ଅପରାଧ ରାଜ୍ୟ

ଆମ ଅଞ୍ଚଳରେ ବଢୁଛି ଚୋରି, ପୋଲିସ ଥାଇ ବି ଚୁପ୍‌ ; ଥାନା ସମ୍ମୁଖରେ ବ୍ୟବସାୟୀ ସଂଘର ଏପରି ଅଭିଯୋଗ

ବିନିକା ୨୪।୨୨ : ଉଲୁଣ୍ଡା ଥାନା ସମ୍ମୁଖରେ ବ୍ୟବସାୟୀ ସଂଘ ପକ୍ଷରୁ ଧାରଣା । ସୋନପୁର ଜିଲ୍ଲା ଉଲୁଣ୍ଜା ବ୍ଲକ ସଦର ମହକୁମାରେ ଦିନକୁ ଦିନ ଚୋରି ଘଟଣା ବଢିବାର ପ୍ରତିବାଦ କରି ଧାରଣା । ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛି ପୋଲିସ ।

ଖବର ଅନୁଯାୟୀ, ଉଲୁଣ୍ଡା ସଦର ମହକୁମାରେ ବାରମ୍ବାରରେ ଚୋରି କାମ ବଢିଚାଲିଛି । ଏପରିକି ଆଇନ୍‌ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ଗୁରୁବାର ଦିନ ଉଲୁଣ୍ଡା ସଦର ମହକୁମାରେ ୧୨ ଘଣ୍ଟିଆ ଦୋକାନ, ବଜାର ଏବଂ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରହିଛି । ଏହିକ୍ରମରେ ଥାନା ସମ୍ମୁଖରେ ବସି ଧାରଣା ଦେଇଛନ୍ତି ଉଲୁଣ୍ଡା ବ୍ୟବସାୟିକ ସଂଘ । ସଂଘର ସଭ୍ୟମାନେ ଥାନା ଆଗରେ ଧାରଣା ବସିଛନ୍ତି । ଉଳୁଣ୍ଡାରେ ଦୋକାନରୁ ସଟର ଭାଙ୍ଗି ଚୋରି ହେଉଛି । ଚୋରି ରୋକିବାରେ ପୋଲିସ ବିଫଳ ହେଉଥିବା ବ୍ୟବସାୟୀ ସଂଘ ଅଭିଯୋଗ କରିଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।