ଭୁବନେଶ୍ବର : ଆସନ୍ତା ୨୯ ତାରିଖ ଦିନ ସାରା ଦେଶରେ ଇଦ୍-ଉଲ୍-ଜୁହା ପର୍ବ ପାଳନ କରାଯିବ। ସୋମବାର ସନ୍ଧ୍ୟାରେ ଜିଲ୍ ହିଜ୍ଜା ମାସର ନୂଆ ଚାନ୍ଦ ଦେଖାଦେଇଛି। ଏହି ସୂଚନା ଦେଇଛନ୍ତି ଭୁବନେଶ୍ବର ମଞ୍ଚେଶ୍ବର ମସ୍ଜିଦ୍ର ଇମାମ୍ ତଥା ଜମିଅତ୍ ଉଲମାଏ ଓଡ଼ିଶାର ସଂପାଦକ ମୁଫ୍ତି ମହମ୍ମଦ ଜମାଲ କାଶମୀ। ସେ କହିଛନ୍ତି ଯେ ଦେଶର ବିଭିନ୍ନ ସ୍ଥାନରେ ହିଲାଲ୍ କମିଟି ପକ୍ଷରୁ ନୂଆ ଚାନ୍ଦ ବିଷୟରେ ଘୋଷଣା କରାଯାଇଛି।
୨୯ରେ ଇଦ୍-ଉଲ୍-ଜୁହା