ଅପରାଧ ରାଜ୍ୟ

ବେଆଇନ ଅଳଙ୍କାର ଚାଲାଣ ବେଳେ ମୋହନା ପୋଲିସକୁ ସଫଳତା, ଯାଞ୍ଚ କରିବାରୁ ଗାଡିରୁ ମିଳିଲା ଅଳଙ୍କାର

ମୋହନା ୧୮/୧୧: ଗଜପତି ଜିଲ୍ଲା ମୋହନା ଥାନା କମଳାପୁର ନାକା ପଏଣ୍ଟରେ ପୋଲିସର ତନଖି ବେଳେ ସ୍କର୍ପିଓ ଗାଡିରୁ ଜବତ ହେଲା ୧୮୭ ଗ୍ରାମ ସୁନା , ୨କେଜି ୭୦୦ ଗ୍ରାମ ରୁପା । ଗାଡି ଡ୍ରାଇଭର ସହ ଜଣକୁ ଥାନାରେ ଅଟକ ରଖିଛି ତଦନ୍ତ ଚଳାଇଛି ମୋହନା ପୋଲିସ ।

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଶିବାନି ଜୁଏଲର୍ସରୁ ଉକ୍ତ ସୁନା ,ରୁପା ମୁନିଗୁଡାକୁ ବେଆଇନ ଭାବେ ଚାଲାଣ ହେଉଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଜବତ ହୋଇଥିବା ସୁନା ରୁପା ମଧ୍ୟରେ ବହୁ ଦାମୀ ଚେନ, ବ୍ରେସଲେଟ ଏବଂ ଅନେକ ଅଳଙ୍କାର ରହିଥିବା ବେଳେ ଜିଏସଟି ଫାଙ୍କି ଏହି କାରବାର ହେଉଥିଲା । ଯାହାକୁ ପୋଲିସ ଜବତ କରିବା ସହ ଜିଏସଟି ଅଧିକାରୀ ଙ୍କୁ ସୁଚନା ଦେଇଛି ପୋଲିସ୍ । ଜିଏସଟି ଫାଇନ ସହ ଟେକ୍ସ ପକାଇ ଛଡାଯିବ ବୋଲି ମୋହନା ଥାନା ଆଇଆଇସି ସୁଚନା ଦେଇଛନ୍ତି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।