ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଶକ୍ତିଶାଳୀ ସୌରଶିଖା ଦ୍ବାରା ପ୍ରଭାବିତ ପୃଥିବୀ, ବେତାର ଯୋଗାଯୋଗ ପ୍ରଭାବିତ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୂଆଦିଲ୍ଲୀ: ‌ସୌରମଣ୍ଡଳରେ ଶକ୍ତିଶାଳୀ ବିସ୍ଫୋରଣ ଯୋଗୁ ମାର୍ଚ୍ଚ ୨୯ରୁ ସୌରଶିଖା ଉଠି ପୃଥିବୀର ବାୟୁମଣ୍ଡଳର ଉପରିଭାଗକୁ ଆୟନୀକୃତ (ଯୁକ୍ତ ଓ ବିଯୁକ୍ତ କଣିକାଯୁକ୍ତ) କରିଦେଇଛି। ଫଳରେ ଦକ୍ଷିଣ-ପୂର୍ବ ଏସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ରେଡିଓ ଓ ଟିଭି ପ୍ରସାରଣ ବ୍ୟାହତ ହୋଇଛି। ରେଡିଓ ତରଙ୍ଗ ସଙ୍କେତ ଉପରେ ନିର୍ଭରଶୀଳ ମୋବାଇଲ ଓ ଇଣ୍ଟରନେଟ୍ ମଧ୍ୟ ଅଚଳ ହୋଇଯାଇଛି। ନାସାର ସୂଚନା ଅନୁସାରେ, ସୂର୍ଯ୍ୟମଣ୍ଡଳର ଦକ୍ଷିଣପଶ୍ଚିମ ପୃଷ୍ଠଦେଶରେ ଥିବା ସନ୍‌ସ୍ପଟ୍ (ସୌର କଳଙ୍କ) ଏଆର୍‌୩୨୫୬ରୁ ଏହି ସୌରଶିଖା (ଫ୍ଲେୟାର) ଉଠିଛି। ନାସାର ସୋଲାର ଡାଇନାମିକ୍ସ ପର୍ଯ୍ୟବେକ୍ଷଣାଗାର ପକ୍ଷରୁ ଏହାର ଫଟୋ ଉତ୍ତୋଳନ କରାଯାଇଛି। ଏହି ସୌରଶିଖାକୁ ଏକ୍ସ୧.୨ ଫ୍ଲେୟାର ବୋଲି ବର୍ଗୀକୃତ କରାଯାଇଛି। ଅତି ଭୀଷଣ ସୌରଶିଖା ଏକ୍ସ ଶ୍ରେଣୀର ଅନ୍ତର୍ଗତ ହୋଇଥାଏ। ସୌରଶିଖା ବେତାର ଯୋଗାଯୋଗ, ଇଲେକ୍ଟ୍ରିକ୍ ପାୱାର ଗ୍ରିଡ୍ ଓ ନେଭିଗେସନ ସିଗ୍ନାଲ ଆଦିକୁ ପ୍ରଭାବିତ କରିଥାଏ। ମହାକାଶ ଯାନ ଓ ମହାକାଶଚାରୀଙ୍କ ପ୍ରତି ଏହା ବିପଦ ସୃଷ୍ଟି କରେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ