍କୁ ଖୋଜିବାରେ ଲାଗିଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।