ମନୋରଞ୍ଜନ

ଆସୁଛନ୍ତି ଅର୍ପଣ

ତୁ ମୋର ଦିଲ୍ ତୁ ମୋର ଜାନ୍, ପ୍ରେମ ଲଗାନା ଆଉ ଏବେ ସୁଟିଂ ପାଇଁ ସଜବାଜ ହେଉଛି ଆଉ ଏକ ନୂଆ ମ୍ୟୁଜିକ୍ ଆଲବମ୍, ଯାହାର ମୁଖୁଡ଼ା ଲାଇନ୍ ରହିଛି ‘ତୋ ବିନା ଜିଇବା ଟା ମୁସ୍କିଲ୍‌’। ଏବେ ପ୍ରେମ ବିରହ ଗୀତଦୃଶ୍ୟରେ ଅଭିନେତା ଅର୍ପଣଙ୍କ ଡିମାଣ୍ଡ ବଢ଼ିଛି। ହ୍ୟାଣ୍ଡସମ୍ ଫିଗର ସାଙ୍ଗକୁ ଡ୍ରାମାରେ ତାଙ୍କ ଆକ୍ସନ୍, ଏକ୍ସପ୍ରେସନ୍ ଏବଂ ଡ୍ୟାନ୍ସରେ ବି କିଛି ନିଆରା ଭାବଭଙ୍ଗୀ ଦେଖିବାକୁ ମିଳୁଛି। ସିଭିଲ୍ ଇଞ୍ଜିନିୟରିଂ ଓ ଏମ୍‌ବିଏ କରିଥିବା ଅର୍ପଣ ମହାନ୍ତି ଅଭିନୟ ପ୍ରତି ଅଧିକ ଅନୁରକ୍ତ। ପୂର୍ବରୁ ‘କ୍ରିଷ୍ଣା ଗୋବିନ୍ଦା’ ଓ ‘ହତ୍ୟା’ ଚଳଚ୍ଚିତ୍ରରେ ତାଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ