Subscribe to Updates

    Get the latest creative news from FooBar about art, design and business.

    What's Hot

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023
    Facebook X (Twitter) Instagram
    Trending
    • ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ
    • ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ
    • ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା
    • ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ
    • ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ
    • ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ
    • ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»୪ଟି କମ୍ପାନିକୁ ଔଷଧ ନିଗମରେ ବାରଣ: ନିମ୍ନମାନର ଔଷଧ ପାଇଁ ୬ବର୍ଷରେ ୫୯ କମ୍ପାନି ହେଲେଣି ସାମିଲ
    ରାଜ୍ୟ

    ୪ଟି କମ୍ପାନିକୁ ଔଷଧ ନିଗମରେ ବାରଣ: ନିମ୍ନମାନର ଔଷଧ ପାଇଁ ୬ବର୍ଷରେ ୫୯ କମ୍ପାନି ହେଲେଣି ସାମିଲ

    NewsLaxmi7By NewsLaxmi7July 13, 2023Updated:July 13, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଭୁବନେଶ୍ବର: ନିମ୍ନମାନର ଔଷଧ ଯୋଗାଣ ପାଇଁ ରାଜ୍ୟ ଔଷଧ ନିଗମ ଚଳିତବର୍ଷ ୪ଟି କମ୍ପାନିକୁ ବାରଣ କରିଛି। ଏଥିରେ ପଞ୍ଜାବର ୨, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରର ଗୋଟିଏ ଲେଖାଏ କମ୍ପାନି ରହିଛନ୍ତି। ଏସବୁ କମ୍ପାନି ୧ବର୍ଷ ପାଇଁ ନିଗମର କୌଣସି ପ୍ରକାର ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇପାରିବେ ନାହିଁ। ୨୦୧୭ ମସିହାରୁ ବର୍ତ୍ତମାନ ସୁଦ୍ଧା ୫୯ଟି କମ୍ପାନି କଳା ତାଲିକାଭୁକ୍ତ ହୋଇସାରିଲେଣି।

    ବାରଣ ହୋଇଥିବା କମ୍ପାନି ଭିତରେ ପଞ୍ଜାବର ଏଏନ୍‌ଜି ଲାଇଫସାଇନ୍ସ, ଜାକ୍‌ସନ ଲାବୋରେଟାରି, ପଶ୍ଚିମବଙ୍ଗର ଲା-କେମିକୋ ଓ ମହାରାଷ୍ଟ୍ରର ଏଗୋଗ ଫାର୍ମା ରହିଛି। ‘ନିରାମୟ’ ଯୋଜନାରେ ସରକାରୀ ଡାକ୍ତରଖାନାକୁ ମାଗଣାରେ ଔଷଧ ଯୋଗାଯାଉଛି। ରାଜ୍ୟ ଔଷଧ ନିଗମ ଜରିଆରେ ଔଷଧ କିଣାଯାଇ ବଣ୍ଟନ କରାଯାଉଛି। ୨୦୨୨-୨୩ ଆର୍ଥିକ ବର୍ଷରେ ନିଗମ ପ୍ରାୟ ୭ଶହ ପ୍ରକାରର ଔଷଧ କିଣିଥିଲା। ଚଳିତବର୍ଷ ପାଇଁ ନିଗମ ପକ୍ଷରୁ କେତେ ଔଷଧ କିଣାଯିବ ତାହାର ତାଲିକା ପ୍ରସ୍ତୁତ ହୋଇନାହିଁ। ତେବେ ଡାକ୍ତରଖାନାକୁ ବଣ୍ଟନ କରିବା ପୂର୍ବରୁ ନିଗମ ପକ୍ଷରୁ ଔଷଧମାନଙ୍କୁ ପରୀକ୍ଷା କରାଯାଉଛି। ଏଥିପାଇଁ ଦେଶରେ ଥିବା ଏନ୍‌ଏବିଏଲ୍‌ ପରୀକ୍ଷାଗାରକୁ ପରୀକ୍ଷା ପାଇଁ ପଠାଯାଉଛି। ନିଗମର ନିୟମ ଅନୁସାରେ ଯଦି କୌଣସି କମ୍ପାନିର ଔଷଧର ୩ଟି ବ୍ୟାଚ୍ ନିମ୍ନମାନର ରହିଥାଏ ତାହାଲେ ସଂପୃକ୍ତ ଔଷଧ(ଆଇଟମ୍‌)କୁ କଳା ତାଲିକାଭୁକ୍ତ କରାଯାଉଛି। ଏହାସହ ‌କୌଣସି କମ୍ପାନିର ୩ଟି ଆଇଟମ୍ ନିମ୍ନମାନର ରହିଥିଲେ ସଂପୃକ୍ତ କମ୍ପାନି କଳା ତାଲିକାଭୁକ୍ତ ହେଉଛି।

    ରାଜ୍ୟ ଔଷଧ ନିଗମର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଡ୍ରଗ୍ ଏଣ୍ଡ କସ୍‌ମେଟିକ୍‌ ଆଇନରେ ନିମ୍ନମାନର ଔଷଧ ଯୋଗାଣକୁ ନେଇ କମ୍ପାନିକୁ କଳା ତାଲିକାଭୁକ୍ତ କରିବା ନେଇ କୌଣସି ନିୟମ ନାହିଁ। ମାତ୍ର ଓଡ଼ିଶାର ଲୋକଙ୍କୁ ନିମ୍ନମାନର ଔଷଧ ଯୋଗାଣରୁ ରକ୍ଷା କରିବା ପାଇଁ ନିଗମ ପକ୍ଷରୁ କଳା ତାଲିକାଭୁକ୍ତ କରାଯାଉଛି। ଏଥିରେ ଆଇଟମ୍‌(ଔଷଧ), ୩ଟି ଆଇଟମ୍‌ ପାଇଁ ୩ବର୍ଷ ପାଇଁ କଳା ତାଲିକାଭୁକ୍ତ କରାଯାଉଛି। ଏହାସହ ପ୍ରୋକ୍ୟୁରମେଣ୍ଟ ବା କିଣାକିଣିରେ କମ୍ପାନି ତରଫରୁ ସମସ୍ୟା ହେଲେ ୧ବର୍ଷ ପାଇଁ ବାରଣ କରାଯାଉଛି। ତେବେ କଳା ତାଲିକାଭୁକ୍ତ ସମୟ ପରେ ସଂପୃକ୍ତ କମ୍ପାନି ପୁନର୍ବାର ନିଗମର ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇପାରିବ ବୋଲି ସେ କହିଛନ୍ତି।

    Share. Facebook Twitter LinkedIn WhatsApp Email
    Previous Articleବ୍ୟାଙ୍କ୍ ଡେପୁଟି ମ୍ୟାନେଜର୍‌ଙ୍କ ଝୁଲନ୍ତା ଶବ ଉଦ୍ଧାର: ହତ୍ୟା ମାମଲା ରୁଜୁ
    Next Article ‘ଗୁରୁ ଦକ୍ଷିଣା’ର ଉଦ୍‌ଯାପନୀ ସନ୍ଧ୍ୟା: ଅନ୍ତିମ ଦିନରେ ମନମୋହିଲା ‘ପ୍ରିୟ ସଖା’
    NewsLaxmi7
    • Website

    Related Posts

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁବନେଶ୍ବର: ଅକ୍ଟୋବର ମାସ ଆରମ୍ଭ ସହିତ ଆସିଯାଇଛି ବାତ୍ୟା ଋତୁ। ସାଧାରଣତଃ ମୌସୁମୀ ଫେରିବା ସମୟରେ ଓଡ଼ିଶାକୁ ବାତ୍ୟା ଭୟ…

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    କଲିକତାରୁ ଆସୁଛି ଭେଜାଲ ମାଲ୍, ଓଡିଶା ମେଲିଛି ବଜାର : ନକଲି ଷ୍ଟିକର ଓ ଠିପିରେ ଚାଲିଥିଲା କାରବାର

    May 5, 2022

    ବାଲ୍ୟ ବିବାହ ପାଇଁ ଚାଲିଥିଲା ଯୋଜନା; ନାବାଳିକାଙ୍କୁ ଉଦ୍ଧାର କଲା ବାଲେଶ୍ୱର ଚାଇଲ୍ଡ ଲାଇନ୍‌ ଟିମ୍‌

    September 10, 2022

    ଶ୍ରୀଜିଉଙ୍କ ସୁନାବେଶ ଆଜି

    March 7, 2023
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.