Subscribe to Updates

    Get the latest creative news from FooBar about art, design and business.

    What's Hot

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023
    Facebook Twitter Instagram
    Trending
    • ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍
    • ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌
    • ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ
    • ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ
    • ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୨୩ଜଣଙ୍କୁ ସ୍ଥାୟୀ ନିଯୁକ୍ତି: ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ବୋର୍ଡକୁ ଚିଠି
    • ଶିକାରୀଙ୍କ ପଞ୍ଝାରେ ବନ୍ୟଜନ୍ତୁ, ଓଡ଼ିଶା ଜଙ୍ଗଲରୁ ଶେଷ କରିଦେବେ ବାଘ
    • ଅର୍ଥାଭାବରୁ ଅସହାୟ ବାପା: ଲୁହା ଶିକୁଳିରେ ବନ୍ଦୀ ଦିବ୍ୟାଙ୍ଗ ପୁଅ
    • ମହିଳାଙ୍କୁ ନେଇ ଚାଲିଛି ବ୍ରାଉନ୍‌ସୁଗାର କାରବାର
    Sunday, May 28
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»୯୫ର ରାଜ୍‌: ସୁସ୍ଥ ଜୀବନ ପଛରେ ନିର୍ଭେଜାଲ ଖାଦ୍ୟପେୟ
    ରାଜ୍ୟ

    ୯୫ର ରାଜ୍‌: ସୁସ୍ଥ ଜୀବନ ପଛରେ ନିର୍ଭେଜାଲ ଖାଦ୍ୟପେୟ

    NewsLaxmi7By NewsLaxmi7May 12, 2023Updated:May 12, 2023No Comments1 Min Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଧଣ୍ଡାମୁଣ୍ଡା, : ଚର୍ମ ରୁକ୍ଷ, ଶରୀର କ୍ଲାନ୍ତ। କିନ୍ତୁ ମନ ପୂର୍ବବତ୍‌ ଚଳଚଞ୍ଚଳ। ବୟସ ସତେ ଯେମିତି ତାଙ୍କ ପାଇଁ କେବଳ ସଂଖ୍ୟା ମାତ୍ର। ୯୫ ବର୍ଷ ବୟସରେ ସକ୍ରିୟ ଥିବା ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଗାଁର ଦୈତ୍ୟାରି ପଟେଲ।

    ଶ୍ରୀ ପଟେଲ ପେସାରେ ସେ ଜଣେ ଚାଷୀ ଥିଲେ ମଧ୍ୟ ଅଭିନୟରେ ସିଦ୍ଧହସ୍ତ। ଯୌବନରେ ରାମଲୀଳା ନାଟକରେ ରାମ ଭୂମିକାରେ ଅଭିନୟ କରୁଥିଲେ। ଆଜି ବି ଅଭିନୟ କରିବାର ଦକ୍ଷତା ରହିଛି ତାଙ୍କର। ସେ ବୟସର ସାୟାହ୍ନରେ ପହଞ୍ଚିଥିଲେ ହେଁ ମନରେ ଭରି ରହିଛି ଅଫୁରନ୍ତ ଉତ୍ସାହ। ଶରୀର ମନ ଏଭଳି ଫୂର୍ତ୍ତି ରହିବାର ରହସ୍ୟ ପଚାରିଲେ ଦୈତ୍ୟାରି କହନ୍ତି, ବର୍ତ୍ତମାନ ସମୟର ଖାଦ୍ୟପେୟ, ଚାଲି ଚଳଣି ହଉ ବା ପରିଶ୍ରମ ସବୁକ୍ଷେତ୍ରରେ ଦେଖିବାକୁ ଗଲେ ଏହାଠାରୁ ପୂର୍ବ ଶତାବ୍ଦୀରେ ସବୁ ଠିକ୍ ଥିଲା।

    ଖାଦ୍ୟପେୟରେ ରାସାୟନିକ ପଦାର୍ଥର ଅପମିଶ୍ରଣ ନଥିଲା। କେବଳ ଜୈବିକ ଉପାଦାନରୁ ଅମଳ ଖାଦ୍ୟ ଖାଇ ଶାରୀରିକ ପରିଶ୍ରମ କରି ସୁସ୍ଥ ଶରୀର ପାଉଥିଲେ ଲୋକେ। ଆଉ ଏବେ ଯୁଗ ବଦଳିଛି। ତା’ସହିତ ଲୋକଙ୍କ ରୁଚି, ଖାଦ୍ୟପେୟ, ରହଣି ଏପରିକି ରାସାୟନିକ ଦୁନିଆରେ ମୁକ୍ତ ଅମ୍ଲଜାନ ଟିକିଏ ପାଇବା ସହଜ ହେଉନି। ସେଥିରେ ଆ‌ୟୁ କମିବନି ତ କଣ? ସେ ତାଙ୍କ ସମୟରେ ନିର୍ଭେଜାଲ ଖାଦ୍ୟ ଖାଇଥିବାରୁ ଏବଂ ପର୍ଯ୍ୟାପ୍ତ ଶାରୀରିକ ପରିଶ୍ରମ କରିଥିବାରୁ ଆଜି ପର୍ଯ୍ୟନ୍ତ ସୁସ୍ଥ ଜୀବନ ବଞ୍ଚିଥିବା ପ୍ରକାଶ କରିଛନ୍ତି।
    ୧୯୨୭ ମସିହା ଅକ୍ଟୋବର ୧୦ ତାରିଖ ଜନ୍ମିତ ଦୈତ୍ୟାରି ଏଇ ବୟସରେ ବି ଅନ୍ୟ ଉପରେ ନିର୍ଭରଶୀଳ ନୁହନ୍ତି। ଘର ଆଖପାଖରେ ବାଡ଼ି ଧରି ଚଲାବୁଲା କରୁଛନ୍ତି। ନିଜ କାମ ନିଜେ ଆରାମରେ କରି ପାରୁଛନ୍ତି। ପ୍ରତିଦିନ ସକାଳୁ ନିତ୍ୟକର୍ମ ସାରିବା ପରେ କିଛି ସମୟ ଯୋଗ, ପ୍ରାଣାୟାମ କରୁଥିବା ସେ ପ୍ରକାଶ କରିଛନ୍ତି।

    Share. Facebook Twitter LinkedIn WhatsApp Email
    Previous Article‘ଟୁଇଟର୍‌’ ‘ସିଇଓ’ ପଦରୁ ଇସ୍ତଫା ଦେବେ ଏଲନ୍‌ ମସ୍କ୍‌; ନୂଆ ‘ସିଇଓ’ ହୋଇପାରନ୍ତି ଲିଣ୍ଡା ୟାକାରିନୋ
    Next Article ୬୦ ହଜାର ଚାଷୀଙ୍କଠାରୁ ୬.୦୩ ଲକ୍ଷ କ୍ବିଣ୍ଟାଲ ମାଣ୍ଡିଆ ସଂଗ୍ରହ
    NewsLaxmi7
    • Website

    Related Posts

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023

    ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ

    May 26, 2023

    ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୨୩ଜଣଙ୍କୁ ସ୍ଥାୟୀ ନିଯୁକ୍ତି: ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ବୋର୍ଡକୁ ଚିଠି

    May 26, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ରାଜ୍ୟ

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିପାରେ କ୍ରାଇମବ୍ରାଞ୍ଚ। ଏଥିଲାଗି କ୍ରାଇମବ୍ରାଞ୍ଚ ଟିମ୍…

    ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023

    ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ

    May 26, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    କୋଭାକ୍ସିିନ୍ ଟିକାର ପରୀକ୍ଷାମୂଳକ ଡୋଜ ନେବା ପରେ କରୋନା ଆକ୍ରାନ୍ତ ହେଲେ ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ

    December 5, 2020

    କେମିତି ହେଲା ସେନ ଓ୍ଵର୍ଣ୍ଣଙ୍କ ମୃତ୍ୟୁ ? ଯାଞ୍ଚ ପରେ ଖୁଲାସା କଲା ଥାଇଲାଣ୍ଡ ପୋଲିସ୍

    March 7, 2022

    ଆସୁଛନ୍ତି ମା’: ସବୁଠି ବ୍ୟାପକ ପ୍ରସ୍ତୁତି, ପଶ୍ଚିମବଙ୍ଗ କାରିଗରଙ୍କ ଡେରା

    September 24, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.