ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟକର ସୋୟାବିନ ବି ହୋଇପାରେ ହାନିକାରକ: ଏହି ରୋଗୀଙ୍କ ପାଇଁ ବିଷ, ଭୁଲରେ ବି କରନ୍ତୁନି ସେବନ

ଭୁବନେଶ୍ୱର ୧୦/୦୨ : ସୋୟାବିନ ବହୁତ ଲୋକଙ୍କ ପସନ୍ଦ। ସୋୟାବିନରେ ଭରପୁର ମାତ୍ରାରେ ସୋୟାବିନ ରହିଛି। ସୋୟାବିନରେ ଲୋକେ ଅନେକ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି। ସୋୟାବିନ ପ୍ରୋଟିନର ଏକ ଭଲ ଉତ୍ସ ହୋଇଥିଲେ ମଧ୍ୟ ଏହାଦ୍ୱାରା କିଛି ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ହୋଇଥାଏ। ସୋୟାବିନ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥିବାବେଳେ ଅପରପକ୍ଷରେ ଅତ୍ୟଧିକ ମାତ୍ରାରେ ସୋୟାବିନ ସେବନ ହାନିକାରକ ପ୍ରମାଣିତ ହୋଇଥାଏ।


ସୋୟାବିନ ଦ୍ୱାରା କଣ କଣ ଅସୁବିଧା ହୋଇଥାଏ ଜାଣନ୍ତୁ

– ସୋୟାବିନ ଦ୍ୱାରା ଏଲର୍ଜୀ ସମସ୍ୟା ହୋଇଥାଏ

– ସୋୟାବିନ ଯୋଗୁଁ ମହିଳାଙ୍କୁ ହର୍ମୋନ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ, ସୋୟାବିନରେ ଥିବା କମ୍ପାଉଣ୍ଡ ମହିଳାଙ୍କ ହର୍ମୋନ ଏଷ୍ଟ୍ରୋଜେନକୁ ନକଲ କରିଥାଏ

– ଅଧିକ ସୋୟାବିନ ସେବନ କଲେ ପୁରୁଷଙ୍କ ସ୍ପର୍ମ କାଉଣ୍ଟ ହ୍ରାସ ପାଇଥାଏ

– ସୋୟାବିନରେ ଥିବା ଟ୍ରାନ୍ସ ଫ୍ୟାଟ ଯୋଗୁଁ ମେଦ ବହୁଳତା ହୋଇଥାଏ ଓ କୋଲେଷ୍ଟ୍ରଲ ମଧ୍ୟ ବଢିଥାଏ

– ହୃଦ ସମ୍ବନ୍ଧୀୟ ରୋଗ ଥିଲେ ଭୁଲରେ ବି ସୋୟାବିନ ଖାଇବା ଉଚିତ ନୁହେଁ

– ଯେଉଁମାନଙ୍କର ମାଇଗ୍ରେନ୍ ସମସ୍ୟା ଅଛି, ଥାଇରଏଡ ସମସ୍ୟା ଅଛି ସେମାନେ ଭୁଲରେ ବି ସୋୟାବିନ ଖାଇବା ଉଚିତ ନୁହେଁ

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ