ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ଦେଶର, ସବୁ ରାଜ୍ୟର ଏବଂ ସବୁ ଅଞ୍ଚଳର ଖବର ପାଇପାରିବେ । ଏବେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ବିଷୟରେ ଜାଣିଲେ ଆପଣଙ୍କ ମନ ବହୁତ ଦୁଃଖ ହେବ । ଏବେ ଏହି ଖବର ସାମ୍ନାକୁ ଆସିଛି । ଏହି ଘଟଣା ହେଉଛି ନବ ଦମ୍ପରି ବିବାହ କରି ଆସୁଥିବା ବେଳେ ତାଙ୍କ ସହିତ ଘଟିଥିଲା ଅଘଟଣ । ସମସ୍ତେ ସ୍ବପ୍ନ ଦେଖିଥାନ୍ତି ବିବାହ କରିବେ ଆଉ ସୁଖର ସଂସାର ଗଢିବେ। ଏଭଳି ସ୍ବପ୍ନ ମଧ୍ୟ ଦେଖିଥିଲେ ନୂଆ କରି ବିବାହ କରିଥିବା ନବ ଦମ୍ପତ୍ତି । କିନ୍ତୁ ତାଙ୍କ ସହ ଏଭଳି ଅଘଟଣ ଘଟିଲା ଯାହା ଶୁଣିଲେ ଆପଣ ବି କାନ୍ଦି ପକାଇବେ ।
![](https://newslaxmi7.com/wp-content/uploads/2023/12/WhatsApp-Image-2023-12-15-at-2.33.47-PM-1-892x1024.jpeg)
ଏହି ନବ ଦମ୍ପତ୍ତି ବିବାହ କରିବା ପରେ ଘରକୁ ଆସୁଥିଲେ । ଆଉ ସେହି ସମୟରେ ଅର୍ଥାତ୍ ରାସ୍ତାରେ ଆସୁଥିବା ସମୟରେ ତାଙ୍କ ସହିତ ଘଟିଥିଲା ଅଘଟଣ । ଏହି ନବ ଦମ୍ପତ୍ତି ଆସୁଥିବା କାର ଦୁର୍ଘଟଣାର ଶିକାର ହେଲା । ଏହି କାର ଟ୍ରକ୍ ସହିତ ଧକ୍କା ହୋଇଥିଲା । ଆଉ ଧକ୍କା ହେବା ସହ ନବ ଦମ୍ପତିଙ୍କ ଜୀବନ ଚାଲି ଯାଇଥିଲା । ଏହି କାର ଜଳି ଯିବା ସହ କାରରେ ବସିଥିବା ନବ ଦମ୍ପତିଙ୍କର ଜୀବନ ଚାଲି ଯାଇଥିଲା । ଏହି ଦମ୍ପତି ମଧ୍ୟ ଉପରେ ଥାଇ ଭାବୁଥିବେ କି ତାଙ୍କୁ ଏଭଳି ଜୀବନ କାହିଁକି ଦେଲେ ଭଗବାନ । ସମସ୍ତଙ୍କ ଭଳି ସେ ବି ସ୍ବପ୍ନ ଦେଖିଥଲେ ବିବାହ କରି ସୁଖର ସଂସାର ଗଢିବେ କିନ୍ତୁ ଭାଗ୍ୟ ତାଙ୍କ ସହ ଏଭଳି କରିବ ସେକଥା କିଏ ବା ଜାଣିଥିଲା । ଏହି ନବ ଦମ୍ପତ୍ତି ଏକାଠି ହେବା ପୂର୍ବରୁ ଆରପାରିକୁ ଚାଲି ଯାଇଛନ୍ତି । ତାଙ୍କର ବାସର ରାତିର ଦୀପ ଜଳିବା ପୂର୍ବରୁ ଲିଭିଗଲା ଜୀବନ ଦୀପ । ଏହି ଦମ୍ପତ୍ତିଙ୍କ ସହିତ ଭଗବାନ ଏଭଳି କାହିଁକି କରିଲେ ।
![](https://newslaxmi7.com/wp-content/uploads/2023/12/WhatsApp-Image-2023-12-15-at-2.33.47-PM-1024x550.jpeg)
ଏହି ଘଟଣା ଘଟିଛି ଛତିଶଗଡ ରାଜ୍ୟର ଏକ ଅଞ୍ଚଳରେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଏହି ନବ ଦମ୍ପତ୍ତିଙ୍କ ପରିବାର ଲୋକେ ଏହି ଘଟଣା ସଂପର୍କରେ ଖବର ପାଇବା ପରେ ଘରେ କାନ୍ଦ ବୋବାଳି ହୋଇଛି । ଯେଉଁ ଘରେ ବୋହୂ ଆସିବା ଖୁସିରେ ସମସ୍ତେ ଖୁସି ଥିଲେ ଆଜି ସେହି ଘରୁ କୋକେଇ ଉଠିବ । ଡ୍ରାଇଭର ଜଣକ ଦୁର୍ଘଟଣା ପରେ ସେଠାରୁ ଫେରାର ହୋଇଯାଇଛନ୍ତି । ଏବେ ପୋଲିସ ତାଙ୍କୁ ଖୋଜିବାରେ ଲାଗିଛି ।
![](https://newslaxmi7.com/wp-content/uploads/2023/12/WhatsApp-Image-2023-12-15-at-2.33.47-PM-2-1024x660.jpeg)